ଫୋନି ପାଇଁ ପାଟକୁରା ନିର୍ବାଚନ ଘୁଞ୍ଚିଲା:କିନ୍ତୁ ହକି ଲିଗ୍ ପାଇଁ IAS ଲବି
ଫୋନିର ତାଣ୍ଡବରେ ୬୪ଜଣଙ୍କ ଜୀବନ ଗଲା।ଧ୍ୱସ୍ତ ହୋଇଗଲା ପୁରୀ,ଖୋର୍ଦ୍ଧା ଓ କଟକ ଜିଲ୍ଲା।ଫୋନି ଯିବାର ୨ସପ୍ତାହ ପରେ ମଧ୍ୟ ବିଦ୍ୟୁତ ଓ ପାଣି ଲାଗି ଡ଼ହଳ ବିକଳ ହେଉଛନ୍ତି ଭୁବନେଶ୍ୱରବାସୀ।ଅପରପକ୍ଷରେ୨୦୨୦ରେ ଜାପାନରେ ହେବାକୁ ଥିବା ଅଲମ୍ପିକ୍ ପାଇଁ ଯୋଗ୍ୟତା ହାସଲ ଲାଗି ହକି ସିରିଜର… Read More
ତଥାଗତଙ୍କ ଅଭିଯୋଗ‘ଫୋନି ମୁକାବିଲାର ସାବାସି ସାର୍ଟିଫିକେଟ୍ ଯୋଗାଡ଼ ହୋଇଛି’
ବିଜୁ ଯୁବବାହିନୀ ପରେ ଏବେ ଜାତିସଂଘର ପ୍ରଶଂସା ପତ୍ରର ସତ୍ୟତାକୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ।ଫୋନି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜୁ ଯୁବବାହିନୀ କୁଆଡେ ଗଲା ବୋଲି ତଥାଗତ ନିଜ ଖବର କାଗଜ‘ଧରିତ୍ରୀ’ରେ ପ୍ରଶ୍ନ କରିଥିଲେ।ଏବେThe Times Of Indiaକୁ… Read More
ହୁଡହୁଡ ବେଳେ କନ୍ଧମାଳ ଉପନିର୍ବାଚନ ହେଲା:ଫନି ବେଳକୁ ଭୟ କାହିଁକି?
ପାଟକୁରା ନିର୍ବାଚନ ଓଡ଼ିଶା ରାଜନୀତିକୁ ହଇଚଇ କଲାଣି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଯେଣତେଣ ପ୍ରକାରେଣ ବିଧାନସଭାକୁ ପୁରାଇ ନଦେବେ ସେହି ଚିନ୍ତାରେ ନବୀନ।ବିଜୟଙ୍କୁ ହରାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛି ବିଜେଡି।ପାଟକୁରା ଭୋଟକୁ ଘଞ୍ଚାଇବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ… Read More