ପ୍ରଥମେ‘କାଳିଆ’ର ଶରଣ ପଶିଲା BJD:ଏବେ କହିଲାଣି’ନବୀନ ଓଡ଼ିଶାର ପରିଚୟ’
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଭାଷାରେ”ଉତ୍କଳେ ନେତାର ନାହିଁ ପ୍ରୟୋଜନ,ଉତ୍କଳର ନେତା ସ୍ୱୟଂ ନାରାୟଣ”।ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ମୁରବୀ।ସେହି ବଳିଆରଭୁଜ,ଓଡ଼ିଆ ଜାତିର ପରିଚୟ ବୋଲି ପ୍ରତି ଓଡ଼ିଆଙ୍କର ବିଶ୍ୱାସ ରହିଛି।ପୂଣ୍ୟଭୂମି ଉତ୍କଳ ବା ଓଡ଼ିଶାର ପରିଚୟ ଜଗନ୍ନାଥ ବୋଲି ବିଶ୍ୱବାସୀ ମଧ୍ୟ ଜାଣନ୍ତି।କିନ୍ତୁ… Read More
ହିଂସାରେ ଥରୁଛି ଓଡ଼ିଶା:ବୈଜୟନ୍ତଙ୍କ ଅଭିଯୋଗ ‘ଅପରାଧିଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି CMଙ୍କ ବ୍ୟକ୍ତିଗତ ସଚିବ’
ଅବାଧ ଓ ନିରପକ୍ଷ ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ ଓଡ଼ିଶାରେ 4ଟି ପର୍ଯ୍ୟାୟରେ ମତଦାନ କରୁଛନ୍ତି।ଆଶା କରାଯାଉଥିଲା ବ୍ୟାପକ ସୁରକ୍ଷା କର୍ମଚାରୀ ମୁତୟନ ହେବା ଫଳରେ ହିଂସାକାଣ୍ଡ ହେବ ନାହିଁ।ହେଲେ ଯେପରି ଗଣ୍ଡଗୋଳ ହେଉଛି,ଲାଗୁଛି ଓଡ଼ିଶା ବିହାର-ପଶ୍ଚିମବଙ୍ଗ ଠାରୁ ବଳି ଗଲାଣି।ପୂର୍ବତନ ମନ୍ତ୍ରୀ… Read More
ଶିବସେନାରେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା; କହିଲେ କଂଗ୍ରେସରେ ଗୁଣ୍ଡାଙ୍କୁ ମିଳୁଛି ପ୍ରାଧାନ୍ୟ
କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମିଡିଆ ସେଲର ଆବାହକ ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି।ସେ ନିଜର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି।ତେବେ ଇସ୍ତଫାର ଦୁଇ ଘଣ୍ଟା ମଧ୍ୟରେ ଶିବସେନାରେ ସାମିଲ ହୋଇଛନ୍ତି ପ୍ରିୟଙ୍କା।ଉଦ୍ଧବ ଠାକେରଙ୍କ ଉପସ୍ଥିତିରେ ପ୍ରିୟଙ୍କା,ଶିବସେନାରେ… Read More
CBI ନିର୍ଦ୍ଦେଶକରୁ ବଞ୍ଚିତ କଲେ ଓଡ଼ିଶା ସରକାର:ଲୋକସଭାର ଏଣ୍ଟ୍ରି ପାସ୍ ଦେବେ କି କଟକ ଭୋଟର?
ଓଡ଼ିଶା ରାଜନୀତିର ହାର୍ଟ ହେଉଛି କଟକ।ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ,ବିଜୁ ପଟ୍ଟନାୟକ ଏବଂ ଜେ.ବି.ପଟ୍ଟନାୟକ କଟକ ଲୋକସଭାକୁ ପ୍ରତିନିଧିତ୍ୱ କରିଛନ୍ତି।ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଭୂମି ହେଉଛି କଟକ। ପ୍ରତିଥର ପରି ଏଥର ମଧ୍ୟ କଟକ ଲୋକସଭା ଆସନ ଉପରେ ସାରା ଓଡ଼ିଶାର ନଜର… Read More
BJDକୁ ସଂଖ୍ୟା ଗରିଷ୍ଠତା ନମିଳିଲେ,ନବୀନ ଯିବେ ଲୋକସଭା!
ବିଭିନ୍ନ ଜାତୀୟ ଗଣମାଧ୍ୟମର ଓପିନିଅନ୍ ପୋଲ ରିପୋର୍ଟ କହୁଛି ଓଡ଼ିଶାର ଅଧିକାଂଶ ଲୋକସଭା ଆସନରେ ବିଜେପି ବିଜୟୀ ହେବ।ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ତ୍ରିପୁରା ପରି ଓଡ଼ିଶାରେ ସରକାର ବଦଳିବ। ଏମିତି ମଧ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଆଗରୁ ବିଜେଡିର ନିଜସ୍ୱ… Read More
ବିଧାନସଭାକୁ ଫେରୁ ନାହଁନ୍ତି ବିରୋଧି ଦଳ ନେତା!ବଲାଙ୍ଗିରରେ ଅର୍କେଶଙ୍କ ହେବ କି ଜିତାପଟ?
ବଲାଙ୍ଗିର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର। ଆସନ୍ତା ୧୮ତାରିଖରେ ମତଦାନ ହେବାକୁ ଥିବା ବଲାଙ୍ଗିରରେ ଏବେ ପୁଣି ଲଢ଼େଇ ରାଜା ପରିବାର ବନାମ ମିଶ୍ର ଫ୍ୟାମିଲି।୪ଥରର ବିଧାୟକ ଅନୁଭବୀ ନରସିଂହ ମିଶ୍ର,କଂଗ୍ରେସ ଟିକେଟରେ ଲଢୁଛନ୍ତି।ତାଙ୍କୁ ଟକ୍କର ଦେଉଛନ୍ତି ନିର୍ବାଚନରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା… Read More
ଜୟଦେବରେ BJDର ଅଲର୍ଟରନେଟ୍ ରାଜନୀତି:ଥରେ ଢ଼ାଲି ଆର ଥରକୁ ଶଶି
ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଉପକଣ୍ଠ ଗୁରୁତ୍ୱପୂର୍ଣ୍ଣ ଜୟଦେବ ଆସନରେ ବିଜେଡି ଉଦ୍ଦେଶ୍ୟମୂଳକ ଭାବେ କରୁଛି ଟ୍ରାଏଲ ଆଣ୍ଡ ଏରର ମେଥଡ୍। ସଂଯୋଗ ବଶତଃ ବିନା ଏରରରେ ଫଳାଫଳ ବିଜେଡି ସପକ୍ଷରେ ଯାଉଛି।ଏହା ଅଡୁଆ ଲାଗୁଥିଲେ ବି ସଂପୂର୍ଣ୍ଣ ସତ। କାରଣ ପ୍ରତି ନିର୍ବାଚନରେ ଜୟଦେବ… Read More