ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି
୯ଜୁଲାଇ ୨୦୧୯ କ୍ରିକେଟ ଓ୍ୱାଲ୍ଡକପ ସେମିଫାଇନାଲ ମ୍ୟାଚ, ନ୍ୟୁଜଲାଣ୍ଡ ସହ ଟିମ୍ ଇଣ୍ଡିଆ ଖେଳୁଥିଲା।ଭାରତୀୟ କ୍ରିକେଟ ପ୍ରେମୀ ଭାବୁଥିଲେ, ଧୋନି ଫିଲ୍ଡରେ ଅଛନ୍ତି ମାନେ ବିଜୟ ନିଶ୍ଚିତ। କାହିଁକିନାଆଗରୁ ବହୁତ ମ୍ୟାଚ ନିଜ କାନ୍ଧକୁ ନେଇ ବିଜୟର ସ୍ୱାଦ ଦେଇଛନ୍ତି ଧୋନି।ବିଶ୍ୱକପ ସେମିଫାଇନାଲରେ ନିଜ… Read More
କପିଳ-ଧୋନି ତ ବିଶ୍ୱବିଜୟୀ କରାଇଥିଲେ:ଟିମ୍ ଇଣ୍ଡିଆକୁ କଣ ଦେଲେ କୋହଲି?
ଟିମ୍ ଇଣ୍ଡିଆର ବିଶ୍ୱକପ୍ ଆଶା ଧୂଳିସାତ ହୋଇଛି।୧୩୩କୋଟି ଭାରତୀୟଙ୍କ ସ୍ୱପ୍ନ ଚୁରମାର ହୋଇଗଲା।ନକ୍ ଆଉଟରୁ ଆଉଟ୍ ହୋଇଗଲା ମେନ୍ ଇନ୍ ବ୍ଲୁ। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ମାତ୍ର ୧୮ରନରେ ହାରି କ୍ରିକେଟ ମହାକୁମ୍ଭରେ ଅଭିଯାନ ଶେଷ କଲା ଭାରତ।ଆଶା କରାଯାଉଥିଲା କପିଳ ଦେବ୧୯୮୩ରେ ଏବଂ ଧୋନିଙ୍କ… Read More
ମୋହାଲିରେ ଅଷ୍ଟ୍ରେଲିଆ ନୁହେଁ,ଟର୍ଣ୍ଣରଙ୍କ ଠାରୁ ହାରିଗଲା ଇଣ୍ଡିଆ
ଜିତିବା ମ୍ୟାଚ୍ ହାତଛଡ଼ା କରିଦେଲା ଟିମ୍ ଇଣ୍ଡିଆ। ନିଶ୍ଚିତ ବିଜୟକୁ ଭାରତ ହାତରୁ ଛଡ଼ାଇ ନେଇ,ମୋହାଲି ଦିନିକିଆରେ କଙ୍ଗାରୁ ବାହିନୀ୪ଓ୍ୱିକେଟରେ ବିଜୟୀ ହୋଇଛି। ୩୫୮ରନ୍ ସ୍କୋରକୁ ସହଜରେ ଚେଜ୍ କଲା ଭ୍ରମଣକାରୀ ଦଳ।ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଏହା ଥିଲା ଅଷ୍ଟ୍ରେଲିଆର ବଡ଼ ରନ୍ ଚେଜ୍।ଦିଲ୍ଲୀରେ… Read More
ସିଡନୀରେ ଭାରତ ପରାଜୟର ୫ଟି କାରଣ ବିଶ୍ୱକପ ପୂର୍ବରୁ ଶୁଭ ସଙ୍କେତ ନୁହେଁ
ଟେଷ୍ଟ ସିରିଜ ବିଜୟ ପରେ କ୍ରିକେଟ ପ୍ରେମୀ ଆଶା ରଖିଥିଲେ ବିଜୟରୁ ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ। କିନ୍ତୁ ଆଶା ପୂରଣ ହେଲାନି। ସିଡନୀ ଓ୍ଵାନ ଡେରେ ଅଷ୍ଟ୍ରେଲିଆ ଦେଇଥିବା ୨୮୯ରନର ଟାଗେର୍ଟଠାରୁ ୩୪ ରନ ପଛରେ ରହିଗଲା ବିରାଟ ବାହିନୀ। ରୋହିତ… Read More
ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ, ୭୨ ବର୍ଷ ପରେ ପ୍ରଥମ ଥର ଟେଷ୍ଟ ସିରିଜ ବିଜୟୀ
ବର୍ଷା କାରଣରୁ ସିଡନୀ ଟେଷ୍ଟ ଡ୍ର ରହିଲା। ଏହାସହ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ମାତ ଦେଇଛି ଟିମ୍ ଇଣ୍ଡିଆ। ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟର ସ୍ୱାଦ ଚାଖିଛି ଭାରତ। କଙ୍ଗାରୁ ମାଟିରେ ଟିମ୍ ଇଣ୍ଡିଆକୁ ଟେଷ୍ଟ… Read More
କ୍ରିସମାସ୍ ପର ଦିନ ଖେଳାଯାଉଥିବା ମ୍ୟାଚ୍କୁ କାହିଁକି ବକ୍ସିଂ ଡେ’ ଟେଷ୍ଟ କୁହାଯାଏ ?
୨୬ ଡିସେମ୍ବର । ଏହି ଦିନ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯାଏ । ଯାହାକୁ କୁହାଯାଏ ବକ୍ସିଂ ଡେ ଟେଷ୍ଟ । କ୍ରିକେଟ ଦୁନିଆରେ ୨୬ ଡିସେମ୍ବରର ଟେଷ୍ଟ ଭାରି ପ୍ରସିଦ୍ଧି ରହିଛି । ତେବେ କାହିଁକି ଏହି ମ୍ୟାଚ୍କୁ ବକ୍ସିଂ ଡେ… Read More
୨୦୧୧ ବିଶ୍ୱକପ ଫାଇନାଲରେ ଯୁବରାଜଙ୍କ ପୂର୍ବରୁ ବ୍ୟାଟିଂ ପାଇଁ ଆସିଥିଲେ ଧୋନି! ୭ବର୍ଷ ପରେ ରାଜ୍ ଖୋଲିଲେ
୧୯୮୩ ପରେ ୨୦୧୧ରେ କ୍ରିକେଟ ବିଶ୍ୱକପ୍ ଜିତିଥିଲା ଭାରତ। କପିଲ ଦେବଙ୍କ ପରେ ମହେନ୍ଦ୍ର ସିଂ ଧୋନି ଭାରତକୁ ୨୮ବର୍ଷ ପରେ ବିଶ୍ୱବିଜୟୀ କରାଇ ପାରିଥିଲେ। ତେନ୍ଦୁଲକରଙ୍କ ଏହା ଥିଲା ଶେଷ ବିଶ୍ୱକପ୍।୨୦୧୧ବିଶ୍ୱକପରେ ଯୁବରାଜ ଜବରଦସ୍ତ ଫର୍ମରେ ଥିଲେ,ଟିମ୍ ଇଣ୍ଡିଆକୁ ନକ୍ ଆଉଟ୍ ପର୍ଯ୍ୟାୟରେ… Read More