Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କ୍ରିକେଟରଙ୍କ ସରହଦ୍ ପାର ପ୍ରେମ

By admin • February 22, 2019 • ସ୍ପୋର୍ଟସ୍
Jemima-Imran_khan

ମ୍ୟାଚ୍ ଖେଳିବା ପାଇଁ କ୍ରିକେଟ ଖେଳାଳି ବିଭିନ୍ନ ଦେଶ ଗସ୍ତ କରନ୍ତିା ଆଜି ମୁମ୍ବାଇରେ ତ କାଲି ମେଲବୋର୍ଣ୍ଣା ଦିନକ ପରେ କେପଟାଉନ୍। ଗସ୍ତ ବେଳେ ବିଭିନ୍ନ ପ୍ରକାର ଲୋକଙ୍କ ସହ ଭେଟଘାଟ ହୁଏା କିଛି କ୍ରିକେଟର ବିଦେଶ ଗସ୍ତ କରି କରି ବିଦେଶିନୀଙ୍କୁ ଦିଲ୍ ଦେଇ ଦିଅନ୍ତିା ଏମିତି ଅନେକ ଘଟଣା ସାମନାକୁ ଆସିଛିା ଭାରତୀୟ ମହିଳାଙ୍କ ପ୍ରେମରେ ପାକିସ୍ତାନ କ୍ରିକେଟର ଫିଦା ହୋଇଛନ୍ତି ତ ଅଷ୍ଟ୍ରେଲିଆ ଖେଳାଳି ଭାରତୀୟଙ୍କୁ ଜୀବନସାଥି ବାଛିଛନ୍ତିା ଏହା ପ୍ରମାଣ କରୁଛି ପ୍ରେମ କାହାକୁ କେଉଁଠି ବି ହୋଇପାରୋ ଏମିତି କ୍ରିକେଟରଙ୍କ ତାଲିକା ବି ଢେର ଲମ୍ବ।। ମହାନ୍ ଅଲରାଉଣ୍ଡର ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବ୍ରିଟିସ୍ ମହିଳାଙ୍କୁ ବିବାହ କରିଥିଲେ।

Sania-Shoib
ସୋଏବ ମଲ୍ଲିକ-ସାନିଆ ମିର୍ଜା

ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ ଓ ଭାରତୀୟ ଟେନିସ ସୁନ୍ଦରୀ ସାନିଆ ମିର୍ଜ।। ଏମାନଙ୍କ ପ୍ରେମ କାହାଣୀ ଭାରି ଚର୍ଚ୍ଚାରେ ଥିଲ।। ୨୦୦୪ରେ ପ୍ରଥମ ଦେଖ।। ଭାରତ କି ପାକିସ୍ତାନ ନୁହେଁ, ଅଷ୍ଟ୍ରେଲିଆର ହବାର୍ଡ ସହରରେ ସାନିଆଙ୍କ ସହ ସୋଏବଙ୍କ ଦେଖା ହୋଇଥିଲ।। ସାନିଆଙ୍କ ପ୍ରେମର ଦିୱାନା ହୋଇଥିଲେ ସୋଏବା,ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୋ ଏହି ଲଭ ବର୍ଡଙ୍କ ବିବାହ ଏତେ ସହଜ ନଥିଲ।। ବାଧାବିଘ୍ନ ସତ୍ତ୍ୱେ ୨୦୧୦ ଅପ୍ରେଲ୍ ୧୨ରେ କ୍ରିକେଟର-ଟେନିସ ଯୁଗଳବନ୍ଦୀ ସାତଜନ୍ମର ସାଥି ହୋଇଥିଲୋ

Shikhar-Ayesha
ଶିଖର ଧୱନ-ଆୟେଶା ମୁଖାର୍ଜୀ

ଟିମ୍ ଇଣ୍ଡିଆର ଓପନର ଶିଖର ଧୱନାଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ପେଶାରେ ସେ ଜଣେ ବକ୍ସରା ଫେସବୁକରେ ଦୁହେଁ ଦୁହିଁଙ୍କୁ ଚିହ୍ନିଥିଲୋ ଧୱନ-ଆୟେଶାଙ୍କ ପ୍ରେମରେ ମଧ୍ୟସ୍ଥି ହୋଇଥିଲେ ହରଭଜନ ସିଂହା ୨୦୦୯ରେ ପ୍ରେମ ଓ ୨୦୧୨ରେ ପ୍ରେମର ବିବାହର ରୂପ ନେଇଥିଲ।। ଶିଖରଙ୍କଠାରୁ ଆୟେଶା ୧୨ବର୍ଷ ବଡ,ସେ ପୂର୍ବରୁ ବିବାହିତା ଓ ତାଙ୍କର ଦୁଇଟି ଝିଅ ବି ଥିଲୋ ଆୟେଶାଙ୍କୁ ପାଇବା ପାଇଁ ନିଜ ବାପା-ମାଆଙ୍କୁ ମନାଇବା ପାଇଁ ଭାରି ମୁସ୍କିଲ ପରିସ୍ଥିତିର ସାମନା କରିଥିଲେ ଶିଖରା ଏବେ ଦୁହିଁଙ୍କର ଗୋଟିଏ ପୁଅ ଅଛିା

Shaun-Tait-Masoom
ସନ୍ ଟେଟ୍-ମାସୁମ୍ ସିନ୍ଧା

ଅଷ୍ଟ୍ରେଲିଆ କ୍ରିକେଟର ସନ୍ ଟେଟ୍। ଆଇପିଏଲ୍ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ଟିମ ମେମ୍ବର ରହିଥିଲୋ ତାଙ୍କ ସ୍ତ୍ରୀ ମାସୁମ ସିନ୍ଧା ଜଣେ ଭାରତୀୟା ମୁମ୍ବାଇରେ ତାଙ୍କର ଜନ୍ମା ପେଶାରେ ସେ ଜଣେ ମଡେଲ୍। ସନ୍। ଟେଟଙ୍କ ସହ ମାସୁମଙ୍କର ପ୍ୟାରିସରେ ଦେଖା ହୋଇଥିଲ।। ୪ବର୍ଷ ପ୍ରେମ ଦୁହେଁ ଦୁହିଁଙ୍କୁ ଡେଟ୍ କରିଥିଲୋ ୨୦୧୪ରେ ସନ୍ ଟେଟଙ୍କ ହାତ ଧରି ଦରିଆ ପାରିକୁ ଯାଇଥିଲେ ମାସୁମ୍। ମୁମ୍ବାଇରେ ଏହି ବାହାଘର ହୋଇଥିଲ।।

Mohammad-Amir-Nargis
ମହମ୍ମଦ ଆମୀର-ନର୍ଗିସ

୬ଫୁଟ୍ ୨ ଇଞ୍ଚ ଲମ୍ବା ପାକିସ୍ତାନ କ୍ରିକେଟର ମହମ୍ମଦ ଆମୀରା ୨୦୧୦ରେ ସ୍ପଟ ଫିକ୍ସିଂରେ ତାଙ୍କ ନାଁ ଆସିଥିଲ।। ଦୋଷ ପ୍ରମାଣିତ ହେବାରୁ ୫ବର୍ଷ ଜେଲଦଣ୍ଡ ହୋଇଥିଲ।। ଇଂଲଣ୍ଡର କୋର୍ଟରେ ଜଣେ ମହିଳା ଆଇନଜୀବୀ ନର୍ଗିସଙ୍କ ସହ ଆମୀରଙ୍କର ଦେଖା ହୋଇଥିଲ।। ନର୍ଗିସ ହେଉଛନ୍ତି ବଙ୍ଗାଳି-ବ୍ରିଟିଶ ମହିଳ।। ବିଧିର ବିଧାନ ବୋଧେ ସେଇୟା ଥିଲା, ପ୍ରେମରେ ପଡିଗଲେ ଆମୀର-ନର୍ଗିସା ଜେଲରୁ ବାହାରିବା ନର୍ଗିସଙ୍କ ହାତ ଧରିଥିଲେ ମହମ୍ମଦ ଆମୀରା

Muralidharan
ମୂରଲୀଧରନ୍-ମଧିମାଲାର

ଶ୍ରୀଲଙ୍କାର ମହାନ ଲେଗ୍ ସ୍ପିନର ମୁଥେୟା ମୂରଲୀଧରନ୍। ୨୦୦୫ ମସିହାରେ ସେ ମାଧିମାଲା ରାମାମୂର୍ତ୍ତିଙ୍କୁ ବିବାହ କରିଥିଲୋ ବିବାହ ପୂର୍ବରୁ ଏହି ଦମ୍ପତିଙ୍କ ଦେଖା ସାକ୍ଷାତ ଥିଲା ନିଆର।। ଗୋଟିଏ ଟିଭି ସାକ୍ଷାତକାରରେ ତାମିଲ ସୁପରଷ୍ଟାର ୱାଇ ଚନ୍ଦ୍ରଶେଖର ରାଓଙ୍କ ସହ ଏକାଠି ହୋଇଥିଲେ ମୂରଲୀଧରନ୍। ସେଠାରେ ମୁଥେୟା କହିଥିଲେ ତାଙ୍କ ମାଆ ଚନ୍ଦ୍ରଶେଖରଙ୍କ ବଡ ଫ୍ୟାନ୍। ଚନ୍ଦ୍ରଶେଖର ତାଙ୍କ ମାଆକୁ ଦେଖା କରିଥିଲୋ ସେତେବେଳେ ମୁଥେୟାଙ୍କ ମାଆ କହିଥିଲେ ତାଙ୍କ ପୁଅ ପାଇଁ ଝିଅ ଖୋଜୁଛନ୍ତିା ବାସ୍ ଏହି ଦାୟିତ୍ୱ ତୁଲାଇଥିଲେ ଚନ୍ଦ୍ରଶେଖରା ମଧିମାଲାରଙ୍କୁ ଜାଣିଥିବାରୁ ତାଙ୍କ ସହ ମୂଲରୀଧରନଙ୍କ ବିବାଦ ଠିକ୍ କରାଇଥିଲେ ୱାଇ ଚନ୍ଦ୍ରଶେଖରା

Cricketer Married to ForeignerShikhar Dhawan Ayesha MukharjeeShohib Mallick Sania Mirza
Tweet
0
ବିଶ୍ୱକପରେ ଶ୍ରୀଲଙ୍କାକୁ ଓ୍ୱେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ବୟକଟ୍ କରିଥିଲେ:ପାକିସ୍ତାନକୁ ଭାରତ...?
ପୁରୀର‘କାଳିଆ’କୁ ତାଳ ଦେବ ଗୋରଖପୁରର PMK

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.