Browsing Tag:

WORLD CUP CRICKET

ସ୍ପୋର୍ଟସ୍

କିପରି କ୍ରିକେଟ୍ ଜଗତର ଗଡ୍ ହେଲେ ସଚିନ ତେନ୍ଦୁଲକର?

କ୍ରିକେଟ୍ ଜଗତର କିମ୍ବଦନ୍ତୀ ପୁରୁଷ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଗଡ୍ ଭାବେ ବର୍ଣ୍ଣନା କରାଯାଏ। କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ସ୍ୱତନ୍ତ୍ର। ୧୧ ବର୍ଷ ବୟସରୁ କ୍ରିକେଟ୍ ଜଗତରେ ପାଦ ଥାପି ସଚିନ ତାଙ୍କ ସଂଘର୍ଷର ଯାତ୍ରା ଆରମ୍ଭ  କରିଥିଲେ।…

Uncategorized/ ସ୍ପୋର୍ଟସ୍

ପ୍ଲାନ୍ ସକସେସ୍:୨୦୧୫ବିଶ୍ୱକପ ରେକର୍ଡ ଦୋହରାଇଲେ ରୋହିତ

ପରାଜୟ ପରେ ବିଶ୍ୱକପ୍ ବିଜୟ ରଥକୁ ପୁଣି ଥରେ ଆଗକୁ ବଢ଼ାଇଛି ଟିମ୍ ଇଣ୍ଡିଆ। ବାଂଲାଦେଶକୁ ୨୮ରନରେ ହରାଇ ସେମିଫାଇନାଲ୍ ଟିକେଟ ହାତେଇଛି।ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଶତକ,ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ବାଂଲାଦେଶକୁ ଦେଇଥିଲା ୩୧୫ରନ୍ ଟାର୍ଗେଟ।ବ୍ୟାଟ୍ସମ୍ୟାନଙ୍କ…

ସ୍ପୋର୍ଟସ୍

ହାରିଛି ପାକିସ୍ତାନ:ପୁଣି ଭାରତ ସହ ଖେଳିପାରେ ସେମିଫାଇନାଲ!

ରୋଚକ ମୋଡ଼ରେ ବିଶ୍ୱକପ ଲଢ଼େଇ।ଅଷ୍ଟ୍ରେଲିଆ ଠାରୁ ଆୟୋଜକ ଇଂଲଣ୍ଡ ହାରିବା ଓ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ମାତ ଦେବା ପରେ ସେମି ଫାଇନାଲ୍ ଗଣିତ ଏବେ ଗଡ଼ବଡ଼।ଅଷ୍ଟ୍ରେଲିଆ ସେମି ଫାଇନାଲରେ ପହଞ୍ଚି ସାରିଛି।ନ୍ୟୁଜିଲାଣ୍ଡ ଓ ଭାରତ ସେମିରେ ସ୍ଥାନ ପକ୍କା କରିବା…

ସ୍ପୋର୍ଟସ୍

ଇଅନ୍ ମୋର୍ଗାନ ଛକା ବର୍ଷା କଲେ, ଶାନ୍ତିରେ ଶୋଇ ପାରିଲେନି ରସିଦ ଖାନ୍

ଚଳିତ ବିଶ୍ୱକପରେ ପୈସା ଓ୍ୱସୁଲ୍‌ ଇନିଂସ ଖେଳିଛି ଆୟୋଜକ ଇଂଲଣ୍ଡ। ଦୁର୍ବଳ ଆଫଗାନିସ୍ତାନକୁ ୧୫୦ ରନରେ ହରାଇ ବୃହତ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ରନ୍ ପାହାଡ଼ ଠିଆ କରିଥିଲା ଇଂଲଣ୍ଡ। ଆଫଗାନିସ୍ତାନ ଆଗରେ ୩୯୮ ରନ୍…

ସ୍ପୋର୍ଟସ୍

ପାକିସ୍ତାନ ବିପକ୍ଷରେ ହିଟ୍ ମ୍ୟାନ୍ ସୋ, ଶତକ ମାରିଲେ ରୋହିତ ଶର୍ମା

ବିଶ୍ୱକପରେ ପୁଣି ଦର୍ଶକ ଦେଖିଲେ ହିଟ୍ ମ୍ୟାନ୍ ସୋ। ପାକିସ୍ତାନ ବିପକ୍ଷରେ ଗର୍ଜିଛି ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କ ବ୍ୟାଟ୍। ଶତକୀୟ ଇନିଂସ ଖେଳିଛନ୍ତି। ଚଳିତ ଓ୍ୱାର୍ଲଡ କପରେ ତିନିଟି ଇନିଂସ ବ୍ୟାଟିଂ କରି ଦ୍ୱିତୀୟ ସେଞ୍ଚୁରୀ ମାରିଛନ୍ତି ଟିମ୍…

India-Pakistan
ସ୍ପୋର୍ଟସ୍

ବିଶ୍ୱକପରେ ଶ୍ରୀଲଙ୍କାକୁ ଓ୍ୱେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ବୟକଟ୍ କରିଥିଲେ:ପାକିସ୍ତାନକୁ ଭାରତ…?

ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶରେ ଆକ୍ରୋଶ ବଢ଼ିବାରେ ଲାଗିଛି। ପାକିସ୍ତାନକୁ ସବୁ ସ୍ତରରେ ବୟକଟ୍ ପାଇଁ ଦାବି ହେଲାଣି। ଆଗାମୀ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ସହ ମ୍ୟାଚ୍ ବୟକଟ ପାଇଁ ଦାବି ଉଠାଲାଣି। କ୍ରିକେଟର ବହୁ ଦିଗଜ ବି…

World-Cup-Trophy
ସ୍ପୋର୍ଟସ୍

ବିଶ୍ୱକପ୍ ପରେ ଅଲବିଦା: ଧୋନି, ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍

ଆଗକୁ ୨୦୧୯ ବିଶ୍ୱକପ୍। ସମୟ ଯେତିକି ନିକଟତର ହେଉଛି, ବିଶ୍ୱକପ୍ କ୍ରିକେଟ ସମ୍ପର୍କିତ ଖବର ସୋସିଆଲ୍ ମିଡିଆରେ ସେତିକି ଚର୍ଚ୍ଚିତ ହେଉଛି। ବେଶୀ ଚର୍ଚ୍ଚା ହେଉଛି କିଛି ସିନିୟର ଖେଳାଳିଙ୍କ ଅବସରକୁ ନେଇ । ବିଶ୍ୱକପ୍ ପରେ କ୍ରିକେଟକୁ ଅଲବିଦା…