Browsing Tag

BJD

BIJEPUR-BY-Election
ନ୍ୟୁଜ୍

ଅଧିକ ଭୋଟରେ ହିଞ୍ଜିଳିରୁ ଜିତିଲେ,ବିଜେପୁର ଆସନରୁ ନବୀନ ଦେଇପାରନ୍ତି ଇସ୍ତଫା!

By On March 18, 2019

ବିଜୁ ପଟ୍ଟନାୟକ ନିଜର ଶେଷ ନିର୍ବାଚନ ଦୁଇଟି ଆସନରୁ ଲଢ଼ିଥିଲେ।୧୯୯୬ନିର୍ବାଚନରେ କଟକ ଏବଂ ଆସିକା ଲୋକସଭା ଆସନରୁ ବିଜୁ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।ଆଉ ଉଭୟ ଆସନରୁ ବିଜୁ ପଟ୍ଟନାୟକ ବିଜୟୀ ହୋଇଥିଲେ। ତେବେ ଅଧିକ ଭୋଟ ପାଇଥିବାରୁ ନିଜ ଜିଲ୍ଲା ଗଞ୍ଜାମର ଆସିକା ଆସନକୁ… Read More

Dillip-Ray
ନ୍ୟୁଜ୍

ଅଡୁଆରେ ନବୀନ:ବିଜୟଙ୍କୁ ନେଇ ବାରଗେନ୍ କରୁଛନ୍ତି ଦିଲ୍ଲୀପ ରାୟ!

By On March 16, 2019

୧୭ ବର୍ଷ ପରେ ଓଡ଼ିଶାର ରାଜନୈତିକ ଇତିହାସ କଡ଼ ଲେଉଟାଇଲା। ୨୦୦୨ରେ ଯେଉଁ ଦଳରୁ ନିଲମ୍ବିତ ହୋଇଥିଲେ ସେହି ବିଜେଡିକୁ ଦିଲ୍ଲୀପ ରାୟ ଫେରୁଛନ୍ତି!ଆଜି(ଶନିବାର)ସଂଧ୍ୟାରେ ଦିଲ୍ଲୀପ ରାୟ,ପ୍ରଣବ ଦାସଙ୍କ କାରରେ ନବୀନ ନିବାସ ଯାଇଥିଲେ।ନବୀନଙ୍କ ସହ ଦିଲ୍ଲୀପଙ୍କ ଆଲୋଚନା ବେଳେ ଅନଙ୍ଗ ଉଦୟ ସିଂହଦେଓ,ପ୍ରସନ୍ନ… Read More

DAMA-ROUT
ନ୍ୟୁଜ୍

BJPରେ ଦାମ:ଜଗତସିଂହପୁର ଲୁଣି ପାଣିରେ ଫୁଟିବ କି ପଦ୍ମ?

By On March 14, 2019

ପାରାଦୀପ ବିଧାୟକ ଦାମଦୋର ରାଉତ ଆଜି(ଗୁରୁବାର) ବିଜେପିରେ ମିଶିଛନ୍ତି।ରାଜ୍ୟର ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଦାମ ରାଉତଙ୍କ ମିଶ୍ରଣ ପର୍ବ ଦିଲ୍ଲୀ ଅଫିସରେ ଅନୁଷ୍ଠିତ ହୋଇଛି।“ବିଜୁ ପଟ୍ଟନାୟକ ତାଙ୍କୁ ରାଜନୀତିକୁ ଆଣିଥିଲେ। କିନ୍ତୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ପ୍ରକୃତିର ବିପରୀତ।… Read More

BIJU YUBA VAHINI
ନ୍ୟୁଜ୍

ବିଜୁ ଯୁବବାହିନୀର ଫାଇଦା ପାଇବ କି BJD? TISSA ନେଇଥିଲା ନନ୍ଦିନୀଙ୍କ ଚୌକି

By On March 11, 2019

ବିଜୁ ଯୁବବାହିନୀ ଅଡୁଆ କଲାଣି ବିଜୁ ଜନତା ଦଳକୁ। ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବିଜୁ ଯୁବବାହିନୀର ସଭ୍ୟମାନେ ଗୁଣ୍ଡାଗର୍ଦ୍ଦି କରିଥିଲେ ବୋଲି ଅଭିଯୋଗ ହୋଇଥିଲା।ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ରାୟଗଡ଼ାରେ ଆକ୍ରମଣ ଘଟଣାରେ ମଧ୍ୟ ବିଜୁ ଯୁବ ବାହିନୀକୁ ବହୁ ସମାଲୋଚନା… Read More

BIJU-Baijayant
ନ୍ୟୁଜ୍

ବିଜୁ ପରିବାର ସହ ୪୮ବର୍ଷ ରହିଥିବା କେନ୍ଦ୍ରାପଡ଼ାକୁ ମିଳିବ କି କେନ୍ଦ୍ର କ୍ୟାବିନେଟରେ ସ୍ଥାନ?

By On March 5, 2019

ଓଡ଼ିଶାରେ ଅଣକଂଗ୍ରେସର ଗଡ଼ କେନ୍ଦ୍ରାପଡ଼ା।୧୯୫୨ର ପ୍ରଥମ ଲୋକସଭା ନିର୍ବାଚନ ସମୟରୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ ସ୍ଥାନ କେନ୍ଦ୍ରପଡ଼ା।କାରଣ କେନ୍ଦ୍ରାପଡ଼ାର ପ୍ରଥମ ସାଂସଦ ନିତ୍ୟାନନ୍ଦ କାନୁନଗୋ, ନେହରୁଙ୍କ ପ୍ରଥମ କ୍ୟାବିନେଟରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏବେ ବୈଜୟନ୍ତ ପଣ୍ଡା… Read More

BJD-RAILWAY
ନ୍ୟୁଜ୍

ଓ୍ୱାଲଟିୟର ଡିଭିଜନ BJDକୁ କଲା ଦି’ଫାଳ:ରାୟଗଡ଼ା ଡିଭିଜନକୁ ସାଂସଦଙ୍କ ସମର୍ଥନ,ବିରୋଧ କରୁଛନ୍ତି ବିଧାୟକ

By On March 2, 2019

ରେଲଓ୍ୱେର ହେଲା କଳେବର ବୃଦ୍ଧି। ସୃଷ୍ଟି ହେଲା ଗୋଟିଏ ଜୋନ ଏବଂ ଗୋଟିଏ ଡିଭିଜନ। ନୂତନ ସାଉଥ କୋଷ୍ଟ ଜୋନ ଆନ୍ଧ୍ର ଭାଗରେ ପଡ଼ିଥିଲା ବେଳେ ଓଡ଼ିଶାରେ ରାୟଗଡ଼ା ଡିଭିଜନ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଫଳରେ ଦେଶରେ ଏବେ ୧୭ଟି… Read More

Nalin-Pradhan Card
ନ୍ୟୁଜ୍

ଫୋକସରେ ଚଷା ଭୋଟ:ସମ୍ବଲପୁରରେ BJDର ମୋର୍ଚ୍ଚା ସମ୍ଭାଳିବେ,ପୂର୍ବତ୍ତନ ପୂର୍ତ୍ତ ସଚିବ!

By On March 1, 2019

ଏକ୍ସଷ୍ଟେନସନରେ ଥିବା ପୂର୍ତ୍ତ ସଚିବ ନଳିନୀ ପ୍ରଧାନ,ନିଜ ପଦରୁ ଗୁରୁବାର ଦେଲେ ଇସ୍ତଫା। ଏବେ ତାଙ୍କୁ ବିଜେଡି ପାଛୋଟି ନେବ।ପୂର୍ବରୁ ଚାକିରୀରୁ ସେଚ୍ଛାକୃତ ଅବସର ନେଇଥିବା ପ୍ରିନିସପାଲ୍ ଆକାଉଣ୍ଟାଟ୍ ଜେନେରାଲ୍ ଅମର ପଟ୍ଟନାୟକ,ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ  ଏବଂ ସିବିଆଇର ପୂର୍ବତନ… Read More