Browsing Tag:

2019 Elections

Mahila-Card
ନ୍ୟୁଜ୍

ମହିଳାଙ୍କ ଲାଗି ନବୀନଙ୍କ ତୋଫା:୧୮୦ କୋଟି ଟଙ୍କାର ମୋବାଇଲ୍ ବାଣ୍ଟିବେ

ବିନା ସୁଧରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ବାର୍ଷିକ ୩ ଲକ୍ଷ ଟଙ୍କା ପ୍ରଦାନ ମୋବାଇଲ୍ ପାଇଁ ୩ ହଜାର ଟଙ୍କା ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି ୧୫ ହଜାର ଟଙ୍କାର ସିଡ୍ ରାଶି ଭୁବନେଶ୍ୱର: ୨୦୧୯ ନିର୍ବାଚନ ଲାଗି…

NAVEEN@WOMEN-RESERVATION
ପଲିଟିକ୍ସ

ମହିଳା ଭୋଟରଙ୍କୁ କିଏ କରିବ ଅଧିକ ପ୍ରଭାବିତ; ରନ୍ଧନ ଗ୍ୟାସ ନା ସ୍ଥାନ ସଂରକ୍ଷଣ?

ଭୁବନେଶ୍ୱର: ବାପା ବିଜୁ ପଟ୍ଟନାୟକଙ୍କ ବାଟରେ ନବୀନ। ଶାସନ ବ୍ୟବସ୍ଥାରେ ମହିଳାଙ୍କୁ ଆଗ୍ରାଧିକାର ଦେବା ଲାଗି ବିଜୁ ପଟ୍ଟନାୟକ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରିଥିଲେ। ୧୯୯୧ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ଲାଗି ୩୩%…

Hockey-Campaign
ପଲିଟିକ୍ସ/ ସ୍ପୋର୍ଟସ୍

ନବୀନଙ୍କ ହକିମନ୍ତ୍ର : ଏଲଇଡିରେ ମ୍ୟାଚ ଦେଖନ୍ତୁ, ଶଙ୍ଖରେ ଭୋଟ୍ ଦିଅନ୍ତୁ

ଭୁବନେଶ୍ୱର:ଆସନ୍ତା ୨୮ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ। ଡିସେମ୍ବର ୧୬ଯାଏଁ ଚାଲିବାକୁ ଥିବା ୧୪ତମ ବିଶ୍ୱକପ ହକିରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ସେଥିପାଇଁ ଜାତୀୟ କ୍ରୀଡା ଦିବସ(ଅଗଷ୍ଟ୨୯)ରୁ ଆରମ୍ଭ ହୋଇଛି MY HEART BEATS…

NAVEEN@HOCKEY
ନ୍ୟୁଜ୍/ ପଲିଟିକ୍ସ

ଓଡ଼ିଶାରୁ ବାଜିବ ୨୦୧୯ ନିର୍ବାଚନ ବିଗୁଲ୍, ଡିସେମ୍ବରରୁ ମୋଦି କରିବେ ମାରାଥନ୍ ପ୍ରଚାର

ଭୁବନେଶ୍ୱର: ବିଶ୍ୱକପ ହକି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପପୁଲାରିଟି ଯଥେଷ୍ଟ ବଢ଼ିଛି। ହକିର ପ୍ରଚାର-ପ୍ରସାର କହୁଛି, ଏବେ ଓଡ଼ିଶାର ରାଜନୈତିକ ଟେମ୍ପରେଚର ଯାହା, ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନଙ୍କୁ କେହି ଅଟକାଇ ପାରିବେ ନାହିଁ। ଅପରପକ୍ଷରେ…

FARMERS PROTEST@BBSR
ନ୍ୟୁଜ୍/ ପଲିଟିକ୍ସ

୨୦୦୯ରେ ପଶ୍ଚିମ ଓଡ଼ିଶାରେ ହରାଇଥିଲେ, ଏବେ ଉପକୂଳର ପାଳି

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଚାଷୀଙ୍କ ଆନ୍ଦୋଳନ ଉଗ୍ର ହେଲାଣି। ପେନସନ୍ ସହ ସମ୍ମାନ ଦାବିରେ ରାଜଧାନୀରେ ପଶିଲେଣି ଉପକୂଳ ଓଡ଼ିଶାର ଚାଷୀ। ନିର୍ବାଚନୀ ବର୍ଷରେ ଚାଷୀଙ୍କ ଏଭଳି ଆନ୍ଦୋଳନ ରାଜ୍ୟ ସରକାର ନିଦ ହଜାଇ ଦେଲାଣି।…

OPINION-POLL
ନ୍ୟୁଜ୍/ ପଲିଟିକ୍ସ

ସି-ଭୋଟର ଫର୍ମୁଲା: ୩ କୋଟି ୧୨ଲକ୍ଷ ଓଡ଼ିଶା ଭୋଟରଙ୍କ ମନ ଜାଣିବାକୁ ୫୯୮ସାମ୍ପୁଲ୍ ଯଥେଷ୍ଟ!

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆସିଛି ଏବିପି ନ୍ୟୁଜ୍-ସି ଭୋଟର ଜନମତ ସର୍ଭେ। ‘ଦେଶ କା ମୁଡ’ ସର୍ଭେ ରିପୋର୍ଟ କହୁଛି ପୁଣି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠନ ହେବ ଏନଡିଏର ସରକାର। ଏନଡିଏକୁ ୩୦୦ଲୋକସଭା ଆସନ, କଂଗ୍ରେସ…