ସରକାରୀ ଅଫିସର ବିରୋଧି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜଣାଶୁଣା।ଦୁର୍ନୀତିଗସ୍ତ ଅଫିସରଙ୍କୁ ବାଡେଇବା ପାଇଁ ଲୋକଙ୍କୁ ଆହ୍ୱାନ ଦେଉଥିଲେ ବିଜୁବାବୁ।ମାତ୍ର ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସରକାରରେ ଅଫିସରମାନେ ସର୍ବାଗେ। ଅଫିସରମାନେ ସରକାର ଚଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି…
ନରେନ୍ଦ୍ର ମୋଦିଙ୍କ ପରି ଅମିତ ଶାହ ମଧ୍ୟ ବିଜେଡିକୁ ଟାର୍ଗେଟ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଛତିଶଗଡ଼-ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ଆଗରୁ ଓଡ଼ିଶାକୁ ନେଇ ବିଜେପିର ଯେଭଳି ଆଭିମୁଖ୍ୟ ଥିଲା,ଏବେ ସେଥିରେ ପରିବର୍ତ୍ତନ ଆସିଛି। ଏକଦା ଓଡ଼ିଶା ସରକାରକୁ ପୋଡ଼ା…
ଭୁବନେଶ୍ୱର: ବିଶ୍ୱକପ ହକି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପପୁଲାରିଟି ଯଥେଷ୍ଟ ବଢ଼ିଛି। ହକିର ପ୍ରଚାର-ପ୍ରସାର କହୁଛି, ଏବେ ଓଡ଼ିଶାର ରାଜନୈତିକ ଟେମ୍ପରେଚର ଯାହା, ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନଙ୍କୁ କେହି ଅଟକାଇ ପାରିବେ ନାହିଁ। ଅପରପକ୍ଷରେ…
ପୁରୀ: ଯାହା ଅନୁମାନ କରାଯାଉଥିଲା ସେଇଆ ହେଲା, ଓଡ଼ିଶା ଆସି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ଅମିତ ଶାହ। ଗତ ଶନିବାର ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଓଡ଼ିଶାରେ ଭ୍ରଷ୍ଟ୍ରଚାରୀ ପିସି ସରକାର ଚାଲିଛି । ଆଉ ସୋମବାର…