
ନନ୍ଦିନୀଙ୍କ ମୁଖ୍ୟମନ୍ତ୍ରୀ ଚେୟାର ଛଡ଼ାଇ ନେଇଥିଲା TISSA; ଆଉ ବିଜୁ ଯୁବ ବାହିନୀ….
ଭୁବନେଶ୍ୱର:ଜରୁରୀ କାଳୀନ ପରିସ୍ଥିତି ସମୟରେ ଓଡ଼ିଶାରେ ଥିଲା ନନ୍ଦିନୀ ଶତପଥୀଙ୍କ ନେତୃତ୍ୱାଧିନ ସରକାର।୧୯୭୫ମସିହା ବେଳେ ପୋଲିସର ବର୍ବରତା ବଢ଼ି ଯାଇଥିଲା। ବିରୋଧିଙ୍କୁ ଦମନ କରିବାକୁ ପୋଲିସ ସହ ମିଶି ଯାଇଥିଲା ଟିସା(TISSA)। ତଥାଗତ ଇଣ୍ଟେଲଜେନ୍ସି ସିକ୍ରେଟ୍ ସର୍ଭିସ୍ ଏଜେନ୍ସି-ଟିସା। ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସାନପୁଅ ତଥାଗତ, ସେହି ଟିସା ସଂଗଠନକୁ ଚଳାଉଥିଲେ…
Connect With Us