Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

BJDର ପ୍ରଥମ ପ୍ରାର୍ଥୀ ତାଲିକା:8ଟି ଲୋକସଭା ଆସନରେ ନୂଆ ମୁହଁ,15ବିଧାୟକଙ୍କ ଟିକେଟ୍ କଟିଲା

By admin • March 18, 2019 • ନ୍ୟୁଜ୍, ପଲିଟିକ୍ସ
BJD 1st Candidates List

ବିଜେଡି ପକ୍ଷରୁ ଘୋଷଣା ହେଲା 54ଟି ବିଧାନସଭା ଆସନ ଏବଂ ବରଗଡ଼,ବଲାଙ୍ଗିର,କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ,ଆସିକା,କନ୍ଧମାଳ ଏବଂ ବ୍ରହ୍ମପୁର ଲୋକସଭା ଆସନ ଲାଗି ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି,କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ, କୋରାପୁଟ ସାଂସଦ ଝିନ୍ନ ହିକକା ଏବଂ ବହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବରଗଡ଼ ସାଂସଦ ପ୍ରଭାସ ସିଂ, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ତେବେ ଦଳରେ ଏବେ ମିଶିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କରିଛି।
ଅନ୍ୟପଟେ ପଶ୍ଚିମ ଓଡ଼ିଶାରୁ ନବୀନ ପଟ୍ଟନାୟକ ଲଢ଼ିବାର ଦ୍ୱାହି ଦେଇ ବିଜେପୁର ବିଧାୟକ ତଥା ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ଟିକେଟ କାଟି ଦେଇଛି ବିଜୁ ଜନତା ଦଳ। ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁଙ୍କୁ କଂଗ୍ରେସରୁ ଆଣି ବିଜେଡି ଟିକେଟ ଦେଇଥିଲା ଶାସକ ଦଳ।ସମବେଦନା ଜଣାଇ ମାତ୍ର ବର୍ଷକ ପାଇଁ ରୀତାଙ୍କୁ ବିଧାନସଭାକୁ ଆଣି ତାଙ୍କ ରାଜନୈତିକ କ୍ୟାରିୟର ପୂର୍ଣ୍ଣଛେଦ ପକାଇବାକୁ ଚେଷ୍ଟା କରିଛି ବିଜେଡି। 
ବିଜେଡିର ଲୋକସଭା ପ୍ରାର୍ଥୀ
ଆସନ           ପ୍ରାର୍ଥୀ
ବରଗଡ଼        ପ୍ରସନ୍ନ ଆଚାର୍ଯ୍ୟ
ବଲାଙ୍ଗିର       କଳିକେଶ ସିଂହଦେଓ
କଳାହାଣ୍ଡି       ପୁଷ୍ପେନ୍ଦ୍ର ସିଂହଦେଓ

ନବରଙ୍ଗପୁର(ସଂ)ରମେଶ ଚନ୍ଦ୍ର ମାଝି     
କୋରାପୁଟ(ସଂ)କୌଶଲ୍ୟା ହିକକା
ବ୍ରହ୍ମପୁର         ଚନ୍ଦ୍ରଶେଖର ସାହୁ
ଆସିକା          ପ୍ରମିଳା ବିଶୋୟୀ
କନ୍ଧମାଳ        ଅଚ୍ୟୁତ ସାମନ୍ତ
ସୁନ୍ଦରଗଡ଼(ସଂ)ସୁନୀତା ବିଶ୍ୱାଳ
ବିଜେଡିର ବିଧାନସଭା ପ୍ରାର୍ଥୀ
ଆସନ                    ପ୍ରାର୍ଥୀ
ଭବାନୀପାଟଣା(ସଂ)   ଦୁଷ୍ମନ୍ତ ନାଏକ
ନର୍ଲା                      ଭୂପିନ୍ଦର ସିଂ
ଜୁନାଗଡ଼                 ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼                  ମୌସୁଦୀ ବାଗ
ନୂଆପଡ଼ା                 ରାଜେନ୍ଦ୍ର ଢ଼ୋଲକିଆ
ଖରିଆର                 ଲମ୍ବୋଦର ନିଆଲ  
ନବରଙ୍ଗପୁର(ସଂ)      ଶଦାଶିବ ପ୍ରଧାନୀ
ଡାବୁଗାଁ(ସଂ)            ମନୋହର ରନ୍ଧାରୀ
ଉମରକୋଟ(ସଂ)      ସୁବାଷ ଗଣ୍ଡ
କୋଟପାଡ଼(ସଂ)        ପଦ୍ମିନୀ ଦିଆନ
ଚିତ୍ରକୋଣ୍ଡା(ସଂ)        ପୂର୍ଣଚନ୍ଦ୍ର ଶିକା
କୋରାପୁଟ(ସଂ)        ରଘୁରାମ ପୋଡାଲ
ଜୟପୁର                  ରବିନାରାୟଣ ନନ୍ଦ
ଲକ୍ଷ୍ମୀପୁର(ସଂ)          ପ୍ରଭୁ ଜାନୀ
ରାୟଗଡ଼ା(ସଂ)   ଲାଲବିହାରୀ ହିମିରିକା
ବିଶମକଟକ(ସଂ)       ଜଗନ୍ନାଥ ସାରକା
ଗୁଣୁପୁର(ସଂ)           ରଘୁରାମ ଗମାଙ୍ଗ
ବ୍ରହ୍ମପୁର                  ବିକ୍ରମ ପଣ୍ଡା
ଗୋପାଳପୁର            ପ୍ରଦୀପ ପାଣିଗ୍ରାହୀ
ଛତ୍ରପୁର                  ସୁବାସ ବେହେରା
ଚିକିଟି                     ଉଷା ଦେବୀ
ଦିଗପହଣ୍ଡି                ସୂର୍ଯ୍ୟ ପାତ୍ର 
ପାରଳାଖେମୁଣ୍ଡି          କଲ୍ୟାଣୀ ଗଜପତି
ମୋହନା(ସଂ)           ପୂର୍ଣ୍ଣବାସୀ ନାଏକ
ଆସ୍କା                     ମଞ୍ଜୁଳା ସ୍ୱାଇଁ
ସୋରଡ଼ା                 ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେଣୁଣ୍ଡି             ନନ୍ଦିନୀ ଦେବୀ
ହିଞ୍ଜିଳି                    ନବୀନ ପଟ୍ଟନାୟକ
ପୋଲସରା              ଶ୍ରୀକାନ୍ତ ସାହୁ
କବିସ୍ୱର୍ଯ୍ୟ ନଗର        ଲତିକା ପ୍ରଧାନ
ଖଲ୍ଲିକୋଟ               କେ.ସ୍ୱର୍ଯ୍ୟମଣି ଦେବ
ବାଲିଗୁଡ଼ା(ସଂ)         ଚକ୍ରଧର କହଁର
ଜି.ଉଦୟଗିରି(ସଂ)     ସାଲୁଜା ପ୍ରଧାନ
ବୌଦ୍ଧ                    ପ୍ରଦୀପ ଅମାତ
କଣ୍ଟାମାଳ                ମହୀଧର ରଣା
ଭଞ୍ଜନଗର              ବିକ୍ରମ ଆରୁଖ
ଦଶପଲ୍ଲା(ସଂ)          ରମେଶ ବେହେରା
ସୁନ୍ଦରଗଡ଼(ସଂ)        ଯୋଗେଶ ସିଂ
ରାଜଗାଙ୍ଗପୁର(ସଂ)   ମଙ୍ଗଳା କିଶାନ
ତଳସରା(ସଂ)         ଷ୍ଟିଫେନ୍ ସୋରେନ୍
ରାଉରକେଲା          ସାରଦା ନାୟକ
ରଘୁନାଥପାଲ୍ଲି(ସଂ)   ସୁବ୍ରତ ତରାଇ
ବଣାଇଗଡ଼(ସଂ)      ରଞ୍ଜିତ କିଶାନ
ପାଟଣାଗଡ଼            ସରୋଜ ମେହେର
ଟିଟିଲାଗଡ଼             ଟୁକୁନି ସାହୁ
କଣ୍ଟାବାଞ୍ଝି               ଅଜୟ ଦାସ
ବୀରମହାରାଜପୁର(ସଂ) ପଦ୍ମନାଭ ବେହରା
ସୁବର୍ଣ୍ଣପୁର              ନିରଞ୍ଜନ ପୂଜାରୀ
ବରଗଡ଼                 ଦେବେଶ ଆଚାର୍ଯ୍ୟ
ଅତାବିରା(ସଂ)         ସ୍ନେହାଙ୍ଗିନୀ ଛୁରିଆ
ଭଟଲି                   ଶୁସାନ୍ତ ସିଂ
ବିଜେପୁର              ନବୀନ ପଟ୍ଟନାୟକ
ପଦମପୁର       ବିଜୟରଞ୍ଜନ ସିଂ ବରିହା
ଝାରସୁଗୁଡ଼ା            ନବ କିଶୋର ଦାସ                                     

2019 ElectionsBJD Candidates ListNaveen PatnaikOdisha Politics
Tweet
0
ପଶ୍ଚିମ ଓଡ଼ିଶାରୁ CM ହୋଇଥିବା 3ଜଣ, 5ବର୍ଷିଆ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି
ଅଧିକ ଭୋଟରେ ହିଞ୍ଜିଳିରୁ ଜିତିଲେ,ବିଜେପୁର ଆସନରୁ ନବୀନ ଦେଇପାରନ୍ତି ଇସ୍ତଫା!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.