ଟି-ଟ୍ୱେଣ୍ଟିରେ ହାରିଥିଲା ଟିମ୍ ଇଣ୍ଡିଆ। ଆଶା ଥିଲା ବିଶ୍ୱକପ୍ ପୂର୍ବରୁ ଦେଶବାସୀଙ୍କୁ ହୋମ ଗ୍ରାଉଣ୍ଡରେ ସିରିଜ ବିଜୟ ଭେଟି ଦେବ ଭାରତ। କିନ୍ତୁ ଦିଲ୍ଲୀ ଫିରୋଜ ଶାହ କୋଟଲାରେ ଶେଷ ମ୍ୟାଚ୍ ଜିତିବା ସହ ଦିନିକିଆ ସିରିଜ ଜିତି ନେଲା…
ଟେଷ୍ଟ ସିରିଜ ବିଜୟ ପରେ କ୍ରିକେଟ ପ୍ରେମୀ ଆଶା ରଖିଥିଲେ ବିଜୟରୁ ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ। କିନ୍ତୁ ଆଶା ପୂରଣ ହେଲାନି। ସିଡନୀ ଓ୍ଵାନ ଡେରେ ଅଷ୍ଟ୍ରେଲିଆ ଦେଇଥିବା ୨୮୯ରନର ଟାଗେର୍ଟଠାରୁ ୩୪ ରନ ପଛରେ ରହିଗଲା…
ବର୍ଷା କାରଣରୁ ସିଡନୀ ଟେଷ୍ଟ ଡ୍ର ରହିଲା। ଏହାସହ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ମାତ ଦେଇଛି ଟିମ୍ ଇଣ୍ଡିଆ। ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟର ସ୍ୱାଦ ଚାଖିଛି ଭାରତ। କଙ୍ଗାରୁ ମାଟିରେ…