ବିଜୁ ଜନତା ଦଳରେ ବରିଷ୍ଠଙ୍କ ଗୁରୁତ୍ୱ ନାହିଁ କହିଲେ ଚଳେ।ଦଳରେ ସାମିଲ ହେଉଥିବା ନେତାଙ୍କୁ ମନ୍ତ୍ରୀ କରାଯାଉଛି।ନବ ଦାସ,ରଘୁନନ୍ଦନ ଦାସ, ତୁଷାରକାନ୍ତ ବେହେରାମନ୍ତ୍ରୀ ହେବା ଏହାକୁ ସ୍ପଷ୍ଟ କରୁଛି।ଫଳରେ ଦେବୀ ମିଶ୍ର,ଅମର ଶତପଥି,ରୋହିତ ପୂଜାରୀ,ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ…
ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ବିଧାୟକ ସରୋଜ ମେହେର ଗିରଫ।ପାଟଣାଗଡ ବିଧାୟକ ସରୋଜଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ।ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଛନ୍ତି ବିଧାୟକ।ରାସ୍ତାକାମକୁ ନେଇ ବିଧାୟକ ସରୋଜ,ଯନ୍ତ୍ରୀଙ୍କୁ ରୋଡରେ…