ନ୍ୟୁଜ୍ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ ! ଭିତର ବେଢ଼ାର ଭିଡିଓ ଭାଇରାଲ December 4, 2022 ଓଡ଼ିଆ ଜାତିର ପରିଚୟ ଶ୍ରୀଜଗନ୍ନାଥ। ମହାବାହୁଙ୍କର ଶ୍ରୀମନ୍ଦିର ଅନେକ ସମୟରେ ବିପଦକୁ ସାମ୍ନା କରୁଛି। କେବେ କଳାପାହାଡ ଶ୍ରୀମନ୍ଦିରକୁ ମାଟିରେ ମିଶାଇବାକୁ ଚେଷ୍ଟା କରିଛି। ଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ତାଙ୍କୁ ପାତାଳୀ କରାଯିବାର ଇତିହାସ ଏ ଜାତି ପାଇଁ ନୂଆ ନୁହେଁ। ସେଇଥିପାଇଁ ତ ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ଏକ…
ନ୍ୟୁଜ୍ ଲିଙ୍ଗରାଜ ମନ୍ଦିରରେ ଫାଟ: ଅବହେଳା କରୁଛି ASI November 14, 2022 ବିପଦରେ ଓଡ଼ିଶାର ଐତିହ୍ୟ। କଳା ଓ ସ୍ଥାପତ୍ୟ ଓଡ଼ିଶାର ଏକ ପ୍ରମୁଖ ପରିଚୟ ହୋଇଥିଲା ବେଳେ ଧିରେଧିରେ ଏସବୁ ଉଜୁଡ଼ିବାରେ ଲାଗିଛି। ମନ୍ଦିର ମାଳୀନି ସହରରେ ମନ୍ଦିର ଅସୁରକ୍ଷିତ। ସ୍ଥାପତ୍ୟର ସୁରକ୍ଷା ପାଇଁ ରାଜକୋଷରୁ ପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ସୁରକ୍ଷିତ ନାହିଁ ମନ୍ଦିର। ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାକୁ ନେଇ…
ନ୍ୟୁଜ୍, ପଲିଟିକ୍ସ ମାଟିକୁ ଫେରିବେ ମହାମହିମ November 9, 2022 ମୟୁରଭଞ୍ଜ ମାଟିରୁ ନୂଆଦୀଲ୍ଲି,ରାଇରଙ୍ଗପୁରରୁ ରାଇସିନା ହିଲ୍,ସ୍କୁଲ୍ ଟିଚରରୁ କଣ୍ଟ୍ରି କଣ୍ଟ୍ରୋଲରର ଯାତ୍ରାରେ ସଫଳ ହୋଇଥିବା ଓଡ଼ିଆ ମାଟିର ଗର୍ବ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଓ ବିଶ୍ୱର ପ୍ରଥମ ମହିଲା ଆଦିବାସୀ ନେତା ହିସାବରେ ସର୍ବୋଚ୍ଚ ଆସନରେ ବସିବାର ସୌଭାଗ୍ୟ ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା।…
ନ୍ୟୁଜ୍ ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:ବାଦ୍ ପଡ଼ିଲା ରତ୍ନଭଣ୍ଡାର ପ୍ରସଙ୍ଗ September 27, 2022 ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗକୁ ନେଇ ପରିଚାଳନା ବୈଠକ ବସିଛି ।ଗଜପତି ମହାରାଜା ଦିବ୍ୟସିଂହ ଦେବ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ପ୍ରାୟତଃ ଅନେକ ପ୍ରସଙ୍ଗ ସମ୍ବନ୍ଧରେ ଆଲୋଚନା ହୋଇଛି। ମାତ୍ର ଶ୍ରୀମନ୍ଦିର ପରିଚ।ଳନା କମିଟି ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହୋଇପାରିନାହିଁ। ରତ୍ନଭଣ୍ଡ।ରକୁ ନେଇ ପରିସ୍ଥିତି ସରଗରମ ଥିବାରୁ ବୈଠକରେ ଏହି…
ନ୍ୟୁଜ୍ ସୌନ୍ଦର୍ଯ୍ୟକରଣ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ:ସଙ୍କଟରେ ଶ୍ରୀମନ୍ଦିର ଗର୍ଭଗୃହ କାନ୍ଥ August 3, 2022 ସଙ୍କଟରେ ଶ୍ରୀମନ୍ଦିର ସୁରକ୍ଷା। ପରିକ୍ରମା ପ୍ରକଳ୍ପ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କଲା ବେଳେ ମନ୍ଦିର ଭିତରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମନ୍ଦିର ଭିତର ଅସୁରକ୍ଷିତ ଥିବା ଅନୁମାନ କରାଯାଉଛି। ଗର୍ଭଗୃହ କାନ୍ଥରୁ ପଲସ୍ତରା ଛାଡିଯାଇଥିବା ଦେଖିବାକୁ ମିଳିଛି। ପାଖାପାଖି ଦେଢ଼ କିଲୋ ଓଜନର ପ୍ଲାଷ୍ଟର ଖସିଛି। ବଳଭଦ୍ରଙ୍କ…
ନ୍ୟୁଜ୍, ପଲିଟିକ୍ସ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗଜପତିଙ୍କ ସମର୍ଥନ, ASIର ବିରୋଧ April 25, 2022 ଶ୍ରୀମନ୍ଦିର ଚାରି ପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟ ଠିକ୍ ବା ଭୁଲ ତାର ବିଚାର କରୁଛନ୍ତି ହାଇକୋର୍ଟ। ଏଭଳି ସ୍ଥିତିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଐତିହ୍ୟ କରିଡର ନିର୍ମାଣକୁ ଠିକ୍ ବୋଲି କହିଲେଣି। ଭାରତ ସରକାରଙ୍କ ବିଶେଷଜ୍ଞ ଅନୁଷ୍ଠାନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସଆଇ) ଐତିହ୍ୟ କରିଡର ନିର୍ମାଣକୁ ବିରୋଧ କରୁଛନ୍ତି।…
ନ୍ୟୁଜ୍, ପଲିଟିକ୍ସ ରିପୋର୍ଟ ଦେଲାନି ASI,ମିଳିଲାନି ରହିତାଦେଶ: ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିବ ନିର୍ମାଣ April 21, 2022 ଶ୍ରୀମନ୍ଦିର ଚାରି ପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟର ବୈଧତା ସଂପର୍କରେ କୌଣସି ରାୟ ଦେବାକୁ ହାଇକୋର୍ଟ ଅସମର୍ଥ ହୋଇଛନ୍ତି।କୋର୍ଟଙ୍କ ନିକଟରେ ଜବାବ ଦାଖଲ କରିବାରେ ଓଡ଼ିଶା ସରକାର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସଆଇ) ବିଫଳ ହୋଇଛନ୍ତି। ଫଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ମେ’ ୧୬ରେ ହେବ।…
Connect With Us