ନ୍ୟୁଜ୍, ପଲିଟିକ୍ସ ଇଣ୍ଡିଆ ଟୁଡ଼େର ସର୍ଭେ ସତ ହେଲେ ପୁଣି ସରକାର ଗଢ଼ିବ NDA January 27, 2023 ୨୦୨୪ ନିର୍ବାଚନ ପାଇଁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ବିଭିନ୍ନ ଦଳ। ଜାତୀୟ ଓ ଆଞ୍ଚଳିକ ଦଳ ବି ଏବେ ମିଶନ ମୋଡରେ। ଯଦି ନିର୍ବାଚନ ହୁଏ କେଉଁ ଦଳର ପଲ୍ଲା ଭାରି ରହିବ? ସରକାର କିଏ ଗଢିବ ଏନେଇ ଅଙ୍କକଶା ଆରମ୍ଭ ହୋଇ ଯାଇଛି। ଏ ସବୁକୁ ନେଇ…
ନ୍ୟୁଜ୍, ପଲିଟିକ୍ସ ରେସରୁ ହଟୁଛି କଂଗ୍ରେସ December 8, 2022 କଂଗ୍ରେସର ସ୍ଥିତି ମଜବୁତ୍ ପାଇଁ ଚାଲିଛି ଭାରତ ଯୋଡୋ କାର୍ଯ୍ୟକ୍ରମ। ଯୋଡି ହେଉଛନ୍ତି କଂଗ୍ରେସର ନେତା ସମର୍ଥକ ଓ ଦଳୀୟକର୍ମୀ। ସଂଗଠନ ସଜାଡିବାକୁ ଅଣ୍ଟା ଭିଡୁଛି କଂଗ୍ରେସ। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ମଙ୍ଗ ଧରିଛନ୍ତି। ଓଡ଼ିଶାରେ କିନ୍ତୁ ଏସବୁ ପ୍ରହସନ ପାଲଟିଛି। ରାଜ୍ୟ ନେତୃତ୍ୱର ଅଭାବ ଓ ଦଳୀୟ କନ୍ଦଳ ଓଡ଼ିଶାରେ…
ନ୍ୟୁଜ୍, ପଲିଟିକ୍ସ ରାଜୀବଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଛନ୍ତି ସୋନିଆ: ମାତ୍ର,ସୁପ୍ରିମକୋର୍ଟର ନିଷ୍ପତ୍ତିକୁ କଂଗ୍ରେସର ବିରୋଧ November 12, 2022 ୧୯୯୦ ଦଶକରେ ରାଷ୍ଟ୍ର ରାଜନୀତିରେ ଏକ ଘଟଣା ଚହଳ ପକାଇଥିଲା। ନିର୍ବାଚନ ରାଲିରେ ଆଖି ବୁଜିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ। ୧୯୯୧ ମେ’୨୧ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡ଼ୁର ଶ୍ରୀପେରୁମବୁଦୁରରେ ହତ୍ୟା କରାଯାଇଥିଲା। ଧନୁ ରାଜୀବ ଗାନ୍ଧିଙ୍କୁ ଏକ ଫୁଲହାର ପିନ୍ଧାଇବା ସମୟରେ ବଡ଼ ଧରଣର ବିଷ୍ଫୋରଣ ହୋଇଥିଲା। ଧନୁ…
Uncategorized ଅଣଗାନ୍ଧୀ ସଭାପତି:କିଏ ନେବେ କଂଗ୍ରେସର ନିଷ୍ପତ୍ତି ! October 20, 2022 କଂଗ୍ରେସର ସଭାପତି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ହୋଇଛନ୍ତି। କଂଗ୍ରେସର ପରିଚାଳନା ଭାର ସବୁବେଳେ ଗାନ୍ଧୀ ପରିବାର ହାତରେ ରହିଆସିଛି। ମାତ୍ର ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱ ଅଣଗାନ୍ଧୀ ପରିବାର ହାତକୁ ଯାଇଛି। କଂଗ୍ରେସର ନୂଆ ସଭାପତି ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ…
ନ୍ୟୁଜ୍ କଂଗ୍ରେସର ପ୍ରତିଷ୍ଠା ପଛରେ ସିପାହୀ ବିଦ୍ରୋହ ! October 14, 2022 ଦେଶରେ ଯେତେବେଳେ ଇଂରେଜ ସରକାରର ପାଦୁର୍ଭାବ ବୃଦ୍ଧି ପାଇଥିଲା ସେ ସମୟରେ ଜନଜୀବନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥିଲା। ଦେଶରେ ଅରାଜକତା ବ୍ୟାପି ଚାଲିଥିଲା। ବିଦେଶୀଙ୍କ ଅତ୍ୟାଚାରରେ ଭାରତ ତ୍ରାହିତ୍ରାହି ଡ଼ାକିଥିଲା। ଭାରତର ଅର୍ଥନୀତି,ରାଜନୀତି ସବୁ କ୍ଷେତ୍ରରେ ଇଂରେଜ ଦଖଲ କରିବା ଆରମ୍ଭ କରିଦେଇଥିଲେ। ଦେଶର ଶାସନଭାର ହାତକୁ ନେଇ…
ନ୍ୟୁଜ୍, ପଲିଟିକ୍ସ, ଫିଲ୍ମ କିଶୋରଙ୍କ ଗୀତକୁ କାହିଁକି ବ୍ୟାନ୍ କରିଥିଲେ ଇନ୍ଦିରା October 7, 2022 ନ୍ୟାସନାଲ୍ ଏମରଜେନ୍ସି ବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ଭାରତରେ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲା ଯେ ଯାହାଫଳରେ ଅନେକ ଅଭାବନୀୟ ଘଟଣା ଘଟିଥିଲା। ରାଜନୈତୀକ ସ୍ୱାର୍ଥ ହାସଲର ଉଦ୍ଧେଶ୍ୟ ରଖି ଘୋଷଣା ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଅନେକଙ୍କ ପାଇଁ ଭାରୀ ସାବ୍ୟସ୍ତ ହୋଇଥିଲା। ଇନ୍ଦିରାଙ୍କ ସେହି ପଦକ୍ଷେପ ଭାରତରେ ଏକ କଳା…
Uncategorized କାହିଁକି ଆଜିର ଦିନରେ ହାତକଡ଼ି ଖୋଜିଥିଲେ ଇନ୍ଦିରା October 3, 2022 ଇନ୍ଦିରା ଗାନ୍ଧୀ, ଭାରତୀୟ ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା। ଆଇରନ୍ ଲେଡ଼ି ଭାବେ ପରିଚିତ ଏହି ମହିଳା ରାଜନୀତିରେ ବେଶ୍ ଧୁରନ୍ଧର ଥିଲେ। ଗାନ୍ଧୀ ପରିବାରକୁ ରାଜନୀତିରେ ତିଷ୍ଠି ରଖିବାରେ ସେ ଥିଲେ ପ୍ରମୁଖ ସହାୟିକା। ତାଙ୍କର ରଣନୀତି ଆଗରେ ଅନେକ ହାର ମାନୁଥିଲେ। ଭାରତର ପ୍ରଥମ ମହିଳା ପ୍ରଧାମନ୍ତ୍ରୀର ଦାୟିତ୍ୱ…
Connect With Us