ନ୍ୟୁଜ୍ ନୀତିରେ ହେଉଛି ବିଭ୍ରାଟ:ଶ୍ରୀମନ୍ଦିରର ଆୟଠାରୁ ବ୍ୟୟ ବଢ଼ୁଛି January 4, 2023 ନୂଆ ବର୍ଷରେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଥିଲା ଅସମ୍ଭାଳ ଭିଡ। ଅପେକ୍ଷା କରିଥିଲେ ଅନେକ ଶ୍ରଦ୍ଧାଳୁ। ମାତ୍ର ନୂଆ ତିଥିରେ ହିଁ ଉପାସ ରହିଥିଲେ ପ୍ରଭୁ ଲିଙ୍ଗରାଜ। ଭୋଗମଣ୍ଡପ ପଟେ ଜଣେ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଭିତ୍ତି କରି ୨ ସେବାୟତ ଗୋଷ୍ଠୀଙ୍କ ଭିତରେ ବିବାଦ ପାଇଁ ମନ୍ଦିରରେ ତାଲା ଝୁଲିଲା।ସମସ୍ୟାର…
ନ୍ୟୁଜ୍ ଲିଙ୍ଗରାଜ ମନ୍ଦିରରେ ଫାଟ: ଅବହେଳା କରୁଛି ASI November 14, 2022 ବିପଦରେ ଓଡ଼ିଶାର ଐତିହ୍ୟ। କଳା ଓ ସ୍ଥାପତ୍ୟ ଓଡ଼ିଶାର ଏକ ପ୍ରମୁଖ ପରିଚୟ ହୋଇଥିଲା ବେଳେ ଧିରେଧିରେ ଏସବୁ ଉଜୁଡ଼ିବାରେ ଲାଗିଛି। ମନ୍ଦିର ମାଳୀନି ସହରରେ ମନ୍ଦିର ଅସୁରକ୍ଷିତ। ସ୍ଥାପତ୍ୟର ସୁରକ୍ଷା ପାଇଁ ରାଜକୋଷରୁ ପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ସୁରକ୍ଷିତ ନାହିଁ ମନ୍ଦିର। ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାକୁ ନେଇ…
ନ୍ୟୁଜ୍ ବିପଦରେ ଶ୍ରୀମନ୍ଦିର:ଖସୁଛି ପଥର,ବୋହୁଛି ପାଣି October 29, 2022 ‘ବଡ଼ ଦେଉଳୁ ପଥର, ଖସୁଥିବ ଥରକୁ ଥର’ ମାଳିକାର ଏହି ଭବିଷ୍ୟବାଣୀ ସତ ହେଉଛି। ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାର୍ଶ୍ୱ ନାଟମଣ୍ଡପରୁ ପଥର ଖସିଛି। ଯାହାର ଓଜନ ପ୍ରାୟ 3 କିଲୋ ହେବ ଏବଂ ଆକାର ହେବ ଦେଢ଼ ଫୁଟର। କେବଳ ବଡ଼ଦେଉଳ ନୁହେଁ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଫାଟ ହେଲାଣି। ଅବଶ୍ୟ…
ନ୍ୟୁଜ୍, ପଲିଟିକ୍ସ ବିବାଦୀୟ ନିର୍ମାଣର ଅନୁଧ୍ୟାନ,ଏମାର ମଠର କୀର୍ତ୍ତିରାଜିକୁ ନାହିଁ ଧ୍ୟାନ May 17, 2022 ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ବେଳେ ମାଟି ତଳୁ ମିଳିଲାଣି ପ୍ରାଚୀନ କୀର୍ତ୍ତିରାଜି। ଶ୍ରୀମନ୍ଦିର ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ ଏମାର ମଠର ଖନନ ସମୟରେ ପ୍ରାୟ ୪ ଫୁଟ ଲମ୍ବା ଓ ୫ ଫୁଟ ଗୋଲେଇର ଭଗ୍ନ ସିଂହମୂର୍ତ୍ତିର ସନ୍ଧାନ ମିଳିଛି। ପୂର୍ବରୁ ମଧ୍ୟ ଅର୍ଥାତ ଗତ ଏପ୍ରିଲ ୨୯’ରେ…
ନ୍ୟୁଜ୍, ପଲିଟିକ୍ସ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗଜପତିଙ୍କ ସମର୍ଥନ, ASIର ବିରୋଧ April 25, 2022 ଶ୍ରୀମନ୍ଦିର ଚାରି ପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟ ଠିକ୍ ବା ଭୁଲ ତାର ବିଚାର କରୁଛନ୍ତି ହାଇକୋର୍ଟ। ଏଭଳି ସ୍ଥିତିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଐତିହ୍ୟ କରିଡର ନିର୍ମାଣକୁ ଠିକ୍ ବୋଲି କହିଲେଣି। ଭାରତ ସରକାରଙ୍କ ବିଶେଷଜ୍ଞ ଅନୁଷ୍ଠାନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସଆଇ) ଐତିହ୍ୟ କରିଡର ନିର୍ମାଣକୁ ବିରୋଧ କରୁଛନ୍ତି।…
ନ୍ୟୁଜ୍, ପଲିଟିକ୍ସ ରିପୋର୍ଟ ଦେଲାନି ASI,ମିଳିଲାନି ରହିତାଦେଶ: ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିବ ନିର୍ମାଣ April 21, 2022 ଶ୍ରୀମନ୍ଦିର ଚାରି ପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟର ବୈଧତା ସଂପର୍କରେ କୌଣସି ରାୟ ଦେବାକୁ ହାଇକୋର୍ଟ ଅସମର୍ଥ ହୋଇଛନ୍ତି।କୋର୍ଟଙ୍କ ନିକଟରେ ଜବାବ ଦାଖଲ କରିବାରେ ଓଡ଼ିଶା ସରକାର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସଆଇ) ବିଫଳ ହୋଇଛନ୍ତି। ଫଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ମେ’ ୧୬ରେ ହେବ।…
Connect With Us