ନ୍ୟୁଜ୍
BJDର ପ୍ରଥମ ପ୍ରାର୍ଥୀ ତାଲିକା:8ଟି ଲୋକସଭା ଆସନରେ ନୂଆ ମୁହଁ,15ବିଧାୟକଙ୍କ ଟିକେଟ୍ କଟିଲା
ବିଜେଡି ପକ୍ଷରୁ ଘୋଷଣା ହେଲା 54ଟି ବିଧାନସଭା ଆସନ ଏବଂ ବରଗଡ଼,ବଲାଙ୍ଗିର,କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ,ଆସିକା,କନ୍ଧମାଳ ଏବଂ ବ୍ରହ୍ମପୁର ଲୋକସଭା ଆସନ ଲାଗି ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର… Read More