ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍
କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ରେ ଭାରତ ଏବଂ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଡେ-ନାଇଟ୍ ଓ୍ୱାନଡେ ।ଚେନ୍ନାଇରେ ଖେଳା ଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ୍ବି ବିଜୟୀ ହୋଇଛି।ଦ୍ୱିତୀୟ ମ୍ୟାଚ ଭିସାଖାପାଟଣାରେ ଖେଳାଯିବ।ତେବେ ବାରବାଟୀ ଏପର୍ଯ୍ୟନ୍ତ ୨୦ଟି ଓ୍ୱାନଡେ ମ୍ୟାଚ ଆୟୋଜନର ସୁଯୋଗ ପାଇଛି।… Read More
କପିଲ-ସଚିନ,ମିଆଁଦାଦ-ମ୍ୟାକଗ୍ରାଥଙ୍କ ବିଶ୍ୱକପ ରେକର୍ଡ କଣ ଭାଙ୍ଗିବ ନାହିଁ ?
ଇଂଲଣ୍ଡ କ୍ରିକେଟ ବିଶ୍ୱକପରେ କେତେ ରେକର୍ଡ ହେଲାଣି।ରୋହିତ ଶର୍ମା ଓ ଜୋରୁଟଙ୍କ ଭଳି ତାରକା ମୈଦାନରେ ଦମ୍ ଦେଖାଉଛନ୍ତି।ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦଳ ଭାବରେ ବିଶ୍ୱକପରେ ୩୫୦ରୁ ଅଧିକ ରନ୍ କରିଛି ଭାରତ।ତେବେ ପ୍ରତି ବିଶ୍ୱକପରେ ଏମିତି ଅନେକ ରେକର୍ଡ ହୁଏ, ଅନେକ ରେକର୍ଡ… Read More
ସଚିନ ନା କୋହଲି କିଏ ବେଷ୍ଟ? ଓ୍ୱାର୍ଣ୍ଣ କହିଲେ ପରେ କହିବି
କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ମଡର୍ଣ୍ଣ କ୍ରିକେଟର ବାଦଶାହ ବିରାଟ କୋହଲି। ରନ୍ ଭୋକିଲା ବିରାଟ ଏହା ଭିତରେ ସଚିନଙ୍କୁ ପଛରେ ଅନେକ ରେକର୍ଡ ନିଜ ନାଁରେ ଯୋଡ଼ି ସାରିଲେଣି। ବିଶ୍ୱ କ୍ରିକେଟର ଯଦି କେହି ସଚିନଙ୍କ ରେକର୍ଡ ବରାବର ହେବାରେ ସକ୍ଷମ, ଆଗରେ ଆସୁଛି… Read More
ବାପୁଙ୍କ ପରି କଞ୍ଜୁସି ବୋଲିଂ ଓ ସର୍ବାଧିକ ବଲ୍ ଖେଳିବାର ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବ କିଏ?
ବିଶ୍ୱ କ୍ରିକେଟର ପାଓ୍ୱାର ହାଉସ୍ ଟିମ୍ ଇଣ୍ଡିଆ। ଟେଷ୍ଟର ଏକ ନମ୍ବର ଟିମ୍। ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଦ୍ୱିତୀୟ ସ୍ଥାନରେ ରହିଛି। ଆଗକୁ ବିଶ୍ୱକପ୍ ଅଭିଯାନ ପାଇଁ ନିଜକୁ ପ୍ରସ୍ତୁତ କରୁଛି ଟିମ୍ ଇଣ୍ଡିଆ। କ୍ରିକେଟର ସବୁ ଫର୍ମାଟରେ ଦବଦବା ରଖିଥିବା ଟିମ୍ ଇଣ୍ଡିଆ… Read More
୨୦୧୧ ବିଶ୍ୱକପ ଫାଇନାଲରେ ଯୁବରାଜଙ୍କ ପୂର୍ବରୁ ବ୍ୟାଟିଂ ପାଇଁ ଆସିଥିଲେ ଧୋନି! ୭ବର୍ଷ ପରେ ରାଜ୍ ଖୋଲିଲେ
୧୯୮୩ ପରେ ୨୦୧୧ରେ କ୍ରିକେଟ ବିଶ୍ୱକପ୍ ଜିତିଥିଲା ଭାରତ। କପିଲ ଦେବଙ୍କ ପରେ ମହେନ୍ଦ୍ର ସିଂ ଧୋନି ଭାରତକୁ ୨୮ବର୍ଷ ପରେ ବିଶ୍ୱବିଜୟୀ କରାଇ ପାରିଥିଲେ। ତେନ୍ଦୁଲକରଙ୍କ ଏହା ଥିଲା ଶେଷ ବିଶ୍ୱକପ୍।୨୦୧୧ବିଶ୍ୱକପରେ ଯୁବରାଜ ଜବରଦସ୍ତ ଫର୍ମରେ ଥିଲେ,ଟିମ୍ ଇଣ୍ଡିଆକୁ ନକ୍ ଆଉଟ୍ ପର୍ଯ୍ୟାୟରେ… Read More
କୋହଲିଙ୍କ ଫାଷ୍ଟେଷ୍ଟ୍ ୧୦ହଜାର ରନ୍ : ୧୦ହଜାର ରନ୍ କ୍ଲବରେ ସାମିଲ ହେବାକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହେବା ଜରୁରୀ!
୧୮ଅଗଷ୍ଟ ୨୦୦୮ରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିବା୧୯ବର୍ଷର ଯୁବକ, ୨୦୧୮ ବେଳକୁ ଓ୍ୱାନଡେ୍ କ୍ରିକେଟରେ ବିଶ୍ୱର ଦ୍ରୁତତମ ୧୦ହଜାର ରନ୍ କରିଛନ୍ତି। ଏହାସହ ଟେଷ୍ଟ, ଓ୍ୱାନଡେ୍ ଏବଂ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ସେହି ୨୯ବର୍ଷୀୟ ଖେଳାଳି ବିରାଟ କୋହଲି। ଯେବେ… Read More
କ୍ରିକେଟ ମୈଦାନରେ ଗୁପଚୁପ୍ ବିକାଳି : ୧୯ ବର୍ଷରୁ କମ୍ କ୍ରିକେଟର ଯଶସ୍ୱୀଙ୍କ ସଂଘର୍ଷ କାହାଣୀ
ଭୁବନେଶ୍ୱର : ଯଶସ୍ୱୀ ଜୟସ୍ୱାଲ, ନାଁ ଯେମିତି କାମ ବି ସେମିତି। ୧୯ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଚାମ୍ପିଅନ୍ ଟିମର ସଦସ୍ୟ। ଫାଇନାଲରେ ଶ୍ରୀଲଙ୍କାକୁ ୧୧୪ରନରେ ହରାଇ ବୃହତ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ। ଚାମ୍ପିଅନ ଟିମ୍ ହିରୋ ଥିଲେ ଯଶସ୍ୱୀ।… Read More