ଟଙ୍କା ଚିନ୍ତା:ମନ୍ତ୍ରୀଙ୍କୁ CMଙ୍କ ନିର୍ଦ୍ଦେଶ,ଅଚାନକ ଗସ୍ତ କରି ଲୋକଙ୍କ ସହ କଥା ହୁଅ
ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଞ୍ଚଳକୁ ଯଥେଷ୍ଟ ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଗୋପନୀୟତା ବଜାୟ ରଖି ଅଚାନକ ଗସ୍ତ କଲେ ସରକାରୀ କାର୍ଯ୍ୟ ତରାନ୍ୱିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଗସ୍ତ ଯେତେ ଅଧିକ କରିବ ନିଜ ବିଭାଗୀୟ କାର୍ଯ୍ୟର ସଫଳତା ସହଜରେ ଜାଣିହେବ।ଗସ୍ତବେଳେ ଲୋକଙ୍କୁ ଭେଟିବା… Read More
ନିର୍ବାଚନ ବେଳେ Game Changer ‘କାଳିଆ’ପରି ଯୋଜନାର,ଘୋଷଣା ହେବ ବ୍ୟାନ୍!
ନିର୍ବାଚନ ପୂର୍ବରୁ ଯୋଜନା ଘୋଷଣା କରି,ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବା ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।ନିର୍ବାଚନ ଆଗରୁ ଲୋଭନୀୟ ଯୋଜନାରେ ଟଙ୍କା ପ୍ରଦାନ କରିବା ଅସାମ୍ବିଧାନିକ ଏବଂ ଅସୁସ୍ଥ ନିର୍ବାଚନ ପରମ୍ପରା।ନିର୍ବାଚନ ସମୟରେ ସରକାର ଯେପରି ଲୋଭନୀୟ ଯୋଜନା… Read More
ପୁରୀର‘କାଳିଆ’କୁ ତାଳ ଦେବ ଗୋରଖପୁରର PMK
ଚାଷୀଙ୍କୁ କିଏ ନିଜର କରିପାରିବ? ରାଜ୍ୟ ସରକାରଙ୍କ କାଳିଆ ନା କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନା। ଓଡ଼ିଶା ସରକାରଙ୍କ ପରେ ଏବେ କେନ୍ଦ୍ର ସରକାରଙ୍କ ପାଳି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ଟଙ୍କା। ଉତ୍ତରପ୍ରଦେଶର ଗୋରଖପୁରରୁ ରବିବାର ଆରମ୍ଭ ହେବାକୁ ଯାଉଛି… Read More
ବଜେଟରେ ଚାଷୀଙ୍କୁ ତୋଫା:କିନ୍ତୁ ଓଡ଼ିଶାର ଋଣ ବୋଝ ୯୦ହଜାର କୋଟିକୁ ଟପିବ
ନିର୍ବାଚନ ବର୍ଷରେ ଚାଷୀ କାର୍ଡ ଖେଳୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଦି ସରକାର ୬ହଜାର ଟଙ୍କା ଦେବାକୁ ଘୋଷଣା କଲେ। ଆଉ ଗୁବୁବାରରେ ଚାଷୀଙ୍କ ପାଇଁ ଭଣ୍ଡାର ଖୋଲି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କ ଲାଗି… Read More