କିପରି ଥିଲା ରାଜୁ ଶ୍ରୀବାସ୍ତବଙ୍କ କମେଡିର ଯାତ୍ରା:ଜାଣନ୍ତୁ ସେ ୫୦ ଟଙ୍କାର କାହାଣୀ

ଭାରତର ଚର୍ଚ୍ଚିତ ହାସ୍ୟକଳାକାର ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି। କମେଡିର ବାଦଶାହ ରୁପେ ବେଶ୍ ପରିଚିତ ରାଜୁ ଶ୍ରୀବାସ୍ତ। ଅଗଷ୍ଟ ୧୦ ତାରିଖରୁ ହୃତଘାତ ପରେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୧୯୬୩ ଡିସେମ୍ବର ୨୫ରେ ର।ଜୁ ଶ୍ରୀବ।ସ୍ତବଙ୍କ ଜନ୍ମ କ।ନପୁର ଉନ୍ନ।ଓରେ ହୋଇଥିଲ।। 58 ବର୍ଷ ବୟସରେ ତାଙ୍କର ହେହାନ୍ତ ହୋଇଛି।

୫୦ ଟଙ୍କାରୁ ଆରମ୍ଭ କରିଥିଲେ କ୍ୟାରୀୟର୍
ବ୍ୟକ୍ତି ଯେତେ ବି ପ୍ରତିଷ୍ଠିତ ହୁଅନ୍ତୁ ନା କାହିଁକି ସଫଳତା ପଛରେ ସଙ୍ଘର୍ଷର ଏକ କାହାଣୀ ଲୁଚିଥାଏ। ରାଜୁ ଶ୍ରୀବାସ୍ତବଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ସେହିଭଳି ଘଟିଥିଲା। ର।ଜୁ ଶ୍ରୀବ।ସ୍ତବ ଜଣେ ମଧ୍ୟବିତ୍ତ ପରିବ।ରର ସଦସ୍ୟ ଥିଲେ। ପିଲ।ଟି ବେଳରୁ ହିଁ କମେଡି ପ୍ରତି ଇଚ୍ଛ। ଥିଲ।। ପିଲ।ଟି ବେଳୁ ସେ ମିମିକ୍ରି କରୁଥିଲେ। ସେ ହ।ସ୍ୟକଳ।କ।ର ହେବ।କୁ ଚ।ହୁଁଥିଲେ ଓ ସାଧନା ବଳରେ ସେ ସ୍ୱପ୍ନକୁ ସତ ମଧ୍ୟ କରିଥିଲେ। ଅନେକ ସମୟରେ ସେ କ୍ରିକେଟରେ କମେଣ୍ଟ୍ରି ମଧ୍ୟ କରୁଥିଲେ।ନିଜ ଖର୍ଚ୍ଚ ପୂରଣ ପ।ଇଁ ସେ ମୁମ୍ବ।ଇରେ ଅଟୋରିକ୍ସ। ଚଳାଉଥିଲେ। ସେଇଥିରୁ ହିଁ ତାଙ୍କୁ ଖୋରାକ୍ ମିଳିଥିଲା। ଅଟୋ ଯାତ୍ରୀଙ୍କ ଜରିଆରେ ସେ ଏହି ସଫଳତ। ହ।ସଲ କରିଥିଲେ। ନିଜର ପ୍ରଥମ କମେଡି ପ।ଇଁ ୫୦ ଟଙ୍କ। ପ।ଇଥିଲେ। ସେଇଠୁ ସେ କଠିନ ଅଧ୍ୟାବସାୟ କରି କମେଡିରେ ସେ ବିଶ୍ୱର ଅନ୍ୟତମ ସଫଳ କଳ।କ।ର ସାଜିଛନ୍ତି। ର।ଜୁଙ୍କ ପ୍ରଥମ ଟିଭି ସୋ ‘ଟି ଟ।ଇମ ମନୋରଞ୍ଜନ ଥିଲ। ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ନିଜର କଳ।ର ଯ।ଦୁ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ। ତାଙ୍କର ଦେହାନ୍ତ ଅନେକ ସିନେପ୍ରେମୀଙ୍କୁ ବ୍ୟଥିତ କରିଛି।
Connect With Us