ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ଜନ୍ମ ନେଇଥିବା ବିଜେଡି ସର୍ବଦା ସିମ୍ପାଥି ଥିଓରୀକୁ ଗୁରୁତ୍ୱ ଦେଇଛି।ସେଥିପାଇଁ ପାଟକୁରାରେ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ସ୍ତ୍ରୀ ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥୀ କରିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ।ପାଟକୁରା ସହ ଏବେ ବିଜେପୁରରେ ଉପନିର୍ବାଚନ ହୋଇପାରେ।କାରଣ…
ବିଜୁ ପଟ୍ଟନାୟକ ନିଜର ଶେଷ ନିର୍ବାଚନ ଦୁଇଟି ଆସନରୁ ଲଢ଼ିଥିଲେ।୧୯୯୬ନିର୍ବାଚନରେ କଟକ ଏବଂ ଆସିକା ଲୋକସଭା ଆସନରୁ ବିଜୁ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।ଆଉ ଉଭୟ ଆସନରୁ ବିଜୁ ପଟ୍ଟନାୟକ ବିଜୟୀ ହୋଇଥିଲେ। ତେବେ ଅଧିକ ଭୋଟ ପାଇଥିବାରୁ ନିଜ ଜିଲ୍ଲା…