Browsing Tag

Biju Pattnaik

Ashok-Das
ନ୍ୟୁଜ୍

123ରୁ 47ରେ ପହଞ୍ଚିଥିବା ଜନତା ଦଳର ଭୁଲ ନିଷ୍ପତ୍ତିକୁ ଦୋହରାଉଛି କି BJD?

By On April 1, 2019

ଟିକେଟ ବଣ୍ଟନକୁ ନେଇ ସବୁ ଦଳରେ ଅସନ୍ତୋଷ।କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି ଏବଂ ବିଜେପି ଅଫିସରେ ତାଲା ଝୁଲିଲା,କିନ୍ତୁ ଭୁବନେଶ୍ୱର ବିଜେଡି ଅଫିସରେ ସେମିତି ଚିତ୍ର ଦେଖିବାକୁ ମିଳିନାହିଁ।ଅନ୍ୟପଟେ ବାମପନ୍ଥୀ-ଜେଏମଏମ ସହ ମେଣ୍ଟ କରି କଂଗ୍ରେସ ରାଜନୈତିକ ପରିପକ୍ୱତାର ପରିଚୟ ଦେଖାଇଛି।ବିଜୟ ମହାପାତ୍ରଙ୍କୁ ଦଳକୁ… Read More

BIJU-Baijayant
ନ୍ୟୁଜ୍

ବିଜୁ ପରିବାର ସହ ୪୮ବର୍ଷ ରହିଥିବା କେନ୍ଦ୍ରାପଡ଼ାକୁ ମିଳିବ କି କେନ୍ଦ୍ର କ୍ୟାବିନେଟରେ ସ୍ଥାନ?

By On March 5, 2019

ଓଡ଼ିଶାରେ ଅଣକଂଗ୍ରେସର ଗଡ଼ କେନ୍ଦ୍ରାପଡ଼ା।୧୯୫୨ର ପ୍ରଥମ ଲୋକସଭା ନିର୍ବାଚନ ସମୟରୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ ସ୍ଥାନ କେନ୍ଦ୍ରପଡ଼ା।କାରଣ କେନ୍ଦ୍ରାପଡ଼ାର ପ୍ରଥମ ସାଂସଦ ନିତ୍ୟାନନ୍ଦ କାନୁନଗୋ, ନେହରୁଙ୍କ ପ୍ରଥମ କ୍ୟାବିନେଟରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏବେ ବୈଜୟନ୍ତ ପଣ୍ଡା… Read More

Narendra Modi Biju Pattnaik
ପଲିଟିକ୍ସ

VP ସିଂହ ଶୁଣି ନଥିଲେ:କିନ୍ତୁ ମୋଦି,ବିଜୁଙ୍କ ଇଚ୍ଛାକୁ ପୂରଣ କଲେ!

By On January 10, 2019

ଭୁବନେଶ୍ୱର:୧୯ ସେପ୍ଟମ୍ବର ୧୯୯୦ରେ ଆସିଲା ଛାତ୍ର ଆତ୍ମାହୂତିର ଖବର। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦେଶବନ୍ଧୁ କଲେଜର ଛାତ୍ର ରାଜୀବ ଗୋସ୍ୱାମୀ ଓ ସୁରେନ୍ଦ୍ର ସିଂ ଚୌହାନଙ୍କ ଆତ୍ମଦାହ ଖବର, ପୂରା ଦେଶକୁ ଦୋହଲାଇ ଦେଲା। ମଣ୍ଡଳ କମିଶନଙ୍କ ରିପୋର୍ଟକୁ ବିରୋଧ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆରମ୍ଭ… Read More

Naveen Campaign
ପଲିଟିକ୍ସ

କଣ ବିଜୁ-ଜେବିଙ୍କ ରେକର୍ଡ ଭାଙ୍ଗିବେ ନବୀନ?

By On January 4, 2019

ଭୁବନେଶ୍ୱର: ବିଜେପିକୁ ଟକ୍କର ଦେଇ ବିଜେଡିର ସଭାସମିତି କରୁଛି। ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ଦିନ ମୁଖ୍ୟମନ୍ତ୍ରୀଙ୍କ ପୁରୀରେ ମହିଳା ସମାବେଶ ବିଜେଡି ଷ୍ଟ୍ରାଟେଜୀର ଏକ ପାର୍ଟ। ସରକାରୀ କାର୍ଯ୍ୟକ୍ରମ ସହ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ବାରିପଦା ସାଧାରଣ ସଭାରେ ଭାଷଣ ଦେବେ ନରେନ୍ଦ୍ର… Read More

New-Prpoposed-Districts
ନ୍ୟୁଜ୍

ନିର୍ବାଚନୀ ତୋଫା:ବିଜୁଙ୍କ ‘ଜିଲ୍ଲା ବୃଦ୍ଧି’ ଫର୍ମୁଲାକୁ ଅନୁସରଣ କରିବେ ନବୀନ!

By On December 20, 2018

ଭୁବନେଶ୍ୱର: କୃଷି ଋଣ ଛାଡ଼ ସାଙ୍ଗକୁ କ୍ୱିଣ୍ଟାଲ ଧାନରେ ୭୫୦ଟଙ୍କା ବୋନସ୍ ପ୍ରଦାନ କରିବାକୁ ଛତିଶଗଡ଼ ସରକାରଙ୍କ ଘୋଷଣା, ବିଜେଡି ଲାଗି ଚାପ ସୃଷ୍ଟି କଲାଣି। ପଡୋଶୀ ରାଜ୍ୟ ଯଦି ଚାଷୀଙ୍କ ଲାଗି ଏତେ ପ୍ୟାକେଜ୍ ଦେଉଛନ୍ତି ତେବେ ନବୀନ ପଟ୍ଟନାୟକ ସରକାର କାହିଁକି… Read More

SSVM
ପଲିଟିକ୍ସ

ବିଜୁଙ୍କ ନାତି ଗାୟତ୍ରୀ ମନ୍ତ୍ର ଜପୁ ନଥିଲେ,ବନ୍ଦ ହୋଇଥାନ୍ତା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର!

By On December 4, 2018

ଭୁବନେଶ୍ୱର:ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସବୁଠୁ ଆଗରେ।ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ଏହି ସ୍କୁଲର ଛାତ୍ରଛାତ୍ରୀ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହୁଛନ୍ତି। ସେଥିପାଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ଼ାଇବା ଲାଗି ଅନେକ ଅବିଭାବକ ଇଚ୍ଛୁକ। ଉଚ୍ଚକୁଟୀର ଶିକ୍ଷା ପଦ୍ଧତି… Read More

dama-rout
ପଲିଟିକ୍ସ

ଓଡ଼ିଶାରେ ରହିଛି ଆଞ୍ଚଳିକ ଦଳର ଦବଦବା: କିନ୍ତୁ କ୍ରେଜ୍ କମୁଥିବା ବିଜୁଙ୍କ ନାଁରେ, ପାର୍ଟି ଗଢ଼ିବେ ଦାମ

By On November 7, 2018

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାକୁ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ, ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ଗଢ଼ିବେ। ନଭେମ୍ବର ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠନ ହେବ ବୋଲି ପାରାଦୀପ ବିଧାୟକ ଦାମ ରାଉତ ସୂଚନା ଦେଇଛନ୍ତି।“ଦୁର୍ନୀତି, ଭ୍ରଷ୍ଟାଚାର ଓ… Read More