ହିଂସାରେ ଥରୁଛି ଓଡ଼ିଶା:ବୈଜୟନ୍ତଙ୍କ ଅଭିଯୋଗ ‘ଅପରାଧିଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି CMଙ୍କ ବ୍ୟକ୍ତିଗତ ସଚିବ’
ଅବାଧ ଓ ନିରପକ୍ଷ ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ ଓଡ଼ିଶାରେ 4ଟି ପର୍ଯ୍ୟାୟରେ ମତଦାନ କରୁଛନ୍ତି।ଆଶା କରାଯାଉଥିଲା ବ୍ୟାପକ ସୁରକ୍ଷା କର୍ମଚାରୀ ମୁତୟନ ହେବା ଫଳରେ ହିଂସାକାଣ୍ଡ ହେବ ନାହିଁ।ହେଲେ ଯେପରି ଗଣ୍ଡଗୋଳ ହେଉଛି,ଲାଗୁଛି ଓଡ଼ିଶା ବିହାର-ପଶ୍ଚିମବଙ୍ଗ ଠାରୁ ବଳି ଗଲାଣି।ପୂର୍ବତନ ମନ୍ତ୍ରୀ… Read More
ଅଣକଂଗ୍ରେସ ସରକାର ସମୟରେ ଶ୍ରୀମନ୍ଦିରରେ ବିଭ୍ରାଟର ମାତ୍ରା ଅଧିକ କାହିଁକି ?
ଭୁବନେଶ୍ୱର : ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦାରୁ ଚୟନରେ ଟଙ୍କା କାରବାର ହୋଇଛି ବୋଲି ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ କହିବା ପରେ ଜଗନ୍ନାଥ ପ୍ରେମୀ ଖୁବ୍ ବ୍ୟତୀଥ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚାର୍ଗେଟ କରିଛନ୍ତି ବିଜେପି-କଂଗ୍ରେସ।… Read More
ବିଜେଡିରେ ଘମାସନ: ମନ୍ତ୍ରୀ ବଦ୍ରିଙ୍କ କଟ୍ଟାକ୍ଷ ‘ସାଂସଦ ସୌମ୍ୟ ହେଉଛନ୍ତି ମହାପୁରୁଷ’
ଭୁବନେଶ୍ୱର:ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲିନାହିଁ।ବିଜେଡି ସାଂସଦଙ୍କ ବିରୋଧରେ ମିଡିଆକୁ ପ୍ରତିକ୍ରିୟା ଦେଉଛନ୍ତି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ବରିଷ୍ଠ ସଦସ୍ୟ। ମନ୍ତ୍ରୀ ବଦ୍ରି ପାତ୍ର,ନିଜ ନିର୍ବାଚନ କ୍ଷେତ୍ର ଘସିପୁରାରେ ଅସୁରିକ୍ଷତ ବୋଲି ନିଜେ କହୁଛନ୍ତି।‘ଘସିପୁରା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବଞ୍ଚିବା ଏବଂ ସ୍ୱାଧୀନ… Read More
କୁନ୍ଦୁଲି ପିଡୀତାଙ୍କୁ ନ୍ୟାୟ ନମିଳିବାରୁ ବିଧାୟକ ପଦରୁ ଶଗରିଆଙ୍କ ଇସ୍ତଫା, ମୁସ୍କୁଲିରେ ପଡ଼ିଗଲେ ନରସିଂହ
ଭୁବନେଶ୍ୱର: ବିଧାୟକ ପଦରୁ ଇସ୍ତଫା ଦେଲେ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଶଗରିଆ। ନିଜର ଇସ୍ତଫା ପତ୍ର ଆଜି(ମଙ୍ଗଳବାର) ବାଚସ୍ପତିଙ୍କ ସଚିବଙ୍କୁ ପ୍ରଦାନ କରିଛନ୍ତି, କୋରାପୁଟ ବିଧାୟକ କୃଷ୍ଣ ଶଗରିଆ। ବାଚସ୍ପତି ପ୍ରଦୀପ ଅମାତ ଭୁବନେଶ୍ୱର ବାହାରେ ଥିବାରୁ, ଶଗରିଆ ନିଜ ଇସ୍ତଫା ବାବଦରେ ବାଚସ୍ପତିଙ୍କ… Read More
ବିଜୁଙ୍କୁ ଗାଦିଚ୍ୟୁତ୍ କରିଥିବା ବାମଦଳ, ନିରଞ୍ଜନଙ୍କ ପାଇଁ ଆସେଟ୍ ହୋଇ ନପାରନ୍ତି
ଭୁବନେଶ୍ୱର: ନିର୍ବାଚନ ପାଇଁ ଓଡ଼ିଶାରେ ବିଜେପି ଓ କଂଗ୍ରେସ ଛୋଟ ଛୋଟ ଦଳକୁ ସାଙ୍ଗରେ ନେବାକୁ ଉଦ୍ୟମ କରୁଛନ୍ତି। ବିଭିନ୍ନ ଛୋଟ ଦଳ ଗୁଡିକ ସହ ବୁଝାମଣା ହେବ ବୋଲି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି। ସେପଟେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ… Read More
ହାତ ଚିହ୍ନରେ ଲଢ଼ିବାକୁ କଣ କଂଗ୍ରେସ ବିଧାୟକ ଅମଙ୍ଗ?
ଭୁବନେଶ୍ୱର: ନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି(ସୋମବାର) ୪୪ ବିଧାୟକ ପ୍ରାର୍ଥୀ ଖୋଜିଛି କଂଗ୍ରେସ । ୨୦୧୯ ନିର୍ବାଚନରେ କିଏ ହେବ କଂଗ୍ରେସର ପ୍ରାର୍ଥୀ, କେଉଁ ଆସନରୁ କାହାକୁ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ, ତାହାକୁ ନେଇ ପ୍ରାର୍ଥୀ ତାଲିକା ପ୍ରସ୍ତୁତ… Read More
କଂଗ୍ରେସ ସହ ବିଜେଡିର ଡିଲ୍ ! ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର ବିଦା ହେବେ କି?
ଭୁବନେଶ୍ୱର: ନିର୍ବାଚନ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ଲିନ୍ ଇମେଜ ଫର୍ମୁଲା ଆପଣାଇବା ଆରମ୍ଭ ହେଲାଣି । ସେଥିପାଇଁ ବଦ୍ରି ନାରୟଣ ପାତ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ଲାଗି ବାତାବରଣ ସୃଷ୍ଟି କରାଯାଉଛି । ଲୋକଙ୍କୁ ବାର୍ତ୍ତା ଦିଆଯିବ ଯେ ଗୁଣ୍ଡାମିକୁ ନବୀନ ପଟ୍ଟନାୟକ… Read More