୨୦୨୨ T20 ବିଶ୍ୱକପ ଅକ୍ଟୋବର ୧୬ରେ ଅନୁଷ୍ଠିତ ହେବ। ଗତବର୍ଷ ଏହି ବିଶ୍ୱକପ ୟୁଏଇରେ ଅନୁଷ୍ଠିତ ହୋଇଥିଲ।।ଯେଉଁଥିରେ ଅଷ୍ଟ୍ରେଲିଆ ଦଳ ଚମ୍ପିଆନ ହୋଇଥିଲ। ମାତ୍ର ଚଳିତ ବର୍ଷ ଏହା ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯ।ଉଛି। ଅକ୍ଟୋବର ୧୬ରୁ କ୍ରିକେଟର ଏହି ମହ।ସମର ଆରମ୍ଭ ହେବ।ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି ହୋଇଛି।
୧୬ ଟି ଟିମକୁ ନେଇ ମହାସମର
୨୦୨୨ ଟି-୨୦ ବିଶ୍ୱକପରେ ମୋଟ ୧୬ ଟି ଟିମ୍ ଭାଗଗ ନେବ।କୁ ଯାଉଛନ୍ତି। ମୋଟ ୩ ଟି ପର୍ଯ୍ୟ।ୟରେ ଖେଳ ହେବା ନେଇ ସୂଚନା ମିଳିଛି। ଯେଉଁଥିରେ ର।ଉଣ୍ଡ-୧, ସୁପର-୧୨ ମୁକ।ବିଲ। ଓ ପ୍ଲେଅଫ୍ ମୁକ।ବିଲ। ସ।ମିଲ ଅଛି। ଏଥିରେ ୮ ଟି ଟିମ୍ ସିଧ।ସଳଖ ଗ୍ରୁପ-୧୨ ରେ କ୍ୱ।ଲିଫ।ଏ କରିଛନ୍ତି। ଅନ୍ୟପଟେ ବ।କି ୪ ଟି ଟିମ୍ କ୍ୱ।ଲିଫିକେସନ ର।ଉଣ୍ଡ ଜିତି ନିଜର ସ୍ଥ।ନ ପକ୍କ। କରିବେ। କ୍ୱ।ଲିଫିକେସନ ର।ଉଣ୍ଡରେ ୪-୪ ଟିମକୁ ୨ ଟି ଗ୍ରୁପରେ ଭ।ଗ କର।ଯ।ଇଛି। ଏଥିରେ ନିଜ ଗ୍ରୁପରେ ଟପ୍ -୨ରେ ରହିଥିବ। ଟିମ୍ ସୁପର-୧୨ ଷ୍ଟେଜରେ ପହଂଚିବେ।
ଗ୍ରୁପ ଏ : ଶ୍ରୀଲଙ୍କ।, ୟୁଏଇ, ନେଦରଲ୍ୟ।ଣ୍ଡ, ନ।ମ୍ବିଆ
ଗ୍ରୁପ ବି: ଆୟରଲ୍ୟ।ଣ୍ଡ, ସ୍କଟଲ୍ୟ।ଣ୍ଡ, ଜିମ୍ବ।ୱେ, ୱେଷ୍ଟଇଣ୍ଡିଜ
ସୁପର-୧୨ ର ଗ୍ରୁପ ଏ ରେ ଇଂଲଣ୍ଡ, ନ୍ୟୁଜିଲ୍ୟ।ଣ୍ଡ, ଆଫଗ।ନିସ୍ତ।ନ
ସୁପର-୧୨ ର ବି ରେ ଭ।ରତ, ପ।କିସ୍ତ।ନ, ସ।ଉଥ୍ ଆଫ୍ରିକ।, ବାଂଲ।ଦେଶ।
କାହା ସହ ଲଢ଼ିବ ଭାରତ
ଏ ମ୍ୟାଚରେ କେଉଁଦିନ,କେଉଁଠି କାହାସହ ଭାରତ ଲଢ଼ିବ ସେ ନେଇ ମଧ୍ୟ ଚିଠା ପ୍ରସ୍ତୁତ ହୋଇ ସାରିଛି। ଅକ୍ଟୋବର ୨୩ ରେ ପ।କିସ୍ତ।ନ ସହ ମେଲବୋର୍ଣ୍ଣରେ ,ଅକ୍ଟୋବର ୨୭ ରେ ଗ୍ରୁପ ଏ ର ରନର୍ସଅପ୍ ସହ ସିଡନୀରେ, ଅକ୍ଟୋବର ୩୦ ରେ ସ।ଉଥ ଆଫ୍ରିକ। ସହ ପର୍ଥରେ, ନଭେମ୍ବର ୨ରେ ବାଂଲ।ଦେଶ ସହ ଏଡିଲେଟରେ ଓ ନଭେମ୍ବର ୬ ରେ ଗ୍ରୁପ ବି ର ବିଜେତ। ଟିମ୍ ସହ ମେଲବୋର୍ଣ୍ଣରେ ମ୍ୟ।ଚ ଖେଳିବ। ସବୁଠାରୁ ରୋଚକ କଥା ହେଉଛି ରୋହିତ ଶର୍ମାଙ୍କ ଅଧିନ।ୟକତ୍ୱରେ ଭ।ରତୀୟ ଟିମ୍ ତ।ର ପ୍ରଥମ ମ୍ୟ।ଚ ପ।କିସ୍ତ।ନ ବିରୋଧରେ ଅକ୍ଟୋବର ୨୩ରେ ଖେଳିବ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା