ଭୁବନେଶ୍ୱରରେ MLA ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବେଧଡକ୍ ଗଛକଟା ଚାଲିଛି। ବର୍ଷ ବର୍ଷର ପୁରୁଣା ଗଛକୁ କାଟି ଦିଆଯାଉଛି। ପ୍ରବଳ ତାତିରେ ସିଝୁଥିବା ରାଜଧାନୀର ଜଳବାୟୁ ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇଥିବା ବେଳେ ଏଠାରେ ବିକାଶ…
ଶ୍ରୀମନ୍ଦିର ଚାରି ପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟର ବୈଧତା ସଂପର୍କରେ କୌଣସି ରାୟ ଦେବାକୁ ହାଇକୋର୍ଟ ଅସମର୍ଥ ହୋଇଛନ୍ତି।କୋର୍ଟଙ୍କ ନିକଟରେ ଜବାବ ଦାଖଲ କରିବାରେ ଓଡ଼ିଶା ସରକାର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ଏଏସଆଇ) ବିଫଳ ହୋଇଛନ୍ତି। ଫଳରେ ଶ୍ରୀମନ୍ଦିର ପରିକ୍ରମା…
ହାଇକୋର୍ଟର ବିଚାରପତିଙ୍କୁ ସମ୍ବୋଧନ କରିବା ନେଇ ହୋଇପାରେ ପରିବର୍ତ୍ତନ।ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।ହାଇକୋର୍ଟର ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍ ସମ୍ବୋଧନ କରିବେନି ଆଇନଜୀବୀ।ଏହା ବଦଳରେ ହାଇକୋର୍ଟରେ ମାମଲା ଶୁଣାଣି…
ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ହାଇକୋର୍ଟକୁ ଜଣାଇଲେ ସରକାର।ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇଛନ୍ତି। ଜାନୁଆରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ ଓ ୫…
ଜେଲରେ ୧୯ ବର୍ଷ!ସେ ପୁଣି ଦୋଷୀ ନୁହେଁ,ବରଂ ନିର୍ଦ୍ଦୋଷ।୧୯ ବର୍ଷ ଜେଲରେ କାଟିଲା ପରେ ଆଇନର ବିଚାରରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି ଜଣେ ଅଭିଯୁକ୍ତ।ନିର୍ଦ୍ଦୋଷରେ ପ୍ରମାଣ ହେବା ପରେ ସେ ଯେତିକି ଖୁସୀ ଅଛନ୍ତି ତାଠାରୁ ଅଧିକ ଦୁଃଖ ଦେଇଛି…
ଅଦଲାତ ଅବମାନନା ମାମଲାର ଶୁଣାଣି କରିବା ଲାଗି ଓଡ଼ିଶା ହାଇକୋର୍ଟ ବସିଲା ଫୁଲ୍ ବେଞ୍ଚ।ମୁଖ୍ୟ ବିଚାରପତି କଳ୍ପେଶ ସତେନ୍ଦ୍ର ଜାଭରୀଙ୍କ ସମେତ ୧୪ ବିଚାରପତିଙ୍କୁ ନେଇ ହାଇକୋର୍ଟର ସମସ୍ତ ଜଜ୍ ମାମଲାର ଶୁଣାଣି କରିଛନ୍ତି।ହାଇକୋର୍ଟର ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର…