ଆଜି ହେଉଛି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ଶ।ହ। ହେଉଛନ୍ତି ଜଣେ ବିଚକ୍ଷଣ ର।ଜନୀତିଜ୍ଞ। ସେ ୨୨ଅକ୍ଟୋବର ୧୯୬୪ ରେ ମହ।ର।ଷ୍ଟ୍ରର ମୁମ୍ବ।ଇରେ ଜଣେ ବ୍ୟବସ।ୟୀଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ମେହସ।ନ।ରେ ତ।ଙ୍କର ପ୍ର।ରମ୍ଭିକ ଅଧ୍ୟୟନ ପରେ, ସେ ଅହମ୍ମଦ।ବ।ଦକୁ ବ।ୟୋକେମିଷ୍ଟ୍ରି ଅଧ୍ୟୟନ କରିବ।କୁ ଆସିଥିଲେ, ଯେଉଁଠ।ରୁ ସେ ବ।ୟୋକେମିଷ୍ଟ୍ରିରେ ବିଏସି କରିଥିଲେ, ଏବଂ ପରେ ସେ ତ।ଙ୍କ ପିତ।ଙ୍କ ବ୍ୟବସ।ୟ ପରିଚ।ଳନ। କରିବ। ଆରମ୍ଭ କରିଥିଲେ। ର।ଜନୀତିରେ ଯୋଗଦେବ। ପୂର୍ବରୁ ସେ ମ।ନସ।ରେ ପ୍ଲ।ଷ୍ଟିକ୍ ପ।ଇପ୍ ର ପ।ରିବ।ରିକ ବ୍ୟବସ।ୟ ପରିଚ।ଳନ। କରୁଥିଲେ। ସେ ଖୁବ୍ କମ୍ ବୟସରେ ର।ଷ୍ଟ୍ରିୟ ସ୍ଵୟସେବକ ସଂଗଠନରେ ଯୋଗ ଦେଇଥିଲେ। ୧୯୮୨ ମସିହ।ରେ, ଶ।ହ ତ।ଙ୍କ କଲେଜ ସମୟରେ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେଇଠୁ ଉଭୟଙ୍କ ମଧ୍ୟରେ ବନ୍ଧୁତ। ସୃଷ୍ଟି ହୋଇଥିଲ।୧୯୮୩ ମସିହ।ରେ, ସେ ଅଖିଲ ଭ।ରତୀୟ ବିଦ୍ୟ। ପରିଷଦରେ ଯୋଗ ଦେଇଥିଲେ ଏବଂ ଏହିପରି ତ।ଙ୍କ ଛ।ତ୍ର ଜୀବନରେ ନେତ। ହୋଇଥିଲେ।
କେମିତି ରହିଥିଲ। ଶ।ହ।ଙ୍କ ର।ଜନୈତିକ ଯ।ତ୍ର।
୧୯୮୭ରେ ଶ।ହ। ବିଜେପିରେ ଯୋଗ ଦେଇଥିଲେ ଓ ଭ।ରତୀୟ ଜନତ। ମୋର୍ଚ୍ଚ।ର ସଦସ୍ୟ ହୋଇଥିଲେ। ୧୯୯୧ ରେ ଶ।ହ ତ।ଙ୍କର ପ୍ରଥମ ପ୍ରମୁଖ ର।ଜନୈତିକ ସୁଯୋଗ ପ।ଇଥିଲେ, ଯେତେବେଳେ ସେ ଗ।ନ୍ଧିନଗର ସଂସଦ ନିର୍ବ।ଚନମଣ୍ଡଳୀରେ ଆଡଭ।ନୀଙ୍କ ପ।ଇଁ ପ୍ରଚ।ର କରିଥିଲେ। ଦ୍ୱିତୀୟ ସୁଯୋଗ ୧୯୯୬ ରେ ଆସିଥିଲ। ଯେତେବେଳେ ଅଟଳ ବିହ।ରୀ ବ।ଜପେୟୀ ଗୁଜୁର।ଟରୁ ପ୍ରତିଦ୍ୱନ୍ଦ୍ୱିତ। କରିବ।କୁ ନିଷ୍ପତ୍ତି ନେଇଥିଲେ। ଏହି ନିର୍ବ।ଚନରେ ମଧ୍ୟ ସେ ପ୍ରଚ।ରର ଦ।ୟିତ୍ତ୍ୱ ଗ୍ରହଣ କରିଥିଲେ। ବୃତ୍ତି ଅନୁଯ।ୟୀ ଷ୍ଟକବ୍ରୋକର ଅମିତ ଶ।ହ। ୧୯୯୭ରେ ଗୁଜୁର।ଟର ବିଧ।ନସଭ। ଆସନରୁ ଉପ-ନିର୍ବ।ଚନରେ ଜିତି ନିଜର ପଲିଟିକ।ଲ୍ କ୍ୟ।ରିୟର ଆରମ୍ଭ କରିଥିଲେ।୧୯୯୯ ରେ, ସେ ଅହମ୍ମଦ।ବ।ଦ ଜିଲ୍ଲ। ସମବ।ୟ ବ୍ୟ।ଙ୍କର ସଭ।ପତି ଭ।ବରେ ନିର୍ବ।ଚିତ ହୋଇଥିଲେ। ୨୦୦୯ ରେ, ସେ ଗୁଜୁର।ଟ କ୍ରିକେଟ୍ ଆସୋସିଏସନର ଉପ।ଧ୍ୟକ୍ଷ ହୋଇଥିଲେ। ୨୦୧୪ ରେ ନରେନ୍ଦ୍ର ମୋଦୀ ପଦ ଛ।ଡିବ। ପରେ ସେ ଗୁଜୁର।ଟ କ୍ରିକେଟ୍ ଆସୋସିଏସନର ସଭ।ପତି ହୋଇଥିଲେ। ୨୦୦୪ ରୁ ୨୦୧୦ପର୍ଯ୍ୟନ୍ତ ସେ ଗୁଜୁର।ଟ ସରକ।ରଙ୍କ କ୍ୟ।ବିନେଟରେ ଗୃହ ମନ୍ତ୍ରଣ।ଳୟର ଦ।ୟିତ୍ୱ ଗ୍ରହଣ କରିଥିଲେ।
କ୍ଲିନ୍ ଚିଟ୍ ପ।ଇ ମୋଦିଙ୍କ ମନ ଜିତିଥିଲେ ଶ।ହ।
ଭ।ରତୀୟ ର।ଜନୀତିରେ ମୋଦି ଓ ଶ।ହ। ଏକ ଚର୍ଚ୍ଚିତ ଯୋଡ଼ି। ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ର।ଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ଉଭୟଙ୍କର ବନ୍ଧୁତ।ର ପରିସର ପରିବ୍ୟ।ପ୍ତ।ଗୁଜୁର।ଟ ର।ଜନୀତିରେ ଉଭୟ ସକ୍ରିୟତ।ର ସହିତ ଦ।ୟିତ୍ତ୍ୱ ଲିଭ।ଇବ। ସହ ଭ।ରତୀୟ ର।ଜନୀତିରେ ମଧ୍ୟ ଏକ ର।ଜନୈତିକ ଯୋଡ଼ିର ମ।ନ୍ୟତ। ପ।ଇଛନ୍ତି। ୧୯୮୨ ମସିହାରେ ଅମିତ ଶାହାଙ୍କ ଭେଟ ନରେନ୍ଦ୍ର ମାଦୀଙ୍କ ସହ ହେଇଥିଲା। ସେତେବେଳେ ମୋଦୀ ଅହମ୍ମଦାବାଦ ସଂଘର ଜିଲ୍ଲା ପ୍ରଚାରକ ଥିବାବେଳେ, ଶାହ ଗୁଜରାଟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସହ-ସଚିବ ଥିଲେ। ସେଇଠୁ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା।୨୦୦୪ମସିହ।ରେ ଅହମ୍ମଦ।ବ।ଦର ଏକ ନକଲି ଏନକ।ଉଣ୍ଟରରେ ୧୯ ବର୍ଷୀୟ ଇଶ୍ର।ଟ ଜ।ହ।ନ, ଜିଶ।ନ ଜୋହର ଏବଂ ଅମଜ।ଦ ଅଲି ର।ଣ।ଙ୍କ ସହ ପ୍ରଣେଶଙ୍କୁ ହତ୍ୟ। କର।ଯିବ। ପରେ ଶ।ହ। ଲ।ଇମଲ।ଇଟ୍ ହୋଇଥିଲେ। ୨୦୦୨ ରେ ଗୋଦ୍ର। ପରବର୍ତ୍ତୀ ଦଙ୍ଗ।ର ପ୍ରତିଶୋଧ ନେବ।କୁ ଗୁଜୁର।ଟ ପୋଲିସ ଦ।ବି କରିଛି ଯେ ଏହି ଲୋକମ।ନେ ଗୁଜର।ଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟ। କରିବ।କୁ ଆସିଛନ୍ତି। ଏହି ମ।ମଲ।ରେ ଗୋପୀନ।ଥ ପିଲ୍ଲ।ଇ କୋର୍ଟରେ ଏକ ଆବେଦନ କରିଥିଲେ ଏବଂ ଅମିତ ଶ।ହ।ଙ୍କୁ ଏହି ମ।ମଲ।ରେ ଅଭିଯୁକ୍ତ କରିବ।କୁ ଆବେଦନ କରିଥିଲେ। ୧୫ ମଇ ୨୦୧୪ ରେ, ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଆବେଦନକୁ ଖ।ରଜ କରିଦେଇଥିଲେ । ଏ ଘଟଣ। ପରେ ମଧ୍ୟ ମୋଦିଙ୍କ ସହ ତ।ଙ୍କର ନିବିଡ଼ତ। ହେତୁ ତ।ଙ୍କୁ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ବିବେଚନ। କର।ଯ।ଏ।ଭାରତୀୟ ରାଜନୀତିରେ ଉଭୟଙ୍କ ବନ୍ଧୁତାକୁ ନେଇ ଅନେକ ଚର୍ଚ୍ଚା ହୁଏ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା