Browsing Tag:

Odisha Congress

ନ୍ୟୁଜ୍/ ପଲିଟିକ୍ସ

ଫେଲ୍ ମାରିଲା ବିଜେଡି ପଲିସି:ପାର୍ଟି ପାଇଁ ମାଟିକୁ ଭୁଲିଲା ରାଜ୍ୟ କଂଗ୍ରେସ

ନିଜ ଜିଦରେ ଅଟଳ ରାଜ୍ୟ କଂଗ୍ରେସର ବିଧାୟକ ଓ ସଂସଦ। ରାଷ୍ଟ୍ରପତି ନିର୍ବାଚନକୁ ନେଇ ମାଟି ସହ ବିଶ୍ୱାସଘାତକତା କରୁଛି ରାଜ୍ୟ କଂଗ୍ରେସ। ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଥିଲା ବେଳେ ବାଟ ଓଗାଳୁଛି…

Uncategorized

ଆଦିବାସୀ ବିରୋଧି କଂଗ୍ରେସ:ଓଡ଼ିଶାରେ ବିରୋଧି ଦି ଫାଳ !

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦେଶରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। ଏନଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥି ହୋଇଥିଲା ବେଳେ ମିଳିତ ବିରୋଧି ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥି କରିଛି। ଏହାରି ମଧ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ…

ନ୍ୟୁଜ୍/ ପଲିଟିକ୍ସ

ମାଟି ପାଇଁ ଅଣ୍ଟା ଭିଡିଲା ବିଜେଡି: ସୁଧୁରିବେ ତ ନଛୋଡ଼ବନ୍ଧା କଂଗ୍ରେସ ନେତା

ରାଷ୍ଟ୍ରପତି ନିର୍ବାଚନର ସମୟ ଜେତେ ପାଖେଇ ଆସୁଛି ସମର୍ଥନ ଗଣିତକୁ ନେଇ ସେତିକି ଅଙ୍କକଶା ଚାଲିଛି। ଓଡ଼ିଶାର ଆଦିବାସୀ ନେତା ଦ୍ରୌପଦୀ ମୁର୍ମୁଙ୍କୁ  ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି।କଂଗ୍ରେସ ସମେତ ମିଳିତ ବିରୋଧି ପକ୍ଷରୁ ପ୍ରାର୍ଥି ହୋଇଛନ୍ତି ଯଶୱନ୍ତ ଶିହ୍ନା।…

ନ୍ୟୁଜ୍/ ପଲିଟିକ୍ସ

ପାର୍ଟି ପାଇଁ ମାଟି ସହ ବିଶ୍ୱାସଘାତକତା : ଖଣ୍ଡାଧାରରେ ରାଜ୍ୟ କଂଗ୍ରେସ

ମାଟି ବଦଳରେ ପାର୍ଟିକୁ ଅଧିକ ଗୁରୁତ୍ତ୍ୱ ଦେଉଛି ରାଜ୍ୟ କଂଗ୍ରେସ। ଓଡ଼ିଶା ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥି ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଜଣେ ମହିଳା ଓ ଜନଜାତି ସମ୍ପ୍ରଦାୟର ନେତା ହିସାବରେ ସେ ରାଷ୍ଟ୍ରକୁ ପ୍ରତିନିଧିତ୍ୱ…

ନ୍ୟୁଜ୍/ ପଲିଟିକ୍ସ

ପାର୍ଟି ନା ମାଟି : ଅଡ଼ୁଆରେ ରାଜ୍ୟ କଂଗ୍ରେସ ବିଧାୟକ ଓ ସାଂସଦ

ଓଡ଼ିଶାର ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ  NDA ରାଷ୍ଟ୍ରପତି ପ୍ରାର୍ଥୀ କରିଛି। NDA ବିରୁଦ୍ଧରେ ଯାଇ ଅନ୍ୟ ପ୍ରାର୍ଥିଙ୍କୁ ସମର୍ଥନ କରୁଛି କଂଗ୍ରେସ। ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇ ସମର୍ଥନ ଯୋଗାଡ କରୁଛି କଂଗ୍ରେସ। ଏ ପରିସ୍ଥିତି ବର୍ତ୍ତମାନ…

Featured/ ନ୍ୟୁଜ୍/ ପଲିଟିକ୍ସ

ସବୁଠି ବିରୋଧି ସକ୍ରିୟ,ମାତ୍ର ଓଡିଶାରେ?

୫ ରାଜ୍ୟର ବିଧାନସଭା ନିର୍ବାଚନରେ ସରକାର ଦଳ ଅପେକ୍ଷା ବିରୋଧି ଦଳ ଭଲ ପ୍ରଦର୍ଶନ କରିଛି। ୫ ରାଜ୍ୟର ଫଳାଫଳକୁ ସମୀକ୍ଷା କଲେ ସ୍ପଷ୍ଟ ହୋଇଛି ଯେ  ପ୍ରତି ରାଜ୍ୟରେ ବିରୋଧୀଙ୍କ ଶକ୍ତି ପୁର୍ବ ଅପେକ୍ଷା ବେଶ ସୁଦୃଢ଼ ହୋଇଛି।…

PRASAD HARICHANDAN IS NOT IN STSAR LIST
ନ୍ୟୁଜ୍/ ପଲିଟିକ୍ସ

ପ୍ରସାଦଙ୍କ ନାଁ କାଟିଲା କିଏ?

ରାଜ୍ୟ କଂଗ୍ରେସରେ ପ୍ରସାଦଙ୍କୁ ନେଇ ପୁଣି ଏକ ନୁଆ ବିବାଦ।ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଆଉ କିଛି ଦିନ ବାକି ଥିବା ହେତୁ ବର୍ତ୍ତମାନ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ତେବେ ଏପରି ସ୍ଥଳେ କଂଗ୍ରେସ…