

ଉପନିର୍ବାଚନରେ ବିଜେପୁରର ହ୍ୟାଟ୍ରିକ:ବିଜୟଲକ୍ଷ୍ମୀ-ମନ୍ଦାକିନୀ-ପ୍ରତ୍ୟୁଷାଙ୍କ ଦଷା ଭୋଗିବେ ରୀତା!
ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ଜନ୍ମ ନେଇଥିବା ବିଜେଡି ସର୍ବଦା ସିମ୍ପାଥି ଥିଓରୀକୁ ଗୁରୁତ୍ୱ ଦେଇଛି।ସେଥିପାଇଁ ପାଟକୁରାରେ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ସ୍ତ୍ରୀ ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥୀ କରିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ।ପାଟକୁରା ସହ ଏବେ ବିଜେପୁରରେ ଉପନିର୍ବାଚନ ହୋଇପାରେ।କାରଣ ୨ଟି ଆସନରୁ ଜିତିଥିବା ନବୀନ,ବିଜେପୁରରୁ ଇସ୍ତଫା ଦେଇଥିବାରୁ ସେହି ଆସନରେ…
Connect With Us