ନ୍ୟୁଜ୍, ପଲିଟିକ୍ସ କମୁଛି ପେଟ୍ରୋଲ-ଡିଜେଲ ଦର,ଘାଟାରେ ଓଡ଼ିଶା December 30, 2018 ଭୁବନେଶ୍ୱର:ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଘଟିଲେ ଓଡ଼ିଶା ରାଜ୍ୟ ରାଜନୀତି ସରଗରମ ହୋଇଯାଏ।ତୈଳ ଦର ନେଇ ବିଜେଡି-କଂଗ୍ରେସ ଚକା ଜାମ୍ କରନ୍ତି। ଗତ ସେପ୍ଟମ୍ବର ୭ରେ ସାରା ରାଜ୍ୟରେ ୩ଦିନ ପାଇଁ ଆନ୍ଦଳୋନ କରିଥିଲା ବିଜୁ ଜନତା ଦଳ। ବିଜେଡିର ଦୈନିକ ୨ଘଣ୍ଟିଆ ଆନ୍ଦଳୋନର ଟାର୍ଗେଟରେ ଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର…
Connect With Us