ନ୍ୟୁଜ୍, ସ୍ପୋର୍ଟସ୍ ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ, ୭୨ ବର୍ଷ ପରେ ପ୍ରଥମ ଥର ଟେଷ୍ଟ ସିରିଜ ବିଜୟୀ January 7, 2019 ବର୍ଷା କାରଣରୁ ସିଡନୀ ଟେଷ୍ଟ ଡ୍ର ରହିଲା। ଏହାସହ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ମାତ ଦେଇଛି ଟିମ୍ ଇଣ୍ଡିଆ। ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟର ସ୍ୱାଦ ଚାଖିଛି ଭାରତ। କଙ୍ଗାରୁ ମାଟିରେ ଟିମ୍ ଇଣ୍ଡିଆକୁ ଟେଷ୍ଟ ସିରିଜ ବିଜୟ ଭେଟି ଦେବାରେ ପ୍ରଥମ…
ନ୍ୟୁଜ୍, ସ୍ପୋର୍ଟସ୍ ସିଡନୀ ମହାସମର: କୋହଲି ବାହିନୀ ଭାଙ୍ଗିପାରେ ୭୧ବର୍ଷର ରେକର୍ଡ January 2, 2019 ଆସନ୍ତକାଲି (ଗୁରୁବାର) ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବର୍ଡର ଗାଭାସ୍କର ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ୍। ସିଡନୀରେ ଏହି ମ୍ୟାଚ୍ ଖେଳାଯିବ। ୪ଟିକିଆ ସିରିଜରେ ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ମାଟିରେ ୭୧ ବର୍ଷ ଭିତରେ ଭାରତ ଗୋଟିଏ ବି ସିରିଜ ବିଜୟୀ ହୋଇ ନାହିଁ।…
Connect With Us