

ଟିକା ନ ନେଲେ ସରକାରୀ ରାସନ ମନା !
କୋଭିଡ୍ ଟିକା ନେବାକୁ ମନା କଲେ ହିତାଧିକାରୀଙ୍କୁ ମିଳିବନି ସରକାରୀ ଯୋଜନାରେ ମାଗଣା ଏବଂ ରିହାତିରେ ମିଳୁଥିବା ସାମଗ୍ରୀ।ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜସ୍ତାନ ସରକାର।ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି। ଟୀକା ବାଧ୍ୟତାମୁଳକରାଜସ୍ତାନ ସରକାର ଟୀକାକରଣକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି…
Connect With Us