ନ୍ୟୁଜ୍/ ସ୍ପୋର୍ଟସ୍

ଅବସର ନେବେ ଟେନିସ୍ ସୁପରଷ୍ଟାର୍ ସାନିଆ

ଚଳିତ ବର୍ଷ ଅବସର ନେବେ ଭାରତର ପ୍ରଥମ ଟେନିସ୍ ସୁପରଷ୍ଟାର ସାନିଆ ମିର୍ଜା। ସେ ୨୦୨୨ ସିଜନ ପରେ ତାଙ୍କର ଅବସର ବିଷୟରେ ସୂଚନା ଦେଇଛନ୍ତି। ଏହି ଭାରତୀୟ ଷ୍ଟାର୍ ତାଙ୍କ କ୍ୟାରିୟରରେ ୬ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି ଏବଂ WTAA ଡବଲ୍ସ ର଼୍ୟାଙ୍କିଙ୍ଗର ଶିଖରରେ ପହଞ୍ଚିଛନ୍ତି। ସେହିଭଳି ସେ ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୩୦ ରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ଅଟନ୍ତି। ଚାଲିଥିବା ଅଷ୍ଟ୍ରେଲୀୟ ଓପନରେ ମହିଳା ଡବଲ୍ସ ଇଭେଣ୍ଟରେ ଓପନିଂ ରାଉଣ୍ଡ ହାରିଯିବା ପରେ ସାନିଆ ଏହି ସୂଚନାଦେଇଛନ୍ତି।

 

ସାନିଆ ମୀର୍ଜା

ଧିରେଧିରେ ସ୍ବାସ୍ଥ୍ୟ ଖରାପ ହେବା,ଆଣ୍ଠୁରେ ଯନ୍ତ୍ରଣା ହେବା ଓ ବୟସ ବଢିବା ସହିତ ସୁସ୍ଥ ହେବାକୁ ତାଙ୍କୁ ଅଧିକ ସମୟ ଲାଗୁଛି। ସେହିପରି ଭାବରେ ଆଉ ଶକ୍ତି ମିଳୁନାହିଁ।।ବ୍ୟକ୍ତିଗତ କାରଣ ପାଇଁ ସେ ଏପରି ନିଷ୍ପତ୍ତି ନେବାକଥା ସ୍ପଷ୍ଟ କରିଛନ୍ତି।ଏବେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହ  ୩ ବର୍ଷର ପୁଅ ସହିତ ଭ୍ରମଣ ତାକୁ ବିପଦରେ ପକାଉଛି, ତେଣୁ  ଏ ସବୁକୁ ଧ୍ୟାନ ଦେବାକୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।

You Might Also Like

No Comments

Leave a Reply