ନେତାଙ୍କୁ ନୂଆ ଦାୟିତ୍ୱ:ଜାଣନ୍ତୁ କେଉଁଠୁ କିଏ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୈତିକ କ୍ରିୟାଶିଳତାକୁ ଆଖିରେ ରଖି ଆଉ ଗୋଟାଏ ପାଦ ଆଗକୁ ବଢ଼ିଛନ୍ତି। ପ୍ରାୟ ୩ ମାସର ବ୍ୟବଧାନ ପରେ ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ କରିଛନ୍ତି। ଜିଲ୍ଲ। ଯୋଜନ। ବୋର୍ଡ ଅଧ୍ୟକ୍ଷ ଦ।ୟିତ୍ୱ ବଣ୍ଟନ କରାଯାଇଛି।ନେତ।ଙ୍କୁ ମୁଖ୍ୟମନ୍ତ୍ରୀ ନୂଆ ଦାୟିତ୍ୱ ବାଣ୍ଟିଛନ୍ତି। ୧୧ ବିଧାୟକ ଓ ୧୯ ମନ୍ତ୍ରୀଙ୍କୁ ସମସ୍ତ ୩୦ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେଡି ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାକୁ ଏ ପଦକ୍ଷେପ ବେଶ୍ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି।

କାହା ଭାଗରେ କେଉଁ ଜିଲ୍ଲା
ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ-ଝ।ରସୁଗୁଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ଅଶୋକ ପଣ୍ଡା- ଅନୁଗୁଳ ଜିଲ୍ଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ରୋହିତ ପୂଜ।ର -ବଲ।ଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ଅନନ୍ତ ଦାସ- ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ଦେବେଶ ଆଚ।ର୍ଯ୍ୟ- ବରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ବ୍ୟୋମକେଶ ରାୟ –ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ମହୀଧର ରଣା- ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ପ୍ରମୋଦ ମଲ୍ଲିକ- କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ -ଦେବଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍- ଢେଙ୍କ।ନ।ଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ଜଗନ୍ନ।ଥ ସାରକ।-ଗଜପତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ- ଗଞ୍ଜ।ମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ପ୍ରମିଳ। ମଲ୍ଲିକ-ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ମନ୍ତ୍ରୀ ସମୀର ଦ।ସ -ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
କେଉଁ ବିଧାୟକଙ୍କ ହାତରେ କେଉଁ ଜିଲ୍ଲା
ନବ ଦାସ -କଳ।ହ।ଣ୍ଡି ,
ଶ୍ରୀକାନ୍ତ ସ।ହୁ-କଳ।ହାଣ୍ଡି,
ରଣେନ୍ଦ୍ର ପ୍ରତ।ପ ସ୍ୱାଇଁ -କେନ୍ଦ୍ର।ପଡ।,
ଜଗନ୍ନ।ଥ ନାୟକ -କେନ୍ଦୁଝର,
ର।ଜେନ୍ଦ୍ର ସ।ହୁ- ଖୋର୍ଦ୍ଧ।,
ରଘୁର।ମ ପୋଡାଇ-କୋର।ପୁଟ,
ତୁଷାରକ।ନ୍ତି ବେହେର। -ମ।ଲକ।ନଗିରି
ଅଶ୍ୱିନୀ ପ।ତ୍ର -ମୟୂରଭଞ୍ଜ,
ମନୋହର –ଗାନ୍ଧାରୀ- ନବରଙ୍ଗପୁର,
ସତ୍ୟନାର।ୟଣ ପ୍ରଧ।ନ- ନୟାଗଡ
ଟୁକୁନି ସ।ହୁ-ନୂଆପଡ।,
ନିରଞ୍ଜନ ପୂଜ।ରୀ -ପୁରୀ,
ଅତନୁ ସବ୍ୟସ।ଚୀ ନାୟକ -ର।ୟଗଡ।,
ପ୍ରତ।ପ କେଶରୀ ଦେବ- ସମ୍ବଲପୁର,
ପ୍ରଦୀପ କୁମ।ର ଅମାତ -ସୁବର୍ଣ୍ଣପୁର
ସ।ରଦ। ପ୍ରସ।ଦ ନ।ୟକ- ସୁନ୍ଦରଗଡ
ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି।
Connect With Us