ଓଡ଼ିଶା ରାଜନୀତିର ହାର୍ଟ ହେଉଛି କଟକ।ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ,ବିଜୁ ପଟ୍ଟନାୟକ ଏବଂ ଜେ.ବି.ପଟ୍ଟନାୟକ କଟକ ଲୋକସଭାକୁ ପ୍ରତିନିଧିତ୍ୱ କରିଛନ୍ତି।ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଭୂମି ହେଉଛି କଟକ। ପ୍ରତିଥର ପରି ଏଥର ମଧ୍ୟ କଟକ ଲୋକସଭା ଆସନ ଉପରେ…
ହାଇ ପ୍ରୋଫାଇଲ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପପୁଲାର ଚେହେରା ପ୍ରକାଶ ମିଶ୍ରଙ୍କୁ ଫିଟ୍ କରିବାକୁ ଯାଉଛି ବିଜେପି।ପୂର୍ବତନ ପୋଲିସ ମହାନିର୍ଦ୍ଦେଶ ପ୍ରକାଶ ମିଶ୍ର ଆଜି(ରବିବାର)ବିଜେପିରେ ଯୋଗ ଦେଇ କଟକର ଦାୟିତ୍ୱ ନେବେ ବୋଲି ଖବର ରହିଛି।୧୯୭୭ବ୍ୟାଚର ଓଡ଼ିଶା କ୍ୟାଡର…