ପଂଚାୟତ ନିର୍ବାଚନ ପୁର୍ବରୁ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗ ଜୋର ଧରିଛି।କଂଗ୍ରେସ ପରେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣର ବ୍ୟବସ୍ଥା କରିବା ପରେ ହିଁ ପଂଚାୟତ ନିର୍ବାଚନ କରାଯିବା ନେଇ ଦାବୀ ରଖିଛି।ବିରୋଧି…
ରାଜ୍ୟସଭା ନିର୍ବାଚନ ପାଇଁ BJD ପକ୍ଷରୁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସୁବାସ ସିଂ,ମୁନା ଖାଁ,ସୁଜିତ କୁମାର ଏବଂ ୪ର୍ଥ ପ୍ରାର୍ଥୀ ଭାବେ ମମତା ମହନ୍ତ ଆଜି(ବୁଧବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସେପଟେ ୯ ବିଧାୟକ ଥିବା କଂଗ୍ରେସ,ରାଜ୍ୟସଭା ନିର୍ବାଚନରେ ଭାଗ…
ଆଡ଼ଋଷା ଦେଇଥିବା ବିଜୟ ମହାପାତ୍ର ଶେଷରେ ବୁଝିଗଲେ।ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଟେନିଫୋନରେ କଥା ହେବା ପରେ ଦଳକୁ ଫେରିଛନ୍ତି ବିଜୟ।ଏହା ପୂର୍ବରୁ ଆଜି(ଗୁରୁବାର)ବିଜେପି ପ୍ରଭାରୀ ଅରୁଣ ସିଂ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ବିଜୟଙ୍କ ସହ ୨ଘଣ୍ଟା…
ଭୁବନେଶ୍ୱର: ଦେଶର ବିକାଶରେ ସବୁଠୁ ବଡ଼ ବାଧକ ସାଜୁଛି ଅମଲାତନ୍ତ୍ର,ଏଥିରେ ସୁଧାର ଆଣିବା ଆବଶ୍ୟକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। IIM(ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ) ଅହମ୍ମଦାବାଦର ଭାରତର ସାମଗ୍ରିକ ବିକାଶରେ ଲୋକନୀତି ଶୀର୍ଷକ ପାଠ୍ୟକ୍ରମରେ ଜଣେ…
ଭୁବନେଶ୍ୱର: ସବୁ ଓପିନିଅନ୍ ପୋଲର ସର୍ଭେ ରିପୋର୍ଟ କହୁଛି, ଓଡ଼ିଶାରେ ବିଜେପିର ଗ୍ରୋଥ ହେଉଛି। ସେଥିପାଇଁ ୨୦୧୯ ନିର୍ବାଚନ ପାଇଁ ଆସନ୍ତା ମାସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାରୁ ପ୍ରଚାର ଆରମ୍ଭ କରିପାରନ୍ତି। ହେଲେ ଉପକୂଳ ଓଡ଼ିଶାରେ ବିଜେପିରେ ପପୁଲାର…
ଭୁବନେଶ୍ୱର: ବିଶ୍ୱକପ ହକି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପପୁଲାରିଟି ଯଥେଷ୍ଟ ବଢ଼ିଛି। ହକିର ପ୍ରଚାର-ପ୍ରସାର କହୁଛି, ଏବେ ଓଡ଼ିଶାର ରାଜନୈତିକ ଟେମ୍ପରେଚର ଯାହା, ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନଙ୍କୁ କେହି ଅଟକାଇ ପାରିବେ ନାହିଁ। ଅପରପକ୍ଷରେ…
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆସିଛି ଏବିପି ନ୍ୟୁଜ୍-ସି ଭୋଟର ଜନମତ ସର୍ଭେ। ‘ଦେଶ କା ମୁଡ’ ସର୍ଭେ ରିପୋର୍ଟ କହୁଛି ପୁଣି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠନ ହେବ ଏନଡିଏର ସରକାର। ଏନଡିଏକୁ ୩୦୦ଲୋକସଭା ଆସନ, କଂଗ୍ରେସ…