border

ପୁଲୱାମା ଉପରେ ଆତଙ୍କବାଦୀ ଆକ୍ରମଣର ଭାରତ ଦେଇଛି କଡା ଜବାବ। ଭାରତୀୟ ବାୟୁସେନା ମିରାଜ୍ ଏଲଓସି ପାର କରି ପାକିସ୍ତାନର ଆତଙ୍କୀ କ୍ୟାମ୍ପରେ ବୋମା ବର୍ଷଣ କରିଛନ୍ତି। ୨୧ମିନିଟର ଅପରେସନରେ ବାୟୁସେନାର ୧୨ଟି ମିରାଜ ୨୦୦୦ ଯୁଦ୍ଧ ବିମାନ ସାମିଲ ହୋଇଥିଲା। ଇଏ ତ ଥିଲା ଭାରତୀୟ ସେନାର ରିଅଲ୍ ପରାକ୍ରମ। କିନ୍ତୁ ରିଲରେ ମଧ୍ୟ ଏପରି ଅନେକ ଫିଲ୍ମ ଅଛି ଯାହାକୁ ଦେଖିବା ପରେ ପ୍ରତି ଭାରତୀୟଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ ହୁଏ। ସେମିତି କିଛି ବଲିଉଡ ଫିଲ୍ମ ଯାହାର ଡାଇଲଗ ଦିନେ ବହୁ ଚର୍ଚ୍ଚି ଥିଲା।
ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍ (୨୦୧୯)
uri-2– ୟେ ହିନ୍ଦୁସ୍ଥାନ ଅବ୍ ଚୁପ୍ ନେହି ବେଠେଗା, ୟେ ନୟା ହିନ୍ଦୁସ୍ଥାନ ହେ। ୟେ ଘର ମେ ଘୁସେଗା ଭି ଔର ମାରେଗା ଭି।
– ପାକିସ୍ତାନ ଜୋ ଭାଷା ସମଝତା ହୈ, ଓସକୋ ଉସି ଭାଷା ମେ ଜବାବ୍ ଦେନେ କା ସମୟ ଆ ଗୟା ହୈ… ସାର୍, ସର୍ଜିକାଲ ଷ୍ଟ୍ରାଇକ୍।
Gadarଗଦ୍ଦର (୨୦୦୧)
ବଣ୍ଟୱାରେ କେ ବକ୍ତ ହମ୍ ଲୋଗୋ ନେ ଆପକୋ ୬୫ ହଜାର ରୂପୟେ ଦିଏ ଥେ, ତବ ଜାକର ଆପକେ ସିର ପର ତିରପାଲ ଆଇ ଥି। ବରସାତ ସେ ବଚନେ କି ହେସିୟତ୍ ନହିଁ ଔର ଗୋଲି-ବାରି କୀ ବାତ୍ କର ରହେ ହେ ଆପ୍ ଲୋଗ୍ ।
maa-tujhe-salamମା ତୁଝେ ସଲାମ୍ (୨୦୦୨)
ଦୁଧ ମାଙ୍ଗୋଗେ ତୋ ଖୀର୍ ଦେଙ୍ଗେ। କଶ୍ମୀର ମାଙ୍ଗୋଗେ ତୋ ଚିର ଦେଙ୍ଗେ
ବର୍ଡର (୧୯୯୭)
ଶାୟଦ୍ ତୁମ ନେହି ଜାନତେ… ୟେ ଧରତୀ ଶେର ହି ପୈଦା କରତି ହେ…
ରଙ୍ଗ ଦେ ବସନ୍ତୀ( ୨୦୦୬)
ଅବ ଭି ଜିସକା ଖୁନ୍ କା ଖୌଲା, ଖୁନ୍ ନହି ବୋ ପାନୀ ହେ… ଜୋ ଦେଶ କେ କାମ ନ ଆଏ ବୋ ବେକାର ଜୱାନୀ ହେrang-de-basantiପିଓକେ ଉପରେ ଆକ୍ରମଣ ପରେ ବାୟୁସେନାର ପଦକ୍ଷେପକୁ ସାରା ଦେଶରେ ଭୂରି ପ୍ରଶଂସା କରାଯାଇଛି।ବଲିଉଡ ଫିଲ୍ମରେ ବାୟୁସେନାର ପରାକ୍ରମ,ଦେଖିଲେ ଆପଣ ବି ହୋଇଉଠିବେ ରୋମାଞ୍ଚିତ। ବଲିଉଡରେ ବାୟୁସେନାର ପରାକ୍ରମ ସମ୍ପର୍କରେ।
ବିଜେତା- ୧୯୮୨ରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ। ଫିଲ୍ମରେ ଦେଖିବାକୁ ମିଳିଥିଲା ଭାରତୀୟ ବାୟୁସେନାର ସାମର୍ଥ୍ୟ। ବିଜେତାରେ ଦେଖାଯାଇଥିବା କିଛି ଏୟାରକ୍ରାଫ୍ଟର ଫଟୋକୁ ଦୁର୍ଲଭ ମନେ କରାଯାଇଥାଏ। Vijetaହିନ୍ଦୁସ୍ଥାନ କୀ କସମ୍-୧୯୯୯ରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ। ଏଥିରେ ଭାରତୀୟ ବାୟୁସେନାର ପରାକ୍ରମ ଦେଖିବାକୁ ମିଳିଥିଲା। ଲିଡ ରୋଲରେ ଥିଲେ ଅଜୟ ଦେବଗନ, ଅମିତାଭ ବଚ୍ଚନ ଓ ମନୀଷା କୋଇରାଲ ପ୍ରମୁଖ।
ଅଗ୍ନିପଙ୍ଖ-୨୦୦୪ରେ ଏହି ଫିଲ୍ମ ପରଦାକୁ ଆସିଥିଲା। ସଞ୍ଜୀବ ପୁରୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଜିମି ସେରିଗଲ, ସମୀର ଧର୍ମାଧିକାରୀ, ରାହୁଲ ଦେବ, ଶମିତା ସେଟ୍ଟୀ, ଋଚା, ଦିବ୍ୟା ଦତ୍ତା ପ୍ରମୁଖ ଅଭିନୟ କରିଥିଲେ।
agnipankh