ବିଜୟ ମହାପାତ୍ରଙ୍କୁ ପାଟକୁରାରେ ହରାଇବା ଲାଗି ସିମ୍ପାଥି କାର୍ଡର ସାହାରା ନେଇଛନ୍ତି ନବୀନ ପଟ୍ଟନାୟକ।ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ନବୀନ ଜାଣନ୍ତି ଏବେ ପାଟକୁରା ମୁଡ୍ ବିଜୟଙ୍କ ସପକ୍ଷରେ ରହିଛି।ସେଥିପାଇଁ ମେ’୧୯ରେ ଭୋଟ ହେବାକୁ…
ପ୍ରଚାର ଶେଷ,ମତଦାନ ବି ସରିବାକୁ ଯାଉଛି।କିନ୍ତୁ ଜଗତସିଂହପୁର ବିଜେଡି ରାଜନୀତିକୁ ନିଜ ହିସାବରେ କଣ୍ଟ୍ରୋଲ କରିଦେଲେ ବିଷ୍ଣୁ ଦାସ।ବିଷ୍ଣୁଙ୍କ ଚକ୍ରବ୍ୟୂହରେ ଫସିଗଲା ବିଜେଡି।୨୯ବର୍ଷ ପ୍ରତିନିଧିତ୍ୱ କରୁଥିବା ଜଗତସିଂହପୁର ଛାଡି ତିର୍ତ୍ତୋଲରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଷ୍ଣୁ।ତେବେ ଜିଲ୍ଲା ହେଡକ୍ୱାଟର ଛାଡିବା ପଛରେ…
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ସରକାର ଗଢ଼ି ସାରିଲେଣି।୪୨ଟି ବିଧାନସଭା ଆସନରେ ଭୋଟ ହୋଇନାହିଁ,ନବୀନ ପଟ୍ଟନାୟକ କହିଲେଣି ସେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଉଛନ୍ତି।ମତଦାନ ହୋଇଥିବା ୧୦୫ଟି ଆସନରୁ ବିଜେଡିକୁ ବହୁମତ ମିଳି ସାରିଛି ବୋଲି ନବୀନ କହୁଛନ୍ତି।ଅର୍ଥାତ…
ବିଜେଡିର ୫ଜଣ ରାଜ୍ୟସଭା ସାଂସଦ ନିର୍ବାଚନ ଲଢୁଛନ୍ତି।ପ୍ରସନ୍ନ ଆଚାର୍ଯ୍ୟ,ଅଚ୍ୟୁତ ସାମନ୍ତ ଓ ଅନୁଭବ ମହାନ୍ତି ସଂସଦର ବରିଷ୍ଠଙ୍କ ଗୃହ ବଦଳରେ ଲୋକସଭାରେ ବସିବାକୁ ଯୋଜନା କଲେ।ସେଥିପାଇଁ ଲୋକସଭା ନିର୍ବାଚନରେ ଭାଗ ନେଇଛନ୍ତି ବିଜେଡିର ଏହି ୩ ରାଜ୍ୟସଭା ସାଂସଦ।ଆଉ ପ୍ରତାପ…
ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ବିଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପଶ୍ଚିମ ଓଡ଼ିଶାର ଛାତ୍ର,ମହିଳା ଏବଂ କୃଷକମାନେ ତାଙ୍କ ଅଞ୍ଚଳରୁ ଲଢ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।ସେମାନଙ୍କ ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।ଏମିତି…
ଭୁବନେଶ୍ୱର:ଅନୁଗୋଳ ଜିଲ୍ଲା ପାଲଲହଡ଼ାରୁ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୀର୍ଷ ୧୦ବର୍ଷ ପରେ ପୁଣି ନିଜ ନିର୍ବାଚନ ମଣ୍ଡଳୀ ପାଲଲହଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ଇଙ୍ଗିତ ଦେଇଛନ୍ତି ଧର୍ମେନ୍ଦ୍ର।ଗତ ରବିବାର(ଡିସେମ୍ବର୨) ମୁଣ୍ଡୁରୀବେଡ଼ା ପ୍ରାଥମିକ ସ୍କୁଲର ଶତବର୍ଷିକ ସମାରୋହରେ ଯୋଗ ଦେଇ…