ନ୍ୟୁଜ୍, ପଲିଟିକ୍ସ କିଏ ବଦଳାଇଲା ନରହନ୍ତା ବିଧାୟକଙ୍କ ଗାଡି ନମ୍ବର? March 25, 2022 ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଏବେ ଅନେକ ବିବାଦ ମୁଣ୍ଡ ଟେକୁଛି। ଗୁଣ୍ଡାଗର୍ଦ୍ଦି ପାଇଁ ଅନେକ ଥର ବିବାଦକୁ ଆସିଥିବା ପ୍ରଶାନ୍ତ ଜଗଦେବଙ୍କ ନାଁରେ ପୁଣି ଯୋଡି ହୋଇଛି ଅପରାଧର ନୁଆ ଫର୍ଦ୍ଦ। ଗିରଫ ହୋଇ ବାଣପୁର ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଉ ଏକ ମାମଲା…
ନ୍ୟୁଜ୍, ପଲିଟିକ୍ସ ନରହନ୍ତା BJD ବିଧାୟକ, ଲୋକଙ୍କ ଉପରେ ଗାଡି ଚଢାଇ ଦେଲେ MLA ଜଗଦ୍ଦେବ March 12, 2022 ସୀମା ଟପୁଛି ରାଜ୍ୟରେ ଅରାଜକତା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ବେଳେ ଚିଲିକାରୁ ଏକ ଦୁଃଖଦ ଖବର ଆସିଛି। ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜନସାଧାରଣଙ୍କ ଉପରେ ଗାଡି ଚଢ଼ାଇ ଦେଇଛନ୍ତି। ଏହି ଘଟଣାରେ ୩ ବିଜେପି କର୍ମୀ, ୨୨ ଜଣ ସାଧାରଣ ଜନତା ଗୁରୁତର ଆଘାତ…
Connect With Us