ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲେ ବିଜୁ; ଜେଲ ଗଲେ ବିଜୟ
ନବୀନ ବନାମ ବିଜୟଚାଲିଛି ପାଟକୁରା ମହାସମର।ନବୀନ ପଟ୍ଟନାୟକ ବନାମ ବିଜୟ ମହାପାତ୍ରଙ୍କ ବ୍ୟକ୍ତିଗତ ଲଢ଼େଇ,ଉଗ୍ର ରୂପ ଧାରଣ କଲାଣି।ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାଲାଗି ମୁଖ୍ୟମନ୍ତ୍ରୀ ଖେଳୁଛନ୍ତି ସିମ୍ପାଥି କାର୍ଡ ।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ବୟସ ଅଧିକ କାରଣରୁ ସେ ପ୍ରଚାର କମ କରୁଛନ୍ତି।କିନ୍ତୁ ବିଜେଡି… Read More
ପାଟକୁରା ବିଧାୟକଙ୍କୁ ଉପବାଚସ୍ପତି କରାଇଥିଲେ ବିଜୁ
ପଲଟିକାଲ୍ ନ୍ୟୁଜରେ ଇଣ୍ଟ୍ରେଷ୍ଟ ଥିବା ଓଡ଼ିଆଙ୍କ ପାଇଁ,ଏବେ ହଟ୍ ଖବର ପାଟକୁରା ଇଲେକସନ୍। ଗରଦପୁର ଗାଁ ଗାଁରେ ମନ୍ତ୍ରୀ।ମାର୍ଶାଘାଇ-ଡେରାବିଶର ବିଭିନ୍ନ ଛକର ଟି-ଷ୍ଟଲରେ ବିଧାୟକ-ସାଂସଦ।ତେବେ ପାଟକୁରାର ହାଇଭୋଲଟେଜ୍ ରେସରେ କଂଗ୍ରେସ ଥିଲା ପରି ଲାଗୁନି।ଏଇଟା ସତ ଯେ ବିଜୟ ମହାପାତ୍ରଙ୍କୁ ହରାଇବାକୁ ମୁଖ୍ୟମନ୍ତ୍ରୀ,ନିଜ ମନ୍ତ୍ରିମଣ୍ଡଳର… Read More
ବିଜୟଙ୍କୁ’ସାନ ବିଜୁ’କହି ବିଧାୟକ କରାଇଥିଲେ ବିଜୁ ପଟ୍ଟନାୟକ
ଫୋକସରେ ଏବେ ପାଟକୁରା ନିର୍ବାଚନ।ଯଦିଓ ଏହି ନିର୍ବାଚନର ହାର-ଜିତ ବିଜେଡି ସରକାରର ସ୍ଥାୟିତ୍ୱକୁ ପ୍ରଭାବିତ କରିବ ନାହିଁ।କିନ୍ତୁ ପାଟକୁରା ଫଳାଫଳରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସ୍ୱାର୍ଥ।କାରଣ ନବୀନଙ୍କ ଘୋର ବିରୋଧି ବିଜୟ ମହାପାତ୍ର ପାଟକୁରାରୁ ବିଜେପି ଟିକେଟରୁ ଲଢୁଛନ୍ତି।ସେଥିପାଇଁ ଜୁଲାଇ ୨୦ରେ… Read More
ସୂର୍ଯ୍ୟଙ୍କୁ ମନ୍ତ୍ରୀ କରିଥିଲେ ବିଜୁ:ବାଚସ୍ପତି ଆସନରେ ବସାଇଲେ ନବୀନ
ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର।ଲଗାତର ୭ଥର ଜିତୁଥିବା ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟ ପାତ୍ର ସର୍ବସମ୍ମତରେ ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେଡି ଆଗରେ ଥିବାରୁ ବିରୋଧି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନଥିଲା।ଫଳରେ… Read More
ଧର୍ମେନ୍ଦ୍ରଙ୍କ ବଢ଼ିଲା ଗୁରୁତ୍ୱ:ବିଜୁ-ନବୀନଙ୍କ ପରେ ଇସ୍ପାତ ବିଭାଗର ହେଲେ କ୍ୟାବିନେଟ୍ ମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରିମଣ୍ଡଳର ସଭ୍ୟଙ୍କୁ ବିଭାଗ ଆବଣ୍ଟିତ କରିଛନ୍ତି।ଅମିତ ଶାହଙ୍କୁ ଗୃହ ବିଭାଗର ଦାୟିତ୍ୱ ଦେଇ କ୍ୟାବିନେଟରେ ନମ୍ବର-2ର ମର୍ଯାଦା ଦେଇଛନ୍ତି ମୋଦି।ପୂର୍ବତନ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦ ମିଳିଛି।ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କୁ ଅର୍ଥ… Read More
ହୁଡହୁଡ ବେଳେ କନ୍ଧମାଳ ଉପନିର୍ବାଚନ ହେଲା:ଫନି ବେଳକୁ ଭୟ କାହିଁକି?
ପାଟକୁରା ନିର୍ବାଚନ ଓଡ଼ିଶା ରାଜନୀତିକୁ ହଇଚଇ କଲାଣି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଯେଣତେଣ ପ୍ରକାରେଣ ବିଧାନସଭାକୁ ପୁରାଇ ନଦେବେ ସେହି ଚିନ୍ତାରେ ନବୀନ।ବିଜୟଙ୍କୁ ହରାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛି ବିଜେଡି।ପାଟକୁରା ଭୋଟକୁ ଘଞ୍ଚାଇବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ… Read More
ବିଜୁଙ୍କ ପ୍ରୟୋଗଶାଳା କେନ୍ଦ୍ରାପଡ଼ାରେ ପାର୍ଟ ଟାଇମ୍ ପଲଟିସିଆନ୍
ସାରା ଦେଶର ନଜର ଏବେ କେନ୍ଦ୍ରାପଡ଼ା ଉପରେ। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ପାଇଁ ଘମାସାନ ଲଢେଇ। ପ୍ରଧାନମନ୍ତ୍ରୀ ଜନସଭା କରିଛନ୍ତି।ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ଦିନ ରହି କେନ୍ଦ୍ରାପଡ଼ାର ଗାଁ ଗାଁରେ ବୁଲି ପ୍ରଚାର କରିଛନ୍ତି।ଅବଶ୍ୟ ରେସରେ ନଥିବା କଂଗ୍ରେସ ମଧ୍ୟ ପାରମ୍ପରିକ ଭୋଟକୁ ଧରି… Read More