କଟକ ଇନଡୋର ଷ୍ଟାଡ଼ିୟମରେ ଅମିତ ଶାହା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟାଏ ମଞ୍ଚରେ ଅତିଥି ସାଜିଛନ୍ତି। ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ ସମ୍ପାଦିତ ଖବରକାଗଜ ପ୍ରଜାତନ୍ତ୍ରର ପଞ୍ଚସ୍ତରି ତମ ପ୍ରତିଷ୍ଠା ଦିବସରେ…
ବିଜେଡି ବିଧାୟକଙ୍କ ମୁହଁରେ ବିଜେପିର ପ୍ରଶଂସା:ବିଜେଡି ପାଇଁ ଅଣ୍ଟି ନିଆଁ ସାଜିବେ କି ସୌମ୍ୟ ପଟ୍ଟନାୟକ
ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ବିଭିନ୍ନ ସମୟରେ ବିଭିନ୍ନ ବିବାଦରେ ଯୋଡି ହୋଇଛନ୍ତି। ରାଜନୈତିକ ଫାଇଦା ନେବାର ଅଭିଳାଷ ବା ଆସ୍ପର୍ଦ୍ଧା ହେତୁ ସେ ବିଭିନ୍ନ ସମୟରେ ସମାଲୋଚନାର ଶିଖରରେ ରହି ଆସିଛନ୍ତି। ବିଭିନ୍ନ ଅନୁଷ୍ଠାନ ସହ ଯୋଡି ହେଇ…
ରାଜ୍ୟ ରାଜନୀତିରେ କିଛି ଘଟଣା ହଟଚମକ ସୃଷ୍ଟି କରି ରୁପରେଖ ବଦଳାଇ ଦେଇଛି। ସୁବିଧାବାଦର ନୀତି ଭାବେ ପରିଚିତ ରାଜନୀତିର ରଣାଙ୍ଗନରେ ଆସନର ଲଢ଼େଇରେ ଅସ୍ଥିରତା ଏକ ନିରନ୍ତର ପ୍ରକ୍ରିୟା ସାଜିଛି। ରାଜନୀତିର ଚକ୍ରବ୍ୟିହ୍ୱ ଭିତରେ ଏବେ ଛନ୍ଦି ହୋଇଛନ୍ତି…
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ। ଜୁଲାଇ ୨୪ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଜୁଲାଇ ୨୫ ରେ ନୂଆ ରାଷ୍ଟ୍ରପତି ଶପଥ ନେବେ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଆଭିମୁଖ୍ୟକୁ…
ଲୋକସେବା ଭବନରେ ସମସ୍ତ ମନ୍ତ୍ରୀ ଶପଥ ନେଇସାରିବା ପରେ ବିଭାଗ ବଣ୍ଟନ ହୋଇଛି। ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି। ମନ୍ତ୍ରିମଣ୍ଡଳରେ ରୋହିତ ପୂଜାରୀ, ଇଂ ପ୍ରୀତିରଞ୍ଜନ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି। ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି।ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳାଙ୍କୁ…
ଓଡ଼ିଶାରେ ମନ୍ତ୍ରିମଣ୍ଡଳର ଆମୁଳ ଚୂଳ ପରିବର୍ତ୍ତନର ଆଭାସ ମିଳୁଛି। ଏପରିକି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କର ଇସ୍ତଫା ପତ୍ର ଉପ-ବାଚସ୍ପତିଙ୍କୁ ପ୍ରଦାନ କରିଥିବାର ଶୁଣାଯାଉଛି। ୧୧ ଜଣ କ୍ୟାବିନେଟ ଓ ୯ ରାଷ୍ଟ୍ରମନ୍ତ୍ରୀ ସାମୁହିକ ଇତ୍ସଫା ଦେଇଥିବାର ଶୁଣିବାକୁ…