ନ୍ୟୁଜ୍ କଲମ୍ବିଆ ବିଶ୍ୱବିଦ୍ୟାଳୟର ପାଠ୍ୟପୁସ୍ତକରେ କାହିଁକି ସ୍ଥାନ ପାଇଛନ୍ତି ଆମ୍ବେଦକର? April 14, 2022 ଆଜି ହେଉଛି ଭାରତର ସମ୍ବିଧାନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ।୧୮୯୧ ଏପ୍ରିଲ୧୪ ରେ ମଧ୍ୟପ୍ରଦେଶର ମହୁ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ରାମଜୀ ମାଲୋଜୀ ସକପାଲ ଏବଂ ଭୀମାବାଇଙ୍କ ସୁଯୋଗ୍ୟ ସନ୍ତାନ ଥିଲେ ଭୀମରାଓ ଆମ୍ବେଦକର। ଆଧୁନିକ ଭାରତର ନିର୍ମାଣରେ ତାଙ୍କ ଭୂମିକା ଅତୁଳନୀୟ ଓ ସ୍ମରଣୀୟ। ତାଙ୍କ…
Connect With Us