ନ୍ୟୁଜ୍
ବିଜୁଙ୍କ ବନବାସ ଥିଲା୨୭ବର୍ଷ:ବିଜୟଙ୍କର ହେଲା୧୯ବର୍ଷ
ହାଇଭୋଲଟେଜ୍ ପାଟକୁରା ନିର୍ବାଚନର ଫଳାଫଳ,ଓଡ଼ିଶା ସରକାରଙ୍କୁ ପ୍ରଭାବିତ କରିବ ନାହିଁ ସତ।କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋର ବିରୋଧି ବିଜୟ ମହାପାତ୍ରଙ୍କର ବଡ଼ ବ୍ୟବଧାନରେ ପରାଜୟ ଘଟିଛି।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ,ବିଜେପିର ବିଜୟ ମହାପାତ୍ରଙ୍କୁ ୧୭ହଜାର ୯୨୦ଭୋଟ ବ୍ୟବଧାନରେ ହରାଇଛନ୍ତି।ସାବିତ୍ରୀଙ୍କୁ ୯୬ହଜାର ୧୭ଭୋଟ ମିଳିଥିଲା ବେଳେ ବିଜୟଙ୍କୁ… Read More
ନ୍ୟୁଜ୍
ଏପ୍ରିଲ 2’ରେ ବେଦୁଙ୍କ ସ୍ତ୍ରୀଙ୍କୁ BJD ହତାଦର କଲା:ସିମ୍ପାଥି ପାଇଁ ସାବିତ୍ରୀଙ୍କୁ ପ୍ରାର୍ଥୀ କଲେ!
ବିଜୟ ମହାପାତ୍ରଙ୍କୁ ପାଟକୁରାରେ ହରାଇବା ଲାଗି ସିମ୍ପାଥି କାର୍ଡର ସାହାରା ନେଇଛନ୍ତି ନବୀନ ପଟ୍ଟନାୟକ।ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ନବୀନ ଜାଣନ୍ତି ଏବେ ପାଟକୁରା ମୁଡ୍ ବିଜୟଙ୍କ ସପକ୍ଷରେ ରହିଛି।ସେଥିପାଇଁ ମେ’୧୯ରେ ଭୋଟ ହେବାକୁ ଥିବା ପାଟକୁରା ଆସନରେ… Read More