ଏକ୍ସଷ୍ଟେନସନରେ ଥିବା ପୂର୍ତ୍ତ ସଚିବ ନଳିନୀ ପ୍ରଧାନ,ନିଜ ପଦରୁ ଗୁରୁବାର ଦେଲେ ଇସ୍ତଫା। ଏବେ ତାଙ୍କୁ ବିଜେଡି ପାଛୋଟି ନେବ।ପୂର୍ବରୁ ଚାକିରୀରୁ ସେଚ୍ଛାକୃତ ଅବସର ନେଇଥିବା ପ୍ରିନିସପାଲ୍ ଆକାଉଣ୍ଟାଟ୍ ଜେନେରାଲ୍ ଅମର ପଟ୍ଟନାୟକ,ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ …
ଭୁବନେଶ୍ୱର: ବିଜୁ ଜନତା ଦଳରେ ସରକାରୀ ବାବୁଙ୍କୁ ଭାରି ଆଦର। ଅବସର ପରେ ସେମାନଙ୍କୁ ବିଜେଡିରେ ମିଳୁଛି ପ୍ରାଧାନ୍ୟ।ପ୍ୟାରୀମୋହନ ମହାପାତ୍ର ହୁଅନ୍ତୁ କି ବିଜୟ ପଟ୍ଟନାୟକ,ଏବେ ତ ଚାକିରୀ ଛାଡି ପ୍ରିନିସପାଲ୍ ଆକାଉଣ୍ଟାଟ୍ ଜେନେରାଲ୍ ଅମରାନନ୍ଦ ପଟ୍ଟନାୟକ ବିଜେଡି ଆଇଟି…