ବିଜୁ ଜନତା ଦଳରେ ବରିଷ୍ଠଙ୍କ ଗୁରୁତ୍ୱ ନାହିଁ କହିଲେ ଚଳେ।ଦଳରେ ସାମିଲ ହେଉଥିବା ନେତାଙ୍କୁ ମନ୍ତ୍ରୀ କରାଯାଉଛି।ନବ ଦାସ,ରଘୁନନ୍ଦନ ଦାସ, ତୁଷାରକାନ୍ତ ବେହେରାମନ୍ତ୍ରୀ ହେବା ଏହାକୁ ସ୍ପଷ୍ଟ କରୁଛି।ଫଳରେ ଦେବୀ ମିଶ୍ର,ଅମର ଶତପଥି,ରୋହିତ ପୂଜାରୀ,ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ…
ପାରାଦୀପ ବିଧାୟକ ଦାମଦୋର ରାଉତ ଆଜି(ଗୁରୁବାର) ବିଜେପିରେ ମିଶିଛନ୍ତି।ରାଜ୍ୟର ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଦାମ ରାଉତଙ୍କ ମିଶ୍ରଣ ପର୍ବ ଦିଲ୍ଲୀ ଅଫିସରେ ଅନୁଷ୍ଠିତ ହୋଇଛି।“ବିଜୁ ପଟ୍ଟନାୟକ ତାଙ୍କୁ ରାଜନୀତିକୁ ଆଣିଥିଲେ। କିନ୍ତୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ବିଜୁ…
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସବୁବେଳେ ନୂଆ ରାଜନୈତିକ ଦଳର ଜନ୍ମ ହୋଇଥାଏ। ୨୦୧୯ ନିର୍ବାଚନ ଆଗରୁ ସେମିତି, ଓଡ଼ିଶାରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ହେବାକୁ ଯାଉଛି। ବିଜୁ ସମତାକ୍ରାନ୍ତି ଦଳ ନାଁରେ ପଞ୍ଜିକୃତ ହେବାକୁ ଯାଉଥିବା ପାର୍ଟିର…
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାକୁ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ, ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ଗଢ଼ିବେ। ନଭେମ୍ବର ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠନ ହେବ ବୋଲି ପାରାଦୀପ ବିଧାୟକ ଦାମ ରାଉତ ସୂଚନା…
ଭୁବନେଶ୍ୱର:ନବୀନ ପଟ୍ଟନାୟକଙ୍କ ବିରୋଧରେ ଦାମଦୋର ରାଉତ ଏବଂ ବୈଜୟନ୍ତ ପଣ୍ଡାଙ୍କ ମିଳିତ ଜନସଭା ହୋଇପାରିଲା ନାହିଁ। ବାରିପଦାର ଛଉ ପଡ଼ିଆର ସମାବେଶରେ ଯୋଗ ଦେଲେ ନାହିଁ ବୈଜୟନ୍ତ। ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ୟାନରରେ ଆୟୋଜିତ ସଭାରୁ ଯଦିଓ ଦାମ…
ଭୁବନେଶ୍ୱର: ଦାମଦୋର ରାଉତ ଏବଂ ବୈଜୟନ୍ତ ପଣ୍ଡା ଗୋଟିଏ ମଞ୍ଚରୁ ନବୀନ ପଟ୍ଟନାୟକଙ୍କୁ ଆଟାକ୍ କରିବାକୁ ଯାଉଛନ୍ତି। ବାରିପଦାର ଛଉ ପଡ଼ିଆରୁ ଉଭୟ ନିଜର ରାଗ ବିଜେଡି ସରକାର ଉପରେ ଝାଡିବେ ବୋଲି ଖବର ରହିଛି। ଆଦିବାସୀଙ୍କ ଗଡ଼ ମୟୂରଭଞ୍ଜରୁ…
ଭୁବନେଶ୍ୱର:ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଟପରେ ଥିଲାବେଳେ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ ନୂଆ ଦଳ ଗଠନ କରିବାକୁ ଚାହୁଁଛନ୍ତି। ପୁଅ ନବୀନଙ୍କୁ ଟକ୍କର ଦେବାକୁ ଦାମଦୋର ରାଉତ ବାପା ବିଜୁ ପଟ୍ଟନାୟକଙ୍କ ନାଁରେ ଦଳରେ ଗଢିବେ। ଅକ୍ଟୋବର ଶେଷ…