ନ୍ୟୁଜ୍, ପଲିଟିକ୍ସ ନବୀନଙ୍କ ରାଜ୍ୟସଭା ଥିୟୋରୀ:ଆନ୍ଦୋଳନକାରୀଙ୍କୁ ରାଜ୍ୟସଭା ଗିଫ୍ଟ June 2, 2022 ବିରୋଧ କରୁଥିବା ନେତାଙ୍କୁ ହାତେଇବାକୁ ସଫଳ ହୋଇଛି ନବୀନଙ୍କ ନିଆରା ପଲିଟିକ୍ସ। ରାଜ୍ୟର ବିଭିନ୍ନ ସମସ୍ୟା ବିରୁଦ୍ଧରେ ଲୋକଙ୍କୁ ଏକାଠି କରି ମଙ୍ଗ ଧରିଥିବା ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। ବିରୋଧିଙ୍କ ମୁହଁ ବନ୍ଦ କରିବାକୁ ଆପଣେଇଛନ୍ତି ରାଜ୍ୟସଭା ଥିୟୋରୀ। ଆନ୍ଦୋଳନକାରୀଙ୍କ ମୁହଁ ବନ୍ଦ କରିବାକୁ ରାଜ୍ୟସଭାକୁ ଗ୍ରୀନ ସିଗନାଲ୍ ଦେଇଛନ୍ତି…
ନ୍ୟୁଜ୍, ପଲିଟିକ୍ସ ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍ May 14, 2022 ସବୁ ଆଶା ଆକାଂକ୍ଷାର ଅନ୍ତ ଘଟି ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଓଡିଶାରେ ଖାଲି ପଡିଥିବା ଆସନରେ କିଏ ରାଜ୍ୟସଭା ଯିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ବିଜେଡି ଶିବିରରେ ଏହି ଚର୍ଚ୍ଚା ଜାର୍ ଧରିଛି। ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନ ବିଜେଡି ଖାତାକୁ ଆସିବା…
ନ୍ୟୁଜ୍, ପଲିଟିକ୍ସ କିଏ ଯିବେ ରାଜ୍ୟସଭା March 17, 2022 ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେଲାପରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏହା ପରେ ଜୁନ ଶେଷ ଆଡ଼କୁ ବା ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ୪ଟି ରାଜ୍ୟସଭା ସଦସ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏବେ ରାଜ୍ୟ ବିଧାନସଭାରେ ବିଜେଡିର ଦବଦବା ହେତୁ …
ନ୍ୟୁଜ୍, ପଲିଟିକ୍ସ ବିଜେଡିରେ ଦଳଡିଆଁଙ୍କୁ ଗୁରୁତ୍ତ୍ୱ,ମେୟର ପଦ ପାଇଁ ନବୀନଙ୍କ ଭରସା ଜିତିଲେ ଆମଦାନୀ ନେତା March 7, 2022 ଓଡିଶାରେ ଦୀର୍ଘଦିନ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ଚୟନକୁ ନେଇ ଅନେକ ପ୍ରଶ୍ନବାଚୀ। ଚଳିତ ନିର୍ବାଚନରେ ପୁରୁଣା ନେତାଙ୍କୁ ଅଣଦେଖା କରିଛି ବିଜେଡି। ଦଳ ଗଠନ ଦିନଠୁ ଏପର୍ଯ୍ୟନ୍ତ ପଡ଼ି ରହିଥିବା ନେତା ମାନଙ୍କୁ ଅଣଦେଖା କରି ଅନ୍ୟ ଦଳରୁ ଡିଆଁ ମାରୁଥିବା ନେତାଙ୍କୁ ବିଜେଡି…
Connect With Us