

ହଟିଗଲେ ରାହୁଲ-ପ୍ରିୟଙ୍କାଙ୍କ ସମକ୍ଷକ: କଂଗ୍ରେସରେ ମିଶିଲେ କହ୍ନେୟା-ଜିଗ୍ନେସ
ଅନେକ ବିବାଦର କେନ୍ଦ୍ରବିନ୍ଦୁ ସାଜିଥିବା ସିପିଆଇ ନେତା କହ୍ନେୟା କୁମାର,ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି।କହ୍ନେୟାଙ୍କ ସହ ଗୁଜୁରାଟର ସ୍ୱାଧିନ ବିଧାୟକ ଜିଗ୍ନେସ ମେବାନୀ ମଧ୍ୟ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲି ହୋଇଛନ୍ତି।ପାଓ୍ୱାର ପଲଟିକ୍ସ ପାଇଁ କଂଗ୍ରେସ !୨୦୧୯ ଲୋକସଭା ନିର୍ବାଚନରେ ବିହାର ବେଗୁସରାଇ ଆସନରୁ ସିପିଆଇରୁ ପ୍ରାର୍ଥୀ ହୋଇ ୪,୨୨,୨୧୭…
Connect With Us