ନ୍ୟୁଜ୍
ମହାରାଷ୍ଟ୍ରରେ କିଏ କରିବ ସରକାର? ଶିବସେନାର BJPକୁ ତାତ୍ସଲ୍ୟ-‘ଇତନା ସନାଟ୍ଟା କ୍ୟୁୟୁଁ ହେ ଭାଇ’
ବିଧାନସଭା ନିର୍ବାଚନରେ ବିଜେପି–ଶିବସେନା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି।ହେଲେ ତାଥାପି ସରାକାର ହେଇପାରୁନି। ଅପରପକ୍ଷରେ ହରିୟାନାରେ ସ୍ପଷ୍ଟ ବହୁମତ ମିଳିନି,ତଥାପି ବିଜେପି ସରାକାର କରିସାରିଲାଣି।ମହାରାଷ୍ଟ୍ରରେ ସରକାର କରିବାରେ ଅସମର୍ଥ ବିଜେପି କ’ଣ ପାଇଁ ?ନିର୍ବାଚନ ରେଜଲ୍ଟ ଘୋଷଣା ପୂର୍ବରୁ ଶିବସେନା ଉଦ୍ଧବ ଠାକେର ପ୍ରେସମିଟରେ… Read More