Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

370କୁ ପାକିସ୍ତାନ ଅସ୍ତ୍ର କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଥିଲା

By admin • August 8, 2019 • ନ୍ୟୁଜ୍, ପଲିଟିକ୍ସ

ସମ୍ବିଧାନର ଧାରା 370 ଉଚ୍ଛେଦ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଧାରା 370 ଏବଂ 35A ହଟିବା ଯୋଗୁ ଜମ୍ମୁ ଓ କାଶ୍ମୀର ସହ ଲଦାକର କିପରି ବିକାଶ ହେବ ସେ ବାବଦରେ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ।ଧାରା 370,ଭ୍ରଷ୍ଟାଚାର,ଆତଙ୍କବାଦ ଏବଂ ପରିବାରବାଦକୁ ପ୍ରୋତ୍ସାହିତ କରୁଥିଲା ବୋଲି ମୋଦି କହିଛନ୍ତି।ଏବେ ଅଟଳ ବିହାରୀ ବାଜପେୟୀ ଏବଂ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି।ଧାରା 370ର ଅପବ୍ୟବହାର ହେବା ଯୋଗୁ 42ହଜାର ଲୋକଙ୍କ ପ୍ରାଣହାନୀ ଘଟିଛି ବୋଲି ମୋଦି କହିଛନ୍ତି।
ଧାରା 370 ଉଚ୍ଛେଦକୁ ନେଇ PM ମୋଦିଙ୍କ ମତ
ଧାରା 370କୁ ପାକିସ୍ତାନ ଅସ୍ତ୍ର ଭାବେ ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଥିଲା
ଧାରା 370ରୁ ଜମ୍ମୁ ଓ କାଶ୍ମୀର ଏବଂ ଲଦାକକୁ କିଛି ଲାଭ ମିଳିନାହିଁ
ଏବେ ପରିବାରବାଦ ଏବଂ ଭ୍ରଷ୍ଟାଚାରକୁ କବର ମିଳିଲା
ଜମ୍ମୁ ଓ କାଶ୍ମୀର ଏବଂ ଲଦାକବାସୀ ଏବେ ଲାଭାନ୍ୱିତ ହେବେ। ସେମାନଙ୍କର ଭବିଷ୍ୟତ ସୁରକ୍ଷିତ
ଜମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀ ଶିକ୍ଷା ଅଧିକାରରୁ ବଞ୍ଚିତ ଥିଲେ
ସର୍ବନିମ୍ନ ମଜୁରୀରୁ ବଞ୍ଚିତ ଥିଲେ ଜମ୍ମୁ ଓ କାଶ୍ମୀରର ଶ୍ରମିକ
SC/ST ସଂରକ୍ଷଣ ନୀତି ଜମ୍ମୁ ଓ କାଶ୍ମୀରରେ ଲାଗୁ ହେଉନଥିଲା
ଜମ୍ମୁ ଓ କାଶ୍ମୀର ସରକାରୀ କର୍ମଚାରୀଙ୍କୁ ଅନ୍ୟପ୍ରଦେଶର କର୍ମଚାରୀଙ୍କ ଭଳି ସୁବିଧା ଉପଲ୍ବଧ ହେବ
ଜମ୍ମୁ ଓ କାଶ୍ମୀର ଏବଂ ଲଦାକର ଖାଲି ପଡିଥିବା ସରକାରୀ ପଦ ପୂରଣ ହେବ
ସେନା ଏବଂ ଅର୍ଦ୍ଧସାମରିକରେ ଭର୍ତ୍ତି କରିବା ପାଇଁ ମେଗା ନିଯୁକ୍ତି ମେଳା ହେବ
ଜମ୍ମୁ ଓ କାଶ୍ମୀରର ରାଜସ୍ୱ କ୍ଷତିକୁ କେନ୍ଦ୍ର ସରକାର ଭରଣା କରିବେ
ଯୁବକଙ୍କୁ Scholarship ପ୍ରଦାନ ହେବ

ଜମ୍ମୁ ଓ କାଶ୍ମୀରକୁ କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା କ୍ଷଣସ୍ଥାୟୀ
କିନ୍ତୁ ଲଦାକ କେନ୍ଦ୍ରଶାସିତ ପ୍ରଦେଶ ହୋଇ ରହିବ
ଖୁବଶୀଘ୍ର କେନ୍ଦ୍ରଶାସିତ ଜମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେବ
ଜାମ୍ମୁ ଓ କାଶ୍ମୀର ବିକଷିତ ହେବ ଏବଂ ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବ
ପରିବାରବାଦ ଯୋଗୁ ଜାମ୍ମୁ ଓ କାଶ୍ମୀର ଏବଂ ଲଦାକ ଯୁବକଙ୍କୁ ନେତୃତ୍ୱ ନେବାକୁ ସୁଯୋଗ ମିଳୁନଥିଲା
ଏବେ ଯୁବବର୍ଗ ଜାମ୍ମୁ ଓ କାଶ୍ମୀରକୁ ନେତୃତ୍ୱ ପ୍ରଦାନ କରିବେ
ସ୍ଥିତିରେ ଏବେ ସୁଧାର ଆସିଲାଣି,ପୂର୍ବ ଭଳି ଜାମ୍ମୁ ଓ କାଶ୍ମୀର ସିନେମା ସୁଟିଂ ହେବ
ଆତଙ୍କବାଦରୁ ମୁକ୍ତ ଏବଂ ଶିଳ୍ପର ଦ୍ରୁତ ବିକାଶ ହେବ
ଲଦାକ Spiritual, Adventure & Eco Tourismର hob ହେବ
ଧାରା 370 ଉଚ୍ଛେଦକୁ ନେଇ ଭିନ୍ନ ମତ ରହୁ, କିନ୍ତୁ ଦେଶର ସ୍ୱାର୍ଥକୁ ପ୍ରାଥମିକତା ମିଳୁ
ଆଗୁଆ ଇଦ ମୁବାରକ, ନୂଆ ଜାମ୍ମୁ ଓ କାଶ୍ମୀର ଏବଂ ଲଦାକ ନିର୍ମାଣ କରିବା

Article 370Jamu & KashmirNarendra ModiPrime Minister
Tweet
0
ସୁପର ଓଭର୍ ମ୍ୟାଚ୍ ଟାଇ ହେଲେ ଓ୍ୱିନର ବାଛିବେ ଅନୀଲ କୁମ୍ବଲେ
ଓଡ଼ିଶାର ଗର୍ବ-ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ:ମିଳିବ ଅର୍ଜୁନ ସମ୍ମାନ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.