ନ୍ୟୁଜ୍
ତଥାଗତଙ୍କ ଅଭିଯୋଗ‘ଫୋନି ମୁକାବିଲାର ସାବାସି ସାର୍ଟିଫିକେଟ୍ ଯୋଗାଡ଼ ହୋଇଛି’
ବିଜୁ ଯୁବବାହିନୀ ପରେ ଏବେ ଜାତିସଂଘର ପ୍ରଶଂସା ପତ୍ରର ସତ୍ୟତାକୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ।ଫୋନି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜୁ ଯୁବବାହିନୀ କୁଆଡେ ଗଲା ବୋଲି ତଥାଗତ ନିଜ ଖବର କାଗଜ‘ଧରିତ୍ରୀ’ରେ ପ୍ରଶ୍ନ କରିଥିଲେ।ଏବେThe Times Of Indiaକୁ… Read More