ରାଜ୍ୟସଭା ନିର୍ବାଚନ ପାଇଁ BJD ପକ୍ଷରୁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସୁବାସ ସିଂ,ମୁନା ଖାଁ,ସୁଜିତ କୁମାର ଏବଂ ୪ର୍ଥ ପ୍ରାର୍ଥୀ ଭାବେ ମମତା ମହନ୍ତ ଆଜି(ବୁଧବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସେପଟେ ୯ ବିଧାୟକ ଥିବା କଂଗ୍ରେସ,ରାଜ୍ୟସଭା ନିର୍ବାଚନରେ ଭାଗ…
ଓଡ଼ିଶା ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ଆଡ଼ଋଷା ଦେଇଥିବା ନେତାଙ୍କ ମାନଭଞ୍ଜନ ଚାଲିଛି। ଏହାର ଭିତରେ ଏବେ ସମସ୍ତଙ୍କ ଉତ୍କଣ୍ଠା ଓଡ଼ିଶା ରାଜନୀତିର ଦୁଇ ନାୟକ ଦିଲ୍ଲୀପ-ବିଜୟଙ୍କ ଗତି କୁଆଡେ?ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଘୋର ରାଜନୈତିକ ଶତ୍ରୁ ଦିଲ୍ଲୀପ…
୧୭ ବର୍ଷ ପରେ ଓଡ଼ିଶାର ରାଜନୈତିକ ଇତିହାସ କଡ଼ ଲେଉଟାଇଲା। ୨୦୦୨ରେ ଯେଉଁ ଦଳରୁ ନିଲମ୍ବିତ ହୋଇଥିଲେ ସେହି ବିଜେଡିକୁ ଦିଲ୍ଲୀପ ରାୟ ଫେରୁଛନ୍ତି!ଆଜି(ଶନିବାର)ସଂଧ୍ୟାରେ ଦିଲ୍ଲୀପ ରାୟ,ପ୍ରଣବ ଦାସଙ୍କ କାରରେ ନବୀନ ନିବାସ ଯାଇଥିଲେ।ନବୀନଙ୍କ ସହ ଦିଲ୍ଲୀପଙ୍କ ଆଲୋଚନା ବେଳେ…
ବାପାଙ୍କ ପରି ଉପନିର୍ବାଚନରେ ସାଂସଦ ହେଲେ; କିନ୍ତୁ ମା’ଙ୍କ ସହ ରାଜ୍ୟସଭା ଯାଇଥିବା ଦିଲ୍ଲୀପଙ୍କ ପାଇଁ ଇସ୍ତଫା ଦେବେ!
ଭୁବନେଶ୍ୱର:୧୬ବର୍ଷ ପରେ ଓଡ଼ିଶାର ରାଜନୈତିକ ଇତିହାସ କଡ଼ ଲେଉଟାଇବ ବୋଲି ଚର୍ଚ୍ଚା ଚାଲିଛି। ୨୦୦୨ରେ ଯେଉଁ ଦଳରୁ ନିଲମ୍ବିତ ହୋଇଥିଲେ ସେହି ବିଜୁ ଜନତା ଦଳକୁ ଦିଲ୍ଲୀପ ରାୟ ଫେରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଯେଉଁ ଆଳି ରାଣୀ-ସୁଶ୍ରୀଦେବୀଙ୍କ ସହ…
ବିଜେପିକୁ ଦିଲ୍ଲୀପ-ବିଜୟଙ୍କ ଗୁଡବାଏ,୨୬ଡିସେମ୍ବରରେ ଶଙ୍ଖନାଦ! ବିଜୟଙ୍କ ସହ ବିଜେଡିର ୩ ସାଂସଦଙ୍କ ଗୁପ୍ତ ବୈଠକ!
ଭୁବନେଶ୍ୱର-ବିଜେପି ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ।ଆଜି(ନଭେମ୍ବର-୩୦)ଦିଲ୍ଲୀପ ରାୟ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରଦୀପ ଅମାତଙ୍କୁ ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି।ଏହାପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ…
ଭୁବନେଶ୍ୱର: ୧୯୯୮ ମସିହାରେ ଜାତୀୟ ରାଜନୀତିର ଚର୍ଚ୍ଚିତ ନେତା ଥିଲେ ବିଜେଡି ସାଂସଦ ଦିଲ୍ଲୀପ ରାୟ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦିଲ୍ଲୀପ ରାୟ। ସଂଖ୍ୟା ଗଣିତରେ ପଛରେ ଥିବା ଏନଡିଏ ଲାଗି…