Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କୋହଲିଙ୍କ ପରେ କାହାକୁ ଅନ୍‌ ଲାଇନରେ ଅଧିକ ସର୍ଚ୍ଚ କରୁଛନ୍ତି ଫ୍ୟାନ୍‌?ସେ ଧୋନି ନୁହନ୍ତି

By admin • June 21, 2019 • ସ୍ପୋର୍ଟସ୍

ଟିମ୍‌ ଇଣ୍ଡିଆ ରନ୍‌ ମେସିନ୍‌ ବିରାଟ କୋହଲି।କ୍ରିକେଟର କମ୍‌ ସେଲିବ୍ରିଟ୍‌ ଭାବରେ ସାରା ବିଶ୍ୱରରେ ଫେମସ୍‌।କ୍ରିକେଟ ମୈଦାନରେ ଯେମିତି ସୋସିଆଲ ମିଡିଆରେ ବି ଭାରି ଆକ୍ଟିଭ ବିରାଟ।ଲକ୍ଷ ଲକ୍ଷ ଫ୍ୟାନ୍‌ ତାଙ୍କର।ଅନେକ କୋହଲିଙ୍କୁ ନିଜର ରୋଲ୍‌ ମଡେଲ୍‌ ବି ଭାବୁଛନ୍ତି।ବିରାଟଙ୍କ ବିଷୟରେ ଜାଣିବା ପାଇଁ ଲୋକ ବି ଭାରି କ୍ରେଜି ଅନ୍‌ଲାଇନରେ ତାଙ୍କ ବ୍ଲଗ୍‌ ସର୍ଚ କରୁଛନ୍ତି ଅନେକ।ଏକ ରିପୋର୍ଟ ଅନୁସାରେ,ଇଣ୍ଟରନେଟ୍‌ରେ ତାଙ୍କ ବିଷୟରେ ଜାଣିବାକୁ ବେଶୀ ଲୋକ ଆଗ୍ରହୀ।କୋହଲିଙ୍କ ଖବର ଅନ୍‌ ଲାଇନ୍‌ରେ ପଢୁଛନ୍ତି ଲକ୍ଷାଧିକ ଲୋକ।ନିକଟରେ‘କ୍ରିକେଟ୍‌ ପେ୍ଲୟାର୍‌ ରିର୍ଡ‌ ଏନଗେଜମେଣ୍ଟ‘ ଶୀର୍ଷକ ଏକ ରିସର୍ଚ କରାଯାଇଥିଲା।ଏଥିରୁ ଜଣାପଡ଼ିଛି ପାଖାପାଖି ୧୦କୋଟି (ଶହେ ମିଲିଅନ୍‌)ରୁ ଅଧିକ ଲୋକ କୋହଲିଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି।୨୦୧୮ମାର୍ଚ୍ଚରୁ ୨୦୧୯ଫେବ୍ରୁଆରୀ ଯାଏଁ ନେଇ ଏହି ରିସର୍ଚ କରାଯାଇଥିଲା।କୋହିଲ ନିଜର ଆଗ୍ରେସିଭ୍‌ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଫେମସ୍‌।ପ୍ରଫେସନାଲ୍‌ ଲାଇଫ୍‌ ସହ ପର୍ସନାଲ୍‌ ଲାଇଫକୁ ନେଇ ବି ଚର୍ଚ୍ଚାରେ ରହି ଆସିଛନ୍ତି କୋହଲି।ଅନୁଷ୍କାଙ୍କ ସହ ଡେଟ୍‌ କରୁଥିବା ବେଳେ ସବୁବେଳେ ସୋସିଆଲ୍‌ ମିଡିଆ ହେଡଲାଇନ୍ସ ହେଉଥିଲେ କୋହଲି।

ଧୋନି – ରିଷଭ

କୋହଲିଙ୍କ ପରେ ଏମିତି ଜଣେ କ୍ରିକେଟର ସେଲିବ୍ରିଟି ବି ଅଛନ୍ତି,ଯାହାଙ୍କର ଅନ୍‌ ଲାଇନରେ ଅନେକ ଫ୍ୟାନ୍‌ ଫଲୋୟର୍ସ। ସମସ୍ତେ ଭାବୁଥିଲେ ସେ ଧୋନି,ରୋହିତ କିମ୍ବା ବୁମରାହ ହୋଇଥିବେ।ସବୁ ଆକଳନ ଭୁଲ୍‌।ସେହି କ୍ରିକେଟର କମ୍‌ ସେଲିବ୍ରିଟି ଜଣଙ୍କ ଟିମ୍‌ ଇଣ୍ଡିଆର ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ଥ।ସଭେର୍ରୁ ଜଣା ପଡ଼ିଛି କୋହଲିଙ୍କ ପରେ ଇଣ୍ଟରନେଟ୍‌ରେ ପନ୍ଥଙ୍କ ବିଷୟରେ ସର୍ବାଧିକ ଲୋକ ଜାଣିବାକୁ ଚାହିଁଛନ୍ତି।ତାଙ୍କୁ ସର୍ଚ୍ଚ କରିଛନ୍ତି ୧୨ମିଲିଅନ୍‌ ଲୋକ। ଶିଖର ଧାଓ୍ଵନ ଆହତ ହୋଇ ଓ୍ଵାର୍ଲଡ କପରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ଦଳରେ ଇନ୍‌ କରିଛନ୍ତି ପନ୍ଥ।ଟେଷ୍ଟ କ୍ରିକେଟରେ ସକସେସ୍‌ ହେବା ପରେ ଓ୍ଵାନ୍‌ ଡେ ଓ ଟି-ଟ୍ୱିଣ୍ଟିରେ ଏଣ୍ଟ୍ରି ମାରିଥିଲେ।

ରିସର୍ଚରୁ ଜଣା ପଡ଼ିଛି,କୋହଲିଙ୍କ ବିଷୟରେ ଅଧିକ ଲୋକ ଜାଣିବାକୁ ଚାହୁଁଛନ୍ତି।କିନ୍ତୁ ଆର୍ଟିକିଲ ହେଡଲାଇନ୍ସ ଓ କଣ୍ଟେଣ୍ଟରେ ବେଶୀ ସମୟ ରହୁ ନାହାନ୍ତି।ଅତି ବେଶୀରେ ୩୯ ସେକେଣ୍ଡ ଷ୍ଟୋରୀ ଉପରେ ଧ୍ୟାନ ଦେଉଛନ୍ତି।କିନ୍ତୁ ରୁଷଭ ପନ୍ଥଙ୍କ ବିଷୟରେ ବାହାରିଥିବା ଆର୍ଟିକିଲକୁ ଅଧିକ ସମୟ ଦେଉଛନ୍ତି ପାଠକ।ପନ୍ଥଙ୍କ ଷ୍ଟୋରୀରେ ଜଣେ ପାଠକ ପାଖାପାଖି ୫୪ସେକେଣ୍ଡ ରହୁଛନ୍ତି।
୧.ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ କୋହଲିଙ୍କର ଟ୍ଵିଟରରେ ୨୩.୯ ମିଲିଅନ୍‌ ଫଲୋୟର୍ସ ଅଛନ୍ତି।ପନ୍ଥଙ୍କର ଟ୍ଵିଟରରେ ଅଛନ୍ତି ୩ଲକ୍ଷ ୫୫ ହଜାର ଫଲୋୟର୍ସ।

MS DHONIOnline CricketerRISHAB PANTHVirat Kohali
Tweet
0
ଦିନ ମଜୁରିଆଙ୍କ ପୁଅକୁ ତୀରନ୍ଦାଜରେ ଟୋକିଓ ଅଲମ୍ପିକ୍ସ ଟିକେଟ
ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ପଛରେ କିଏ? BJPର ରାଜ୍ୟସଭା ପ୍ରାର୍ଥୀଙ୍କୁ BJDର ସମର୍ଥନ

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.